Sign in
Sign in
Recover your password.
A password will be e-mailed to you.
କୃଷ୍ଣପ୍ରସାଦ ବ୍ଲକ୍ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ବିଶ୍ବ ନିଯୁକ୍ତି ବଜାରରେ ଓଡିଶାର ଦକ୍ଷ ଯୁବକଯୁବତୀ ମାନଙ୍କର ଚାହିଦା ବଢ଼ିବ - ମୁଖ୍ୟମନ୍ତ୍ରୀ
୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ
ଦେଶର ୧୦୦ଟି ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଓଡିଶାର ୧୦ଟି ।
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ…
ତୃତୀୟ ମାଁ ବର୍ଲାକଟିଏନ୍ ଏକ ଦିବସୀୟ କ୍ରିକେଟ୍ ପ୍ରତିଯୋଗିତା
ପଦ୍ମପୁର : ବିଜେପୁର୍ ବ୍ଳକ୍ ଖରମୁଣ୍ଡା ଠାରେ ମାଁ ବର୍ଲାକଟିଏନ୍ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ " ତୃତୀୟ ମାଁ ବର୍ଲାକଟିଏନ୍ ଏକ ଦିବସୀୟ କ୍ରିକେଟ୍ ପ୍ରତିଯୋଗିତା " ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ର ଫାଇନାଲରେ ମୂଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତଥା ଓଡିଶା ମୋ…
ଦୁବଲାବାହାଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଜଣେ ମୃତ ଜଣେ ଆହତ ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଦୁବୁଲାବାହାଲ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇ ଜଣେ ଆହତ ସୋଇଥିବାବେଳେ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସୂଚନା ମୁତାବକ ସମ୍ବଲପୁର ର ତରୁଣ କୁମାର ସିଂହ ଓ ଶେଷଦେବ ମେହେର ବାଇକ ରେ ପଦ୍ମପୁର ରୁ ଦୁବୁଲାବାହାଲ ଛକ…
ଓମ୍ଫେଡ଼ ଦୁଗ୍ଧ ଶୀତଳୀ କରଣ କେନ୍ଦ୍ର ଉଦଘାଟନ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାମନାଗୁଡ଼ା ବ୍ଲକ ଗୁମୁଡା ଠାରେ 2000ଲିଟର କ୍ଷମତା ସମ୍ପନ୍ନ ଦୁଗ୍ଧ ଶୀତଳୀ କରଣ କେନ୍ଦ୍ର ମାନ୍ୟବର ବିଧାୟକ ଗୁଣପୁର ଶ୍ରୀ ରଘୁନାଥ ଗମାଙ୍ଗ ଙ୍କ କରକମଳରେ ଉଦଘାଟନ ହୋଇଛି | ଏହି ଦୁଗ୍ଧ ଶୀତଳୀ କରଣ କେନ୍ଦ୍ର ଟ୍ରାଇବଲ ଉମେନ ଡାଇରୀ ପ୍ରଜେକ୍ଟ ଅଧୀନରେ…
ବି ଏସ କ୍ଲବ୍ ତରଫରୁ ବଂଗାଳ ପୁର ରେ ମେଗା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ।
ସିମୁଳିଆ (ଅକ୍ଷୟ କୁମାର ଜେନା) : ଖେଳ ଦ୍ଵାରା ଶାରୀରିକ ଏବଂ ମାନସିକ ସ୍ଥର ରେ ଦେହ ଫିଟ୍ ରହିବା ସଙ୍ଗେ ସଙ୍ଗେ ମନ ମଧ୍ୟ ପ୍ରଫୁଲ୍ଲ ରହି ଥାଏ। ଏବେ ଅନେକ ଜାଗାରେ ଗ୍ରାମାଞ୍ଚଳ କ୍ରିକେଟ୍ ଟୁର୍ ନା ମେଣ୍ଟ ଅନୁଷ୍ଠିତ କରାଯାଇ ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଲୋକ ମାନଙ୍କୁ ଢେର୍ ମନୋରଞ୍ଜନ…
ରଣପୁର ବ୍ଲକ ଚମ୍ପାଗଡ଼ ପଞ୍ଚାୟତ ବେଆଇନ ଭତା ବଣ୍ଟନ ଅଭିଯୋଗ : ସରକାରୀ ମଞ୍ଜୁରୀ ନଥାଇ ମିଳୁଛି ଭତା
ଭୋଟ ହାତେଇବା ପାଇଁ ସରପଞ୍ଚ ଙ୍କ ହାତବାରିସି ସାଜିଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ !
ରଣପୁର/ ପ୍ରସନ୍ନ ସାମନ୍ତରାୟ : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚମ୍ପାଗଡ଼ ଗ୍ରାମ ପଞ୍ଚାୟତ ରେ ଚାଲିଛି ବେଆଇନି ଭତା ବଣ୍ଟନ ସରକାରୀ ମଞ୍ଜୁରୀ ନଥାଇ ପଞ୍ଚାୟତ ଇଲେକସସନ ରେ ଭୋଟ ହାତେଇବା ପାଇଁ…
ମେଲଛାମୁଣ୍ଡା ବସଷ୍ଟାଣ୍ଡରେ ବହୁପ୍ରତିକ୍ଷିତ ଏଟିଏମର ଶୁଭାରମ୍ଭ
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ବସଷ୍ଟାଣ୍ଡ ନିକଟରେ ମଙ୍ଗଲବାର ସଂଧ୍ୟାରେ ବହୁପ୍ରତିକ୍ଷିତ ଏଟିଏମର ଶୁଭାରମ୍ଭ ଅବସରପ୍ରାପ୍ତ ସମବାୟ ସମିତି ସଂପାଦକ ନିମାଇଁ ଚରଣ ପଣ୍ଡାଙ୍କ କରକମଲରେ ହୋଇଯାଇଛି । ମେଲଛାମୁଣ୍ଡା ଅଂଚଳବାସୀ ଦୀର୍ଘ ଦିନରୁ ଏକ ଏଟିଏମ ଦାବୀ କରି ଆସୁଥିଲେ । ମାତ୍ର ତାହା…
ତୃତୀୟ ଓପନ ଷ୍ଟେଟ ଟାଇକୋଣ୍ଡୋ ଚାମ୍ପିଆନ୍ ସିପ୍ ୨୦୨୧ ରେ ଜିଲ୍ଲା ଟାଇକୋଣ୍ଡୋର ବଡସଫଳତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଟାଇକୋଣ୍ଡୋ ଏସୋସିଏସନକୁ ତୃତୀୟ ଓପନ ଷ୍ଟେଟ ଟାଇକୋଣ୍ଡୋ ଚାମ୍ପିଆନ୍ ସିପ୍- ୨୦୨୧ “ଟାବଫେଷ୍ଟ-୩” ପ୍ରତିଯୋଗିତାରେ ମିଳିଛି ଏକ ବଡ ସଫଳତା। ବ୍ରହ୍ମପୁର ଟାଟା-ବେଞ୍ଜ ସ୍କୋୟାର ସ୍ଥିତ ସିଦ୍ଧି ବିନାୟକ ମନ୍ଦିର ନିକଟସ୍ଥ ବିଜୁ…
ମୁକ୍ତା ଯୋଜନା ଅନ୍ତର୍ଗତ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ମୁକ୍ତା ଯୋଜନା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରୋଗ୍ରାମ କୋଅଡ଼ିନେଟର ପ୍ରଭାତ ରଞ୍ଜନ ସାହୁଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ କର୍ମ…
ଝାରସୁଗୁଡ଼ାରୁ ଦେବଗଡ ଦେଇ ପାରାଦୀପ/ଧାମରା ବନ୍ଦରକୁ ରେଳପଥ ସର୍ଭେ ଆରମ୍ଭ ଦାବିରେ ମୌନ ଗଣଧାରଣା
ଦେବଗଡ଼ରୁ ଅବନୀ କାନ୍ତ ମିଶ୍ର: "ମୁଁ ଦେବଗଡକୁ ଭଲ ପାଏ" ଫୋରମ୍ ପକ୍ଷରୁ ଆଜି ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ମୌନ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଝାରସୁଗୁଡ଼ାରୁ କୋଲାବିରା, କୁଚିଣ୍ଡା, ଦେବଗଡ ଓ ବାରକୋଟ ଦେଇ ପାରାଦୀପ/ ଧାମରା ବନ୍ଦରକୁ ରେଳପଥ ଦାବିରେ କେନ୍ଦ୍ର…