ଏରସମାର ସମସ୍ତ ଜିଲ୍ଲା ପରିଷଦ ଜୋନରେ ପ୍ରାର୍ଥୀ ଦେବ ସିପିଆଇ

ଜଗତସିଂହପୁର (ସୁମନ୍ତ ଦାସ) : ସିପିଆଇ ଏରସମା-ବାଲିତୁଠ ମିଳିତ ଜୋନାଲ କମିଟି ବୈଠକ ଜଗତସିଂହପୁର ଜିଲ୍ଲା ଏରସମାଠାରେ ବଇଁଶୀଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜାତୀୟ ପରିଷଦ ସଭ୍ୟ ସାଥି ଅଭୟ ସାହୁ, ଜିଲ୍ଲା ସମ୍ପାଦକ ସାଥି ଅଭିଜିତ ସାହୁ ଓ କୃଷକ ସଭା ରାଜ୍ୟ…

ଜଗତସିଂହପୁର ଜିଲ୍ଳାରେ 15 ବର୍ଷରୁ 18 ବର୍ଷ ବୟସ୍କକୁ କୋଭିଡ ଟୀକା କୋଭାକସିନର ଶୁଭ ଉଦଘାଟନ

ଜଗତସିଂହପୁର (ସୁମନ୍ତ ଦାସ) : ସୋମବାର ଜିଲ୍ଲାସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୂଲ୍ୟରେ 15 ରୁ 18 ବର୍ଷ ପଯ୍ୟନ୍ତ କିଶୋର କିଶୋରୀମାନଙ୍କ ପାଇଁ କୋଭିଡ-19 ର କୋଭାକସିନ ଟିକାର ଉଦଘାଟନ ଶ୍ରୀମତୀ ପାରୁଲ ପଟୱାରୀ (ଜିଲ୍ଲାପାଳ ) 10 ଘଟିକା ସମୟରେ ଉଦଘାଟନ କରିଛନ୍ତି l ଏହି ବର୍ଷର…

ମୋ କଲେଜ୍ ଅଭିଯାନ: ଏସଭିଏମ୍ କଲେଜକୁ କାଜୁ ନିଗମ ଅଧ୍ୟକ୍ଷ ପ୍ରଦାନ କଲେ ୧.୨୫ ଲକ୍ଷ

ଜଗତସିଂହପୁର/ ସୁମନ୍ତ ଦାସ : ଜଗତସିଂହପୁର ଜିଲ୍ଲା ର ପ୍ରମୁଖ କଲେଜ୍ ସ୍ବାମୀ ଵିବେକା ନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ କୁ ଉକ୍ତ କଲେଜ୍ ର ପୁରାତନ ଛାତ୍ର ତଥା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ଓଡ଼ିଶା ସରକାର ଙ୍କ ର ମୋ କଲେଜ୍ ଅଭିଯାନ କୁ ୧ ଲକ୍ଷ ୨୫ ହଜାର ଟଙ୍କା…

ବିକାଶ ରାସ୍ତାରେ ଆଗେଇ ଚାଲିଛି ନିଶ୍ଚିନ୍ତକୋଇଲି ବ୍ଲକ, ବଦଳୁଛି ରୂପରଙ୍ଗ

ନବୀନଙ୍କ ମାର୍ଗଦର୍ଶନରେ ମନ୍ତ୍ରୀ ପ୍ରତାପ ,ବିଧାୟକ ଚନ୍ଦ୍ରସାରଥୀ ଓ ବ୍ଲକ ଅଧକ୍ଷା ସବିତା ଧରିଛନ୍ତି ମଙ୍ଗ ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ:- ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶର ଚିତ୍ରକର ରାଜ୍ୟ ପଂଚାୟତିରାଜ,ଆଇନ, ପାନୀୟଜଳ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ…

୨୪ ଘଣ୍ଟାରେ ଦେଶରେ ୯୦,୯୨୮, ଓଡ଼ିଶାରେ ୧୮୯୭ କୋଭିଡ ପଜିଟିଭ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୯୦,୯୨୮ ଟି ନୂଆ କୋଭିଡି ମାମଲା ରିପୋର୍ଟହୋଇଛି | ସେହିପରି ଆହୁରି ମଧ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି | ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ୪,୮୨ ,୮୭୬ କୁ ବୃଦ୍ଧି ପାଇଛି।ଅନ୍ୟପକ୍ଷରେ ଓଡ଼ିଶାରେ ଗତ ୨୪…

ଖୋର୍ଦ୍ଧା ଜିଲ୍ଲାର ଲଘୁ ଖଣିଜ ସୁରକ୍ଷା ସମ୍ପର୍କରେ ରାଜସ୍ୱ ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ସମନ୍ଵୟ ବୈଠକ

ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଚଢାଉ ଓ ଦଣ୍ଡବିଧାନ ଉପରେ ଗୁରୁତ୍ଵ । ଖୋର୍ଦ୍ଧା/ଭୁବନେଶ୍ଵର:  ଖୋର୍ଦ୍ଧା ଜିଲ୍ଲାର ଲଘୁ ଖଣିଜର ସୁରକ୍ଷା ସମ୍ପର୍କରେ ଗତ ଡିସେମ୍ବର ମାସ ୨୩ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ରାଜସ୍ୱ ଅଧିକାରୀ ଓ ପୋଲିସ…

ରେଙ୍ଗାଲି ଉଚ୍ଚ ବିଦ୍ୟାଳୟର କମ୍ପ୍ୟୁଟର ଲେବ୍ ଉଦ୍ଘାଟନ କଲେ ନରସିଂହ

ନିଜ ପୁରୁଣା ନିର୍ବାଚନ ମଣ୍ଡଳିରେ ନରସିଂହଙ୍କ ଭବ୍ୟ ସମ୍ବର୍ଦ୍ଧନା ବଲାଙ୍ଗିର(ନିରୋଜ ମିଶ୍ର):: ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପୁରାତନ ନିର୍ବାଚନ ମଣ୍ଡଳି ଲୋଇସିଂହାର ରେଙ୍ଗାଲି ଠାରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କମ୍ପ୍ୟୁଟର ଲେବକୁ ଉଦ୍ଘାଟନ କରିଛନ୍ତି । ରେଙ୍ଗାଲି ବିଦ୍ୟାଳୟ…

ଜିଲ୍ଲାସ୍ତରୀୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ୱାରା ବୁଧବାର ଦିନ ଜିଲ୍ଲାସ୍ତରୀୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ହୋଇଯାଇଛି । ଜିଲ୍ଲାର ସମସ୍ତ ଭୋଟର ଗ୍ରହଣ କେନ୍ଦ୍ର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ…

5T ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହେଲା ବେଗୁନିଆ ବୋଲଗଡ଼ ବ୍ଲକର ୧୧ଟି ଉଚ୍ଚ ବିଦ୍ୟାଳୟ

ଖୋର୍ଦ୍ଧା/ରବି ନାରାୟଣ ସାହୁ -5T ରୂପାନ୍ତରଣ ପ୍ରକ୍ରିୟାରେ ବୋଲଗଡ଼ ବ୍ଲକ୍ ର ୧୧ ଗୋଟି ଉଚ୍ଚ ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇଛି | ପ୍ରଥମ ଦିନରେ ୪ଗୋଟି ବିଦ୍ୟାଳୟର ଭୂମି ପୂଜା ସହିତ ଶୁଭ ଦେଇଛନ୍ତି ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ…

ଶତାୟୁଙ୍କ ଏକାଦଶାହରେ ସ୍ମୃତି ସଭା

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଦିପ୍ତିପୁର ଛକସ୍ଥିତ ବାସିନ୍ଦା ସ୍ୱର୍ଗତ ଅର୍ଜୁନ ପାଣିଗ୍ରାହୀଙ୍କ ଏକାଦଶାହ ଅବସରରେ ବୁଧବାର ଦିନ ଅଂଚଳର ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ବନ୍ଧୁବର୍ଗଙ୍କ ଉପସ୍ଥିତିରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଆମନ୍ତ୍ରୀତ ଅତିଥିଗଣ…