ବର୍ଷର ପ୍ରଥମ ଦିନରେ ବିଜେପି ରାଜ୍ୟ ସଭାପତିଙ୍କ ‘ଜନସମ୍ବାଦ ଯାତ୍ରା’: ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଗସ୍ତ କଲେ…

ଭୁବନେଶ୍ୱର: ନିର୍ବାଚନ ଆସିବ ଏବଂ ଯିବ । କିନ୍ତୁ ରାଜ୍ୟ ଓ ରାଜ୍ୟବାସିଙ୍କ ବିକାଶରେ କୈାଣସି ବାଧା ସୃଷ୍ଟି ନହେବା ଉଚିତ୍ । ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଭାବେ ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ବିଜେପି ପ୍ରତିଶୃତିବଦ୍ଧ । ମୋଦି ସରକାର ଏ ଦିଗରେ ଅନେକ କଲ୍ୟାଣକାରୀ ଯୋଜନାକୁ…

ଶିକ୍ଷୟିତ୍ରୀ ତଥା ନାରୀକବି ଭାରତୀ ହୋତାଙ୍କୁ “ମାନସିଂହ କବିତା ସମ୍ମାନ”

ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ନୂଆପଡା ଜିଲ୍ଲାର ଆଦର୍ଶ ଶିକ୍ଷୟିତ୍ରୀ ତଥା ନାରୀକବି ଶ୍ରୀମତୀ ଭାରତୀ ହୋତାଙ୍କୁ "ମାନସିଂହ କବିତା ସମ୍ମାନ"ରେ ସମ୍ନାନୀତ କରାଯାଇଛି । ଜଣେ ସଫଳ ସାହିତ୍ୟିକା ଭାବରେ ସେ ସାରା ରାଜ୍ୟରେ ଜଣାଶୁଣା । ଉକ୍ତ ସଭାରେ…

ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସଂପତ୍ତି ଘୋଷଣା ଦାବୀ: ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ

ପଦ୍ମପୁର:ଗନ୍ଧମାର୍ଦ୍ଦନ ପର୍ବତ କୁ ଜାତୀୟ ସଂପତ୍ତି ଘୋଷଣା ସହ ପାହାଡର ଶୀଖରରେ ଗୌତମବୁଦ୍ଧଙ୍କ ପଟ୍ଟଶିଷ୍ୟ ନାଗାର୍ଜୁନଙ୍କ ଦ୍ବାରା ସ୍ଥାପିତ ଧ୍ବଂସ ପ୍ରାପ୍ତ ବୌଦ୍ଧ ବିଶ୍ବ ବିଦ୍ୟାଳୟ ସୁରକ୍ଷା,ରକ୍ଷଣା ବେକ୍ଷଣ ସହ ଗନ୍ଧମାର୍ଦ୍ଦନ ପର୍ବତର ଉପଲବ୍ଧ ୨ ହଜାର ପ୍ରକାର ଦୁର୍ଲଭ ବନୌଷଧି କୁ ନେଇ…

କ୍ରିଷ୍ଣା କପ୍ କ୍ରିକେଟ୍ ଉଦଯାପିତ: ବାଟତେର୍ମା ଚାମ୍ପିୟନ

ପଦ୍ମପୁର: ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବାଟତେର୍ମା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭରରେ ୯ ଉଇକେଟରେ ୧୫୫ ରନ ସଂଗ୍ରହ…

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର: “ବଣ୍ଡା’ ଜନଜାତି ସଂପ୍ରଦାୟଙ୍କ ବୟନ ପ୍ରଣାଳୀ

ଭୁବନେଶ୍ୱର,(ଶାସକ ପ୍ରଶାସକ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା କରାଯାଇଛିା ଜାନୁଆରୀ ୨ ତାରିଖ ଦିନ ଦର୍ଶକମାନେ…

ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ପ୍ରଫେସର ଗଙ୍ଗାଧର ସାହୁ ସୋଆର ପ୍ରୋ ଭାଇସ ଚାନ୍ସେଲର ନିଯୁକ୍ତ

ଭୁବନେଶ୍ୱର: ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଓ ପ୍ରଫେସର ଗଙ୍ଗାଧର ସାହୁ ଙ୍କୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ର ପ୍ରୋ- ଭାଇସ ଚାନ୍ସେଲର ଭାବେ ନିଯୁକ୍ତ କରାଯାଇଛି। ପ୍ରଫେସର ପ୍ରଧାନ ବର୍ତ୍ତମାନ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରୁଥିଲା ବେଳେ ପ୍ରଫେସର ସାହୁ…

୮୧୦୨ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଚାକିରି ହେବ ନିୟମିତ

ଭୁବନେଶ୍ୱର : ଆଜି ନୂତନ ବର୍ଷ ଅବସରରେ ରାଜ୍ୟ ସରକାର ୮୧୦୨ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କ ଚାକିରିକୁ ନିୟମିତ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛନ୍ତିା ମୁଖ୍ୟମନ୍ତ୍ରୀ ସହୃଦୟତାର ସହ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ସମୟସୀମାକୁ କୋହଳ…

‘ଜଳସାଥୀ’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ଏଡ଼ିଏମ ତଥା ମୁନିସିପାଲ କମିଶନର ଦିବ୍ୟଜ୍ୟୋତି ପରିଡା।

ରାଉରକେଲା:(ବସନ୍ତ ଜେନା,ରାଉରକେଲା ବ୍ୟୁରୋ)ରାଉରକେଲା ସହରରେ ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି।ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ବିଭିନ୍ନ ସହରାଞ୍ଚଳରେ ଚାଲିଥିବା 'ଜଳସାଥୀ'…

ଆଇସିଏମ୍‌ଆର କ୍ଲିନିକାଲ୍ ଟ୍ରାଏଲ୍ କେନ୍ଦ୍ର ଭାବେ ମନୋନୀତ ହେଲା ସମ୍ ହସ୍ପିଟାଲ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲକୁ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଦ୍ଵାରା ପୂର୍ବ ଭାରତରେ ଆଇସିଏମ୍‌ଆର୍ କ୍ଲିନିକାଲ୍ ଟ୍ରାଏଲ୍ ସେଂଟର୍ ଭାବେ ଚୟନ କରାଯାଇଛି ।ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି…

ନବ ବର୍ଷରେ ଶିବ ମନ୍ଦିର ଗ୍ରାମ୍ୟ ରାସ୍ତା ସଫେଇ।

ଝାରବନ୍ଧ-ମନୋହର ଦାଶ: ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ର ଲଉଡିଦରହା ଗ୍ରାମ ର ଶିବ ମନ୍ଦିର ଏବଂ ପୋଖରୀ କୁ ଯାଇଥିବା ରାସ୍ତା ଆଜି ନବ ବର୍ଷ ଶନିବାର ଦିନ ବିନୋବା ଭାବେ କ୍ଲବ ଏବଂ ଗ୍ରାମ ର ସ୍ବେଚ୍ଛା ସେବୀ ଙ୍କ ଦ୍ଵାରା ମିଳିତ ଭାବେ ରାସ୍ତା ର ଚତୁର୍ପାର୍ଶ୍ଵ ରେ ସଫେଇ…