Sign in
Sign in
Recover your password.
A password will be e-mailed to you.
ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ପାଇଁ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି
ସପ୍ତମ ବେତନ କମିଶନର ୩୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ନିଷ୍ପତ୍ତି
ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା…
ବିଧାୟକ କିଶୋର ମହାନ୍ତିଙ୍କୁ ସୋହେଲା ଓକିଲ ସଂଘର ଶ୍ରଦ୍ଧାଞ୍ଜଳି
ସୋହେଲା(ଶାସକ ପ୍ରଶାସକ)-ଆଜି ସୋହେଲା ଓକିଲ ସଂଘ କାର୍ଯ୍ୟାଳୟରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ସଭାପତି ଅଶୋକ ବାରିକ ସଭାପତିତ୍ୱ କରିଥଲେ । ସମ୍ପାଦକ ରୋହିତ ଦେବତା ସ୍ବର୍ଗତ ମହାନ୍ତିଙ୍କ ସ୍ମୃତି ଚାରଣ…
ବାଲ୍ୟବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକର ବଡଖିଙ୍ଗା ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଗୋଟିଏ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଉକ୍ତ ବାଲ୍ୟବିବାହ ସମ୍ପର୍କରେ ବିଶ୍ୱସ୍ଥ ସୂତ୍ରରୁ କାଶୀନଗର ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ କନକ…
ବାଲ୍ୟବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକର ବଡଖିଙ୍ଗା ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଗୋଟିଏ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଉକ୍ତ ବାଲ୍ୟବିବାହ ସମ୍ପର୍କରେ ବିଶ୍ୱସ୍ଥ ସୂତ୍ରରୁ କାଶୀନଗର ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ କନକ…
କ୍ୟାନସରକୁ ପ୍ରତିହତ କରିବ ପୁରାତନ ଚାଷ ପଦ୍ଧତି
ପଦ୍ମପୁର :ବରଗଡ ଜିଲ୍ଲା କ୍ୟାନସର ରୋଗ ପ୍ରପୀଡିତରେ ପ୍ରଥମ ସ୍ଥାନ ରଖିଛି।ବିଷଯୁକ୍ତ ଚାଷ ପଦ୍ଧତି ଏହାର ମୁଖ୍ୟ କାରଣ ହୋଇଛି।ଚାଷୀମାନେ ଅଧିକ ଅମଳ ଆଳରେ ମାତ୍ରାଧିକ ରାସାୟନିକ ସାର,କୀଟନାଶକ ଔଷଧ ପ୍ରୟୋଗରେ ଉତ୍ପାଦିତ ଶସ୍ୟ ଖାଇ ମାରାତ୍ମକ ରୋଗର ଶୀକାର ହେଉଛନ୍ତି।ତେଣୁ ତାକୁ ପ୍ରତିହତ…
ମହାପ୍ରଭୁଙ୍କ ନିତ୍ୟ ବ୍ୟବହାର ପାଇଁ ଦେଲେ ରୂପା ଗରା, ଥାଳି ସହ ୫ ଲକ୍ଷ ଟଙ୍କା
ପୁରୀ/ ଅନିମେଶ ପଟ୍ଟନାୟକ : ମହାପ୍ରଭୁଙ୍କ ନିତ୍ୟ ବ୍ୟବହାର ପାଇଁ ୩ଗୋଟି ରୂପା ଗରା, ୩ ଗୋଟି ରୁପା ଥାଳି, ୬ଗୋଟି ପଞ୍ଚୁ ଓ ପାତ୍ରୀ ଏବଂ ୩ଗୋଟି ଛୋଟ ହାତ ଘଣ୍ଟି ପ୍ରଦାନ କରିଛନ୍ତି ଜଣେ ଭକ୍ତ। ରୂପା ପାତ୍ର ଗୁଡିକର ଓଜନ ୭ କିଲୋରୁ ଉର୍ଦ୍ଧ୍ବ ଥିବା କୁହାଯାଉଛି। ଶ୍ରଦ୍ଧାଳୁ ଜଣକ ହେଲେ…
ରାୟଗଡ ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ଚୟନ
ରାୟଗଡ(ସରୋଜ କୁମାର ସାହୁ) : ପ୍ରେସ କ୍ଲବ ରାୟଗଡର ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ପ୍ରେସ କ୍ଲବର ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଚୟନ ଅବସରରେ ପ୍ରେସ କ୍ଲବର ସଭ୍ୟ ଓ ଓଟିଭି ଜିଲ୍ଲା ପ୍ରତିନିଧି ସ୍ୱର୍ଗତ ମନୋଜ କୁମାର ପାତ୍ରଙ୍କ ଅକାଳ ମୃତ୍ୟୁରେ…
କ୍ରିଷ୍ଣା କପ କ୍ରିକେଟ: ବର୍ଷା ଯୋଗୁଁ ଫାଇନାଲ ବାଧାପ୍ରାପ୍ତ
ପଦ୍ମପୁର: ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଗତ ବୁଧବାର ଅନୁଷ୍ଠିତ ହେବା ସ୍ଥିରୀକୃତ ଥିଲା କିନ୍ତୁ ମହୁଲପାଲି ତଥା ପଦ୍ମପୁର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ମ୍ୟାଚ ଆୟୋଜନ…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଲେଶ୍ୱରରେ ଲୋକାର୍ପିତ ହେଲା ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀ
ବାଲେଶ୍ୱର(ସୁଶାନ୍ତ କୁମାର ପଣ୍ଡା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଆଜି ବାଲେଶ୍ୱର ଜିଲା ସଂସ୍କୃତି ଭବନ ପରିସରରେ ନବନିର୍ମିତ ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀକୁ ଉଦଘାଟନ କରିଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଲଳିତ କଳା ଏକାଡେମୀର ମିଳିତ…
ଆଜାଦିକା ଅମୃତ ମହୋତ୍ସବ ଅବସରରେ ଗଜପତିରେ ପ୍ରାକୃତିକ ବିପର୍ଯୟ ମୁକାବିଲା ପାଇଁ ମକ୍ ଡ୍ରିଲ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜାଦିକା ଅମୃତ ମହୋତ୍ସବ ଅବସରରେ ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ ଏକ ମକ୍ ଡ୍ରିଲ କାର୍ଯ୍ୟକ୍ରମ ଓ ସଚେତନତା ସଭା ଆୟୋଜିତ ହୋଇଯାଇଛି । ପାରଳାଖେମୁଣ୍ଡି ଉପକଣ୍ଠର…