ନବବର୍ଷରେ ଜଗଦା ସାଂସ୍କୃତିକ ପରିଷଦ ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସହିତ କ୍ୟାଲେଣ୍ଡର୍ ଉନ୍ମୋଚନ

ରାଉରକେଲା (ବସନ୍ତ ଜେନା) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଗଦା ସାଂସ୍କୃତିକ ପରିଷଦର ନବବର୍ଷରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓ କ୍ୟାଲେଣ୍ଡର୍ ଉନ୍ମୋଚନ କୋଭିଡ ନିୟମ ଅନୁସାରେ ପାଳନ କରାଯାଇଛି। ଜଗଦା ବାଟମଙ୍ଗଳା ଶକ୍ତି ପୀଠ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଉପଦେଷ୍ଟା ସଂଜୀବ…

ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସ୍ବଚ୍ଛତା ଅଭିଯାନ

ପଦ୍ମପୁର : ପଦ୍ମପୁର ବ୍ଳକ ବରିକେଲ ପଚାଂୟତ ସିଂହନପୁର ଗ୍ରାମରେ ସ୍ବହଂ ସହାୟକ ଗୋଷ୍ଠୀ ପକ୍ଷରୁ ଗ୍ରାମରେ ସ୍ବଚ୍ଛ ଅଭିଯାନ ଅନୁଷ୍ଠିତ ହୋଇଯାଇଛି | ସଭାନେତ୍ରୀ ପଦ୍ମିନୀ ପୁରୋହିତ ଏବଂ ସମ୍ପାଦିକା ପଦ୍ମିନୀ ପାଣ୍ଡେଙ୍କ ନେତୃତ୍ୱରେ ପ୍ରାୟ ୧୮ ଜଣ ମହିଲା ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମ କୁ…

ରାଜ୍ୟ ସରକାରଙ୍କର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ।

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରିଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ରାଜ୍ୟସରକାରଙ୍କର ବିଭିନ୍ନ ପ୍ରକଳ୍ପ ରବିବାର ଦିନ ଉଦ୍ଘାଟିତ ହୋଇଯାଇଅଛି । ପ୍ରଥମରେ ଏହି ବ୍ଲକ ଅନ୍ତର୍ଗତ ଖଣ୍ଡାସାହି ସ୍ୱପ୍ନେଶ୍ୱର ନୋଡାଲ ର 10 ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ ଵିଦ୍ୟାଳୟ ଗୃହକୁ କ୍ରୀଡା ଓ ଯୁବ…

ନିଆଁରା ଢଙ୍ଗ ରେ ନୂଆ ବର୍ଷ ପାଳନ କଲେ ଯୁବ ସମାଜ ସେବୀ ରୂପେନ୍ଦ୍ର ପାଣ୍ଡେ

ନିଃସହାୟ ଙ୍କୁ ସାହାଯ୍ୟ କରିବା ମଣିଷ ର ଧର୍ମ:-ରୂପେନ ପାଣ୍ଡେ ନୂତନ ବର୍ଷ ପାଇଁ  ଗାଁ ଠୁ ସହର ନୂଆ ବର୍ଷ ରେ ଚଳ ଚଞ୍ଚଳ ଥିବା ବେଳେ ଆଜି ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତ ଚାରପାଲି ଗ୍ରାମର ଯୁବ ସମାଜସେବୀ ରୂପେନ୍ଦ୍ର ପାଣ୍ଡେ ନିଆଁରା ଢଙ୍ଗ ରେ ଆଜି ନୂତନ ବର୍ଷ ପାଳନ…

୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କୁ କୋଭାକ୍ସିନ୍ ଟିକା ଦାନ ନେଇ ପ୍ରସ୍ତୁତି ବୈଠକ

୩୧-୧୨-୨୦୦୭ ସୁଦ୍ଧା ଜନ୍ମ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଟିକାକରଣ ଅନ୍ତର୍ଭୁକ୍ତ ହେବେ ଜାନୁଆରୀ ୮ ତାରିଖ ପରେ ଦଶମ ଶ୍ରେଣୀ ଓ ୧୧ ତାରିଖ ପରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟିକାଦାନ କରାଯିବ ପ୍ରଥମ ପାନ ଟିକା ନେବାର ୨୮ ରୁ ୪୨ ଦିନ ମଧ୍ୟରେ ଦ୍ୱିତୀୟ ପାନ ଟିକା…

ଆଇଏଏସ ସ୍ତରରେ ଅଦଳବଦଳ : ଶର୍ମା ସ୍ୱାସ୍ଥ୍ୟ ବିଭାଗର ପୂର୍ଣ୍ଣକାଳୀନ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର (ଶାସକ ପ୍ରଶାସକ) :ରାଜ୍ୟସରକାର ଆଜି ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ବରିଷ୍ଠ ଆଇଏଏସ ତଥା କୃଷି ଉତ୍ପାଦନ କମିଶନର ସହ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରତ ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ…

ସାନ ଘୋଡାଘାଟି ଗାଁ ରେ ବ୍ଲକ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ।

ପ୍ରଥମ ଦିନରେ ବାଜି ମାରି ନେଲା ପାଟବନ୍ଧ। କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ସାନ ଘୋଡାଘାଟି ଗାଁର ଯୁବକ ସଙ୍ଘ ତରଫରୁ ବ୍ଲକ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ ରେ ପାଟବନ୍ଧ ବିଜୟୀ ହୋଇଛି । ବିଧାୟକ ପ୍ରତିନିଧି (ଟିଟି)…

ପୁଣି ବଦଳିଲା ନିଷ୍ପତ୍ତି : ଖୋଲିବନି ସ୍କୁଲ

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ ଭୁବନେଶ୍ୱର : ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପୁନଃ ଖୋଲାଯିବା ନିମନ୍ତେ ଆଦେଶ ଜାରି…

ବହୁବର୍ଷପରେ ପୁଣିଥରେ ଲାଗିଲା କାଶିପୁର ବ୍ଲକରେ ମାଓ ପୋଷ୍ଟର ।

ଟିକିରି/ ବୈକୁଣ୍ଠ ଦୁରିଆ :ରାୟଗଡା ଜଲ୍ଲା କାଶିପୁରବ୍ଲକ ଦୋରାଗୁଡା ଥାନା ଅନ୍ତ୍ରର୍ଗତ କମ୍ପର ଛକରେ ଆଜି ସକାଳେ ବୋରଗଛ ଠାରେ ମାଓ ପୋଷ୍ଟର  ଦେଖିବାକୁ ମିଳିଛି।ଏହି ପୋଷ୍ଟର  କେନ୍ଦ୍ରସରକାର,ରାଜ୍ୟସରକାର ଓ୍ବାଡ ମେମ୍ବର ଠାରୁ ଆରମ୍ଭକରି ବିଧାୟକ,ସାଂସଦ ସମସ୍ତ ସରକାର କର୍ମଚାରି ଆମ ଗରିବ…

ଦେବିମୁହାଁଣ ରେ ଅଲିଭରିଡ଼ଲେଙ୍କ ଅଣ୍ଡାଦାନ , ଦୁଇ ଥରରେ 260ଅଣ୍ଡା ସଂଗ୍ରହ ।

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରିଜିଲ୍ଲା ର ଅଲିଭରିଡ଼ଲ କଇଁଚ ଙ୍କ ଏନ୍ତୁଡ଼ିଶାଳ ବୋଲି କୁହାଯାଉଥିବା ଅସ୍ତରଙ୍ଗର ଦେବିମୁହାଁଣ ନିକଟରେ ଦୁଇ ଗୋଟି ଅଲିଭରିଡ଼ଲେ ଅଣ୍ଡା ଦେଇଥିବା ବନ ବିଭାଗ ସୂତ୍ରରୁ ଜଣା ପଡ଼ିଛି । ପ୍ରଥମ ଅଣ୍ଡା ଡିସେମ୍ବର 27 ତାରିଖ ରେ ଦେଇଥିଲାବେଳେ ସେଥିରୁ150 ଅଣ୍ଡା…