Sign in
Sign in
Recover your password.
A password will be e-mailed to you.
ଅଭିନନ୍ଦନ ଓ ଶୁଭେଛା ଜଣାଇଲେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ) : ଇଂରାଜୀ ନବବର୍ଷ ଉପଲକ୍ଷେ ନିଶ୍ଚିନ୍ତକୋଇଲି ଅଞ୍ଚଳ ସମସ୍ତ ଜନସାଧାରଣଙ୍କ ସମେତ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନୂଆବର୍ଷ ର ଅଭିନନ୍ଦନ ଓ ଶୁଭେଛା ଜଣାଇଲେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ । ବିଜୁ ଜନତା ଦଳ ବ୍ଲକ ସଭାପତି…
ଗଜପତିରେ ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ତାଲିମ ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତ ଜିଲ୍ଲା ମିଶନ ଶକ୍ତି ଆନୁକୁଲ୍ୟରେ ବିଭିନ୍ନ ବିଭାଗ ସହିତ ସହଭାଗିତା ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ…
ଦଳ ବିରୋଧି କାର୍ଯ୍ୟ ନିମନ୍ତେ ନିଲମ୍ବିତ ହେଲେ ବିଜେଡି ସାଧାରଣ ସମ୍ପାଦକ
ନିଶ୍ଚିନ୍ତକୋଇଲି: କଟକ ସଦର ନିର୍ବାଚନ ନିର୍ବାଚନ ମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ଗ୍ରାମପଂଚାୟତ ବିଜେଡି ଯୁବନେତା ତଥା ନିଶ୍ଚିନ୍ତକୋଇଲି ବ୍ଲକ ସାଧାରଣ ସମ୍ପାଦକ ବୈକୁଣ୍ଠ ମଲିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡିର ସାଧାରଣ ସମ୍ପାଦକ…
ନୟାଗଡ଼ ଇନଡୋର ଷ୍ଟାଡିୟମରଭିତ୍ତି ସ୍ଥାପନ କଲେ ମନ୍ତ୍ରୀ ଅରୁଣ ସାହୁ
ନୟାଗଡ଼,(ବିଶ୍ଵଜିତ ନାୟକ) : ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଆଜି ନୟାଗଡ଼ ଇନଡୋର ଷ୍ଟାଡିୟମ ଭିତ୍ତି ସ୍ଥାପନ କାର୍ଯ୍ୟ ସମାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ…
୨୦୨୧ ବର୍ଷରେ ଜଳସମ୍ପଦ ବିଭାଗର ସଫଳତା ଉଲ୍ଲେଖନୀୟ
ଭୁବନେଶ୍ୱର (ଶାସକ ପ୍ରଶାସକ): ୨୦୨୧ ବର୍ଷରେ ରାଜ୍ୟ ଜଳସମ୍ପଦ ବିଭାଗର ସଫଳତା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ରହିଥିବା ଜଣାଯାଇଛି । ତନ୍ମଧ୍ୟରେ ରହିଛି ଉପର ଇନ୍ଦ୍ରାବତୀ ଲିଫ୍ଟ କେନାଲ ସିଷ୍ଟମ ଏବଂ ଲୋୟର ଇନ୍ଦ୍ରା ବୃହତ୍ ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱୟ ଦ୍ୱାରା ଯଥାକ୍ରମେ ୨୫…
ମାଧୋ ସିଂଙ୍କ ବୀରତ୍ୱର କାହାଣୀ ସଂପର୍କରେ ସମସ୍ତ ଦେଶବାସୀ ଜାଣନ୍ତୁ -ମନ୍ତ୍ରୀ ସୁଶାନ୍ତ ସିଂ
ରାଜ୍ୟସ୍ତରୀୟ ବୀରତା ଦିବସ
ଦେଶ ପାଇଁ ଶହୀଦ୍ ମାଧୋ ସିଂଙ୍କ ବଳିଦାନ ଅତୁଳନୀୟ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଦେଶର ସ୍ୱାଧୀନତା ପାଇଁ ବ୍ରିଟିଶ୍ ଶାସକଙ୍କ କବଳରୁ ଭାରତମାତାକୁ ରକ୍ଷା କରିବା ପାଇଁ ଅନେକ ବୀର ଜୀବନ ଦେଇଛନ୍ତି । ସେଥି ମଧ୍ୟରୁ ୧୮୫୭ ମସିହାରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ…
ନୂଆ ଡିଜିପି ଦାୟିତ୍ୱ ନେଲେ ସୁନୀଲ ବଂଶଲ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡିଶା ପୋଲିସର ମହାନିର୍ଦ୍ଦେଶକ ଭାବେ ଆଜି ଯୋଗ ଦେଇଛନ୍ତି ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର ସୁନୀଲ୍ ବଂଶଲ । ଆଜି କଟକ ପୁଲିସ ମୁଖ୍ୟାଳୟରେ ବିଦାୟୀ ଡିଜି ଶ୍ରୀ ଅଭୟଙ୍କଠାରୁ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶା ପୁଲିସ…
ବିଦାୟୀ ଡିଜିପି ଅଭୟଙ୍କୁ ନୂତନ ନିଯୁକ୍ତି
ଭୁବନେଶ୍ୱର (ଶାସକ ପ୍ରଶାସକ) ବିଦାୟୀ ଡିଜିପି ଶ୍ରୀ ଅଭୟଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରିଛନ୍ତି ସରକାର, ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ | ଡିଜିପି ପଦରୁ ଅବସର ନେବାର କିଛି ଘଣ୍ଟା ମଧ୍ୟରେ ଶ୍ରୀ ଅଭୟଙ୍କୁ ମିଳିଛି ନୂଆ ନିଯୁକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ…
୩ ଦିନ ଜଗା ଦର୍ଶନ ବନ୍ଦ; ପୁରୀକୁ ଜଗିଛନ୍ତି ୯ ପ୍ଲାଟୁନ ପୋଲିସ
ପୁରୀ/ଅନିମେଶ ପଟ୍ଟନାୟକ : ଆଜିଠାରୁ ୩ଦିନ ବନ୍ଦ ରହିବ ଜଗା ଦର୍ଶନ । ଭକ୍ତଙ୍କ ଗହଳିକୁ ଆଖିରେ ରଖି ଆସନ୍ତା ୨ ତାରିଖ ଯାଏଁ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ ରଖିଛି ପ୍ରଶାସନ। ଆସନ୍ତାକାଲି ନୂଆବର୍ଷ ଏବଂ ୨ ତାରିଖ ରବିବାର ପଡ଼ୁଥିବାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ୩ ତାରିଖ…