ସାମ୍ବାଦିକଙ୍କ ମାତୃ ବିୟୋଗରେ ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର କାର୍ଯ୍ୟରତ ନବୀନ ଖବରକାଗଜର ଜିଲ୍ଲା ସାମ୍ବାଦିକ ବୀରକିଶୋର ପଟ୍ଟନାୟକଙ୍କ ମାଆ ସୀତାଲକ୍ଷ୍ମୀ ପଟ୍ଟନାୟକଙ୍କ ୯୩ ବର୍ଷ ବୟସରେ ପରୋଲକ ହୋଇଯାଇଛି । ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକଟ…

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀଙ୍କ ଲୋକକଳା ଟ୍ରଫି -୨୦୨୧ ପ୍ରତିଯୋଗିତା

https://youtu.be/R-oLih_JMZM ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜାଦୀକା ଅମୃତ-ମହୋତ୍ସବର ଅଂଶ ସ୍ୱରୂପ ଦେଶ ଏବେ ପାଳନ କରୁଛି ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି । ସେହି ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଐତିହାସିକ ପର୍ଯ୍ୟଟନ…

ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଦ୍ୱାରା ସୋହେଲା ବ୍ଲକର ନୂତନ ସଭା ଗୃହ ଉଦଘାଟିତ

ସୋହେଲା(ଶାସକ ପ୍ରଶାସକ)-ଆଜି ସୋହେଲା ବ୍ଲକ ପରିସରରେ ନବ ନିର୍ମିତ ସଭା ଗୃହକୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଫିତା କାଟି ଉଦ୍ଘାଟନ କରିଥିଲେ । ଏହି ଅବସରରେ ନୂତନ ସଭା ଗୃହରେ ପଂଚାୟତ ସମିତିର ନବମ ତଥା ଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସଭାରେ ଅଧ୍ୟକ୍ଷତା…

ଗୋଟ୍ ପକ୍ସ ଟିକାର ଶୁଭାରମ୍ଭ କଲା ଆଇଆଇଏଲ୍

ଭୁବନେଶ୍ୱର: ଇଣ୍ଡିଆନ୍ ଇମ୍ୟୁନୋଲୋଜିକାଲ୍ସ ଲିମିଟେଡ୍ (ଆଇଆଇଏଲ୍) – ଏକ ଅଗ୍ରଣୀ ଟିକା ନିର୍ମାତା, ଦେଶରେ ଥିବା ଛେଳିମାନଙ୍କ ପାଇଁ ‘ଗୋଟ୍ ପକ୍ସ ଭାକ୍ସିନ୍ (ରକ୍ଷା ଗୋଟ୍ ପକ୍ସ)’ ର ଶୁଭାରମ୍ଭ କରିଛନ୍ତି । ରକ୍ଷା ଗୋଟ୍ ପକ୍ସ ଟିକା ସହାୟତାରେ ଆମର ଦେଶରେ ଗୋଟ୍ ପକ୍ସ ରୋଗର ନିୟନ୍ତ୍ରଣ…

ବ୍ୟଞ୍ଜନ ଦ୍ୱାଦଶୀ, ରାଧାକୃଷ୍ଣଙ୍କ ଠାରେ ଲାଗି ହେଲା ୧୦୮ ଭୋଗ

କୋମନା/ଭାଗିରଥି ଭୋଇ - ମାର୍ଗଶୀର ମାସ ଶୁକ୍ଲପକ୍ଷ ଦ୍ୱାଦଶୀ । ନୂଆପଡା ଜିଲା କୋମନା ବ୍ଲକ ଜଡଗଡ ଠାରେ ପାଳିତ ହୋଇଛି ବ୍ୟଞ୍ଜନ ଦ୍ୱାଦଶୀ । ଗ୍ରାମରେ ଥିବା ବରଗଛ ତଳେ ରାଧେଶ୍ୟାମ ଭକ୍ତ ଓ ଗ୍ରାମବାସୀ ମିଶି ରାଧାକୃଷ୍ଣଙ୍କୁ ପୂଜାର୍ଚନା କରିବା ସହ ସୁସ୍ୱାଦୁ ୧୦୮ ଭୋଗ ଅର୍ପଣ କରିଛନ୍ତି ।…

ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମର୍ଯ୍ୟାଦା ପାଇବାର ହକଦାର : ଓନାସ ମଞ୍ଚରେ ଏକସ୍ୱର

ଓଡ଼ିଶାର ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମର୍ଯ୍ୟଦା ପାଇବାର ହକଦାର ଓ ଏଥିପାଇଁ ଦଳ ମତ ନିର୍ବିଶେଷରେ ଐକ୍ୟବଦ୍ଧ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଓଡ଼ିଶା ନାଗରିକ ସମାଜର ୧୨ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନ ଅନୁଷ୍ଠିତ "ପାଇକ ବିଦ୍ରୋହ ଦେଶର…

“ଗଜପତି – ଏ କିଙ୍ଗ୍ ଉଇଦାଉଟ୍ ଏ କିଙ୍ଗଡମ୍” ପୁସ୍ତକ ଉନ୍ମୋଚିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉନ୍ମୋଚନ ରାଜ୍ୟକୁ ପୁରୁଷୋତମ ରାଜ୍ୟ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ରାଜାର ମାନ୍ୟତା ଦେଇଥିଲେ ଗଜପତି : ଅଶୋକ କୁମାର ବଳ ଭୂବନେଶ୍ୱର(ଶାସକ ପ୍ରଶାସକ) : ବରିଷ୍ଠ ଅର୍ଥନୀତିଜ୍ଞ ଶ୍ରୀ ଅଶୋକ କୁମାର ବଳଙ୍କ ଦ୍ୱାରା ଲିଖିତ ପୁସ୍ତକ “ଗଜପତି – ଏ କିଙ୍ଗ୍…

ନୀତିଶାସ୍ତ୍ର ଓ ମୂଲ୍ୟବୋଧ (‘Ethics and Values’) ଶିକ୍ଷାର ପାଠ୍ୟଖସଡ଼ା ଉନ୍ମୋଚନ

ମୂଲ୍ୟବୋଧର ଅବକ୍ଷୟ ରୋକିବା ନିମନ୍ତେ ନୀତିଶାସ୍ତ୍ର ଶିକ୍ଷା ନିତାନ୍ତ ଜରୁରୀ: ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଭୁବନେଶ୍ୱର(ଶାସକ ପ୍ରଶାସକ) : ମାନବ ଜୀବନରେ ମୂଲ୍ୟବୋଧର ଅବକ୍ଷୟକୁ ରୋକିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ନୀତିଶାସ୍ତ୍ର ଓ ମୂଲ୍ୟବୋଧର ଶିକ୍ଷା ପ୍ରଦାନ କରାଯିବା ନିତାନ୍ତ…

କୃଷକ ଉତ୍ପାଦକ ସଂଗଠନ ମଧ୍ୟରେ ମଧ୍ୟସ୍ଥି ସୃଷ୍ଟି ହେବା ଉଚିତ ନୁହେଁ : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ ସମାବେଶ-୨୦୨୧ ଆୟୋଜିତ ଭୁବନେଶ୍ୱର(ଶାସକ ପ୍ରଶାସକ):କୃଷକର ଆୟବୃଦ୍ଧି ହେଉଛି କୃଷକ ଉତ୍ପାଦକ ସଂଗଠନର ଉଦ୍ଦେଶ୍ୟା ମଧ୍ୟସ୍ଥି ବ୍ୟବସ୍ଥାର ଉଚ୍ଛେଦ କରି କୃଷକକୁ ତା'ର ଉତ୍ପାଦର ସଠିକ୍ ମୂଲ୍ୟ ପ୍ରଦାନ ସଂଗଠନର ମୂଳଲକ୍ଷ୍ୟ ହୋଇଥିବାବେଳେ କୃଷକ ଉତ୍ପାଦକ ସଂଗଠନ…

ବିପିନ ରାୱତଙ୍କ ଏକାଦଶାହରେ ହୋମଯଜ୍ଞ

ସୁନ୍ଦରଗଡ଼ - ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡ଼ିଏସ) ଜେନେରାଲ ବିପିନ ରାୱତଙ୍କ ଏକାଦଶାହ ଅବସରରେ ଆଜି ଲାଠିକଟା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କ ଦ୍ଵାରା ଏକ ହୋମଯଜ୍ଞ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି | ସର୍ବପ୍ରଥମେ କଳସ ପୂଜନ ହେଲାପରେ ହୋମଯଜ୍ଞ…