ଗାୟତ୍ରୀ ଶକ୍ତିପୀଠ ରେ “ମିଶନ ସଣ୍ଡେ ଓ ଗାୟତ୍ରୀ ପରିବାର ମିଳିତ” ଉଦ୍ୟମରେ ସ୍ଵଛତା ଅଭିଯାନ

ରାଉରକେଲା (ବସନ୍ତ ଜେନା) : ରାଉରକେଲାର ଏକ ଅଗ୍ରଣୀ ସ୍ବେଛାସେବୀ ସଂଗଠନ “ମିଶନ ସଣ୍ଡେ” ଓ ଗାୟତ୍ରୀ ପରିବାରର ମିଳିତ ଉଦ୍ୟମରେ ସ୍ଵଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଭୟ ସଂଗଠନର ପ୍ରାୟ ୪୦ ଜଣ ସଦସ୍ୟ ଯୋଗଦେଇ ଶକ୍ତିପୀଠର ବିଭିନ୍ନ ସ୍ଥାନକୁ ସଫା କରିଥିଲେ । ଆଗାମୀ ଦିନରେ…

ମେଲଛାମୁଣ୍ଡା ଉଚ୍ଚବିଦ୍ୟାଳୟରେ ବନ୍ଧୁମିଳନ

ମେଲଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୯୫ ମ୍ୟାଟ୍ରିକ ବ୍ୟାଚର ପୂରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ରବିବାର ଏକ ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ଛାତ୍ର ଛାତ୍ରୀ ମାନେ ଏକତ୍ରୀତ ହୋଇ ଭାବର ଆଦାନ…

ବେଲମୁଣ୍ଡାରେ କରମସାନୀ ପୂଜା

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ପଂଚାୟତ ଅର୍ନ୍ତଗତ ବେଲମୁଣ୍ଡାସ୍ଥିତ ଡୁଙ୍ଗୁରିରେ କରମସାନୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । କରମସାନୀ ମାଙ୍କ ଦର୍ଶନ ପାଇଁ ଆଖ ପାଖ ଗ୍ରାମ ମାନଙ୍କର ଶତାଧିକ ସଂଖ୍ୟାରେ ଭକ୍ତ ପହଂଚି ପୂଜାର୍ଚ୍ଚନା କରିଥିଲେ । ପୂଜା ପରେ ବିଭିନ୍ନ…

ଯୁବ ଯାଦବ ପରିଷଦ ପକ୍ଷରୁ ଫଳ ବଣ୍ଟନ

ବାସୁଦେବପୁର/ ପ୍ରତାପ ପାଢ଼ୀ- ନବ ବର୍ଷ ଉପଲକ୍ଷେ କୁ ନିଆରା ଢଙ୍ଗରେ ପାଳନ କରି ଉଦାହରଣ ସାଜିଛି ବାସୁଦେବପୁର ରେ ଯୁବ ଯାଦବ ପରିଷଦ। ବାସୁଦେବପୁର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟ କର୍ମ ଯୁବ ଯାଦବ ପରିଷଦ ପକ୍ଷରୁ କରାଯାଇଛି। ସଭାପତି କୃଷ୍ଣ…

ଆଭାସୀ ବାଳ ମୁକୁନ୍ଦରେ “ନବଧା ଭକ୍ତି” କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଭାସୀ ବାଳ ମୁକୁନ୍ଦ ଅପରାହ୍ନ କାର୍ଯ୍ୟକ୍ରମରେ ଇଂରାଜୀ ନୂତନ ବର୍ଷ ଆଗମନ ଅବସରରେ "ନବଧା ଭକ୍ତି" ସହିତ ଶ୍ରମଦ ଭଗବତ୍ ଗୀତା ବିଷୟରେ ପ୍ରଧାନ ଆଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦ ଜୀ ପିଲାମାନଙ୍କୁ ବୁଝାଇଥିଲେ। ପରେ ଭଜନ କାର୍ଯ୍ୟକ୍ରମରେ ଅନନ୍ୟା…

ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡି ଉଦଘାଟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡି ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ , ଉପଲଡା ଠାରେ ଶୁଭ ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା…

ଜଡ଼ାଗଞ୍ଜା ରେ ଶ୍ରୀ ଅରବିନ୍ଦ ପାଠଚକ୍ର

ଗାଇସିଲାଟ(ଶାସକପ୍ରଶାସକ)-ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନ,ବରଗଡ ଜିଲ୍ଲା ଆନୁକୁଲ୍ୟରେ କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଗାଇସିଲେଟ ବ୍ଳକ ଅନ୍ତର୍ଗତ ଜଡାଗଞା ଗ୍ରାମ ରେ ବ୍ଳକ ଆବାହକ ଧନପତି ଦେବତା ଙ୍କ ସଂଯୋଜନା ରେ ଏକ ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଧାକାନ୍ତ…

ଗଣ୍ଡୱାନା ଛକ ଓ ସେଲଫି ପଏଂଟ ଉଦ୍ଘାଟିତ

କୋମନା(ଭାଗିରଥି ଭୋଇ)- ନୂଆପଡା ଜିଲା କୋମନା ବ୍ଲକ ପଣ୍ଡରାପଥର ଗ୍ରାମରେ ଥିବା ଚାରିଛକ ର ନୂତନ ନାମକରଣ ସହ ଏକ ସେଲଫି ପଏଂଟ ଉଦ୍ଘାଟିତ ହୋଇଯାଇଛି । ଗ୍ରାମର ଚାରି ଛକ କୁ ଗଣ୍ଡୱାନା ଛକ ନାମରେ ନାମିତ କରାଯାଇଥିବା ବେଲେ ଆଇ ଲଭ୍ ପଣ୍ଡରାପଥର ନାମକ ସେଲଫି ପଏଂଟ ଉଦ୍ଘାଟିତ ହୋଇଛି । ପ୍ରଥମେ…

ମାନବିକତାର ପରିଚୟ : ନିରାଶ୍ରୟା ବୃଦ୍ଧାଙ୍କ ଶବ ସତ୍କାର କଲେ ଉତ୍ସାହୀ ଯୁବକ ।

ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଢଙ୍ଗୀ: ପବିତ୍ର ଇଂରାଜୀ ନବବର୍ଷରେ ନିଶ୍ଚିନ୍ତକୋଇଲି ଅଂଚଳର ଉତ୍ସାହୀ ଯୁବକ ଓ ସାମାଜିକ କର୍ମୀମାନେ ମାନବିକତାର ପରିଚୟ ଦେଇଛନ୍ତି । ଜଣେ ନିରାଶ୍ରୟା ବୃଦ୍ଧାଙ୍କ ଶବକୁ କାନ୍ଧରେ ବୋହି ନେଇ ସ୍ଥାନୀୟ ସ୍ଥାନୀୟ ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀ ଶଯ୍ୟାରେ ଅନ୍ତିମ…

ଉତ୍ତରପ୍ରଦେଶର ମିରଟ୍‌ଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

“ଭାରତୀୟ ଇତିହାସରେ ମିରଟ କେବଳ ଏକ ମାମୁଲି ସହର ନୁହେଁ ବରଂ ସଂସ୍କୃତି ଓ ଶକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର” “ଦେଶରେ କ୍ରୀଡା ବଞ୍ଚି ରହିବା ପାଇଁ ଯୁବଶକ୍ତିର କ୍ରୀଡା ପ୍ରତି ବିଶ୍ୱାସ ଓ ସେମାନେ କ୍ରୀଡାକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ପ୍ରୋତ୍ସାହନ ଦେବା ଉଚିତ । ଏହା…