ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ତାଲୁକ ଆଇନ ସେବା ପ୍ରାଧୀକରଣ ଆନୁକୁଲ୍ୟରେ ପଦ୍ମପୁର କୋଟ ପରିସରରେ ୨୦୨୨ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ ଆଇନ ସେବା ପ୍ରଧୀକରଣର ଅଦ୍ଧକ୍ଷ ଅରବିନ୍ଦ ରଥ, ଏହାକୁ ଉଦ୍ଦଘାଟନ କରିଥିଲେ । ଏହି ଅବସରରେ ୧୧୭ ଟି ବିଚାରଧିନ ମାମଲା ମଦ୍ଧରୁ ୨୫ ଟିର ଚୁଡାନ୍ତ ବିଚାର କରାଯାଇଥିଲା । ପ୍ରଧିକରଣର ଅଦ୍ଧକ୍ଷଙ୍କ ସଂଯୋଜନାରେ ଆଯୋଜିତ କାର୍ଯ୍ୟକ୍ରମରେ କୋଟର ବରିଷ୍ଠ ଦେଵାନୀ ବିଚାରପତି ଅଭିନନ୍ଦିତା ପଣ୍ଡା ସହଯୋଗ କରିଥିଲେ । ଓକିଲ ସଂଘର ସଭାପତି ଶ୍ରୀ ଗୌତିଆ ସାହୁ, ଶ୍ରୀ ଅଜିତ କୁମାର ସତପଥୀ, ଶ୍ରୀ ଉମେଶ ସାହୁ, ଶ୍ରୀ ସୁନିଲ ପାଣିଗ୍ରାହି ଏବଂ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ଆଇନଜୀବି ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post