Sign in
Sign in
Recover your password.
A password will be e-mailed to you.
ହିଲଟପ ସ୍ନାତକ ମହାବିଦ୍ୟାଳୟରେ ସ୍ଵତନ୍ତ୍ର ସେବା ଶିବିର ଉଦଘାଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ସ୍ଥିତ ହିଲଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ୨୦ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିରର ଉଦଘାଟନ ଉତ୍ସବ ବରିଷ୍ଠ ଅଧ୍ଯାପକ ଜଗନ୍ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…
ପଦ୍ମପୁର ରି-କ୍ରିଏସନ ସେଣ୍ଟର ଠାରେ ଶୀତଉତ୍ସବ
ସଂସ୍କୃତି ସମ୍ପନ୍ନ ସହର ପଦ୍ମପୁରର ସାଂସ୍କୃତିକ ବିକାଶ ପାଇଁ ସବୁକିଛି ସହଯୋଗ କରାଯିବ : ମନ୍ତ୍ରୀ ସୁଶାନ୍ତ ସିଂ
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ରି-କ୍ରିଏସନ ସେଣ୍ଟର ଠାରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ…
ବୀମା କଂପାନି ବିରୋଧରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଠାରେ ଫେରାଦ ଦେଲା ବିଜେପି କୃଷକ ମୋର୍ଚ୍ଚା
ନୂଆଦିଲ୍ଲୀ : ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ସବଡିଭିଜନ ରେ ଖରିଫଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଳ ବୀମା କରିଥିବା ପାଞ୍ଚ ହଜାର ଛଶହ ଚାଷୀଙ୍କ ବୀମା ଫଜିକରଣ HDFC ବୀମା କଂପାନି ବେଆଇନ ଭାବେ ବାତିଲ କରିଦେଇଥିବାରୁ ବିଜେପି କୃଷକ ମୋର୍ଚା ମାନ୍ୟବର କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ…
ମହିଳା ସଂଘ ଗ୍ରାମର ଉନ୍ନତି ଦାବି କଲେ
ପଦ୍ମପୁର : ପଦ୍ମପୁର ଉପ ଖଣ୍ତ କନସିଂହା ଗ୍ରାମ ପଂଚାୟତ ବଇଦପାଲି ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠି କେତେକ ସମସ୍ୟାର ସମାଧାନ ପାଇଁ ରାଜବୋଡାସମ୍ବର ବ୍ଲକ ଉନ୍ନୟନ ଅଧିକାରୀ ସଂକର୍ଷଣ ବେହେରାଙ୍କ ଦ୍ବାରସ୍ଥ ହୋଇଛନ୍ତି।ଉକ୍ତ ଗ୍ରାମରେ ମାତ୍ର ଗୋଟିଏ ପୋଖରୀ ଅଛି।ଗ୍ରୀଷ୍ମ ସମୟରେ ପୋଖରୀ…
ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ଐତିହାସିକ ପଦକ୍ଷେପ -ମନ୍ତ୍ରୀ ଶ୍ରୀ…
୪ ଟି ଗ୍ରାମପଂଚାୟତର ବିଜୁ ସ୍ୱାସ୍ଥ୍ୟ କାର୍ଡ ସହ ସ୍ୱୟଂ ସହାୟିକ ଗୋଷ୍ଠି ମହିଳାମାନଙ୍କୁ ଚେକ ବଂଟନ କଲେ ମନ୍ତ୍ରୀ ପ୍ରତାପ ଜେନା
ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଢଙ୍ଗୀ : ନିଶ୍ଚିନ୍ତକୋଇଲି ବ୍ଲକ ବରାଦୋ ଗ୍ରାମପଂଚାୟତ ଶଙ୍କରେଶ୍ୱର ମନ୍ଦିର ପରିସରରେ ଜିଗ୍ନିପୁର, ବରାଦୋ,କେନ୍ଦୁପାଟଣା ଓ…
ବରାଦୋ ପଂଚାୟତରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ।
ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଢଙ୍ଗୀ: ମାହାଙ୍ଗା ବିକାଶର ଚିତ୍ରକର ତଥା ରାଜ୍ୟ ସୁନାମଧନ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ କରକମଳରେ ନିଶ୍ଚିନ୍ତକୋଇଲି ବ୍ଲକ ବରାଦୋ ଗ୍ରାମପଂଚାୟତର ନୂତନ କାର୍ଯ୍ୟାଳୟ ଗୃହ ନବିକରଣ, ମା' କଟକ ଚଣ୍ଡୀ ମନ୍ଦିର ନୂତନ ଗୃହ, ତୀରବିନ୍ଧା ସାମଲ ସାହି…
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ କାର୍ଯ୍ୟନିର୍ବାହୀ କମିଟି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ କାର୍ଯ୍ୟନିର୍ବାହୀ କମିଟି ବୈଠକ ମହାବିଦ୍ୟାଳୟର ଆର୍ଟସ-ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଡ଼ଃ ଶଙ୍କର ପ୍ରସାଦ ବକ୍ସିଙ୍କ…
ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ଜନ୍ମଦିବସ ଅବସରରେ ଅର୍ଣ୍ଣପୂର୍ଣ୍ଣା ଜୟନ୍ତୀ ଏବଂ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ଜନ୍ମଦିବସ ଅବସରରେ ଅର୍ଣ୍ଣପୂର୍ଣ୍ଣା ଜୟନ୍ତୀ ଏବଂ ଦତ୍ତାତ୍ରୟ ଜୟନ୍ତୀ ପାଳନ କରାଯାଇଛି । ଅର୍ଣ୍ଣପୂର୍ଣ୍ଣା ଦେବୀ ପାର୍ବତୀଙ୍କ ଅବତାର ସେ ଖାଦ୍ୟକୁ ଆଶୀର୍ବାଦ କରନ୍ତି ଏବଂ…
ଶିଶୁ ସୁରକ୍ଷା ପାଇଁ ଗଜପତିରେ ଆରମ୍ଭ ହେଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ପ୍ରତିଜ୍ଞା”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଉପସ୍ଥିତିରେ ଜିଲ୍ଲାର କିଶୋରୀ ବାଳିକାଙ୍କ ଦ୍ଵାରା ଶିଶୁ ସୁରକ୍ଷା ଓ ଅଧିକାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ପ୍ରତିଜ୍ଞା" ର ଶୁଭ ଉଦଘାଟନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ଆବଶ୍ୟକତାକୁ…
ନବୀନ ସନ୍ଦେଶ : ପ୍ରତିଷ୍ଠା ଦିବସ ପୂର୍ବରୁ ଦଳର ନେତା ଓ କର୍ମୀଙ୍କୁ ପତ୍ର ଲେଖିଲେ ବିଜେଡି ସୁପ୍ରିମୋ
ଭୁବନେଶ୍ୱର : ପ୍ରତିଷ୍ଠା ଦିବସ ପୂର୍ବରୁ ଦଳର ନେତା ଓ କର୍ମୀମାନଙ୍କୁ ପତ୍ର ମାଧ୍ୟମରେ ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ | "ବିଜେଡି ଉପରେ ରାଜ୍ୟବାସୀଙ୍କର ଥିବା ଆସ୍ଥାକୁ ବଜାୟ ରଖ। ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କର ।" ବୋଲି ନବୀନ…