Sign in
Sign in
Recover your password.
A password will be e-mailed to you.
ମଦ ଜାଲରେ ଖଡିଆଳ ଅଞ୍ଚଳ
ନୂଆପଡା/ ଯଶୋବନ୍ତ କୁମାର : ସାହିତ୍ୟ ଓ ସଂସ୍କୃତି ସଂପନ୍ନ ଖଡିଆଳ ବର୍ତ୍ତମାନ ମଦ ଜାଲରେ । ଦେଶୀ, ବିଦେଶୀ ମଦ ବିଭିନ୍ନ ପ୍ରକାରର ନିଷିଦ୍ଧ ନିଶାଦ୍ରବ୍ୟ ଓ ଔଷଧର ବ୍ୟବହାର ଅଛି ଖଡିଆଳ ଆବାଳବୃଦ୍ଧ ବନିତାଙ୍କର ଚିନ୍ତାର କାରଣ ହୋଇ ଯାଇଛି । ମଦ୍ୟପାନ କେବଳ ଖଡିଆଳ କାହିଁକି ସାରା ଓଡିଶା ଓ…
ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ପକ୍ଷୀ ଗଣନା ଶେଷ।
ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀ ଜିଲା ବନ୍ୟ ପ୍ରାଣୀ ବନଖଣ୍ଡ ର ଅସ୍ତରଙ୍ଗ ରେଞ୍ଜ ତରଫରୁ ବୁଧବାର ଦିନ ପକ୍ଷୀ ଗଣନା ହୋଇଅଛି । 20 ଜଣ ବନବିଭାଗ କର୍ମଚାରୀ 5 ଗୋଟି ଦଳରେ ବିଭକ୍ତ ହୋଇ, ଗଣନା କାମରେ ନିୟୋଜିତ ହୋଇ,ସ୍ଥଳ ଭାଗ ର ଶିଖରଘାଟ ବ୍ରିଜ ଠାରୁ ପାଟସୁନ୍ଦରପୁର,ଓ ଜାହାନିଆ ଠାରୁ…
କୋରାପୁଟ ଲୋକସଭା ସାଂସଦଙ୍କ କାଶୀପୁର ଉତ୍କଳ ଆଲୁମିନା ବିସ୍ଥାପିତ ଓ କଂସାରୀଗୁଡା ଗ୍ରାମ ଗ୍ରସ୍ତ.
କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ : ବାରମ୍ବାର ସଂସଦ ଭବନରେ କଂସାରୀଗୁଡାରେ ଆଲୁମିନା ପ୍ରକଳ୍ପ ଓ ହାଡ଼ିଗୁଡା ପଞ୍ଚାୟତ ଡିମୁଣ୍ଡି ଗ୍ରାମ କୁଚେଇପଦର ଗ୍ରାମର ଡି. କରଳ ଗ୍ରାମର ଅସୁବିଧା ଉପରେ ଦାବି ଜଣାଇ ଆସିଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକା ନୂଆ ବର୍ଷରେ ପ୍ରଥମ ସଭା ଡ଼ି. କରଳ…
ନବମ ଗୋଲଡେନ ଷ୍ଟାର କ୍ରିକେଟ କପ ଉଦଘାଟିତ : ସେମିରେ ଦଳଦଳି ।
ପଦ୍ମପୁର-ପଦ୍ମପୁର ବ୍ଲକ ଖଇରପାଲି ଠାରେ ଜିଲ୍ଲା ସ୍ତରୀୟ ନବମ ଗୋଲଡେନ ଷ୍ଟାର କ୍ରିକେଟ କପ ଉଦଘାଟିତ ହୋଇଯାଇଛି।ଖଇରପାଲି ଜଗନ୍ନାଥ କମିଟିର ସଭାପତି ଶ୍ରୀ ଅଶ୍ୱିନୀ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଶୁଭ ଉଦଘାଟିତ କରି ଥିଲେ। ପ୍ରଥମ ଦିନ ତିନି ଗୋଟି ମେଚ ଖେଳା ଯାଇ…
ବଡକୁମାରି ଗ୍ରାମ ପଞ୍ଚାୟତ ରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ୧୦୬ ୟୁନିଟ ରକ୍ତ ସଂଗ୍ରହ
ଖୋର୍ଦ୍ଧା/ ରବି ନାରାୟଣ ସାହୁ -ଓଡ଼ିଶା ରେ ରକ୍ତାଭାବକୁ ଦୂର କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତଥା ବେଗୁନିଆ ବୋଲଗଡ଼ର ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁଙ୍କ ଆହ୍ୱାନ କ୍ରମେ ଓ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଅବ୍ୟକ୍ତ…
କୋଭିଡ ସଂକ୍ରମଣ ଚିନ୍ତା : ପୁଣି ଲେଉଟିଲା ନାଇଟ କର୍ଫ୍ୟୁ
ଭୁବନେଶ୍ୱର : ଜାରିହେଲା ନୂଆ ଗାଇଡଲାଇନ୍, ପୁଣି ଲେଉଟିଲା ନାଇଟ କର୍ଫ୍ୟୁ । ସହରାଞ୍ଚଳରେ ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତରରହିବ ବୋଲି ଆଜି ନୂଆ ଗାଇଡଲାଇନ୍ ବିଷୟରେ ସୂଚନା ଦେଇ କହିହଛନ୍ତି ବୋଲି ଉନ୍ନୟନ କମିଶନର ତଥାଏସଆରସି ପ୍ରଦୀପ ଜେନା । ସାରା…
ପ୍ରକାଶ ପାଇଲା ଚୁଡାନ୍ତ ଭୋଟର ତାଲିକା-୨୦୨୨
ଚଳିତ ବର୍ଷ ଚୂଡାନ୍ତ ଭୋଟର ତାଲିକା ରେ ସମୁଦାୟ ୩,୨୯,୮୩,୬୪୩ ଜଣ ଭୋଟର
୨୦୨୧ରେ ଚୂଡାନ୍ତ ଭୋଟର ତାଲିକାରେ ଥିଲେ ୩,୨୫,୫୨,୨୦୨ ଜଣ ଭୋଟର
୯,୫୦,୭୮୯ ଜଣ ନୂଆ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ
୩,୪୪,୯୪୪ଜଣ ଭୋଟରଙ୍କ ନାମ ତାଲିକାରୁ ବାଦ୍
ଭୂବନେଶ୍ୱର : ସମଗ୍ର ରାଜ୍ୟରେ…
ଏ କି ପ୍ରକାର ମାନସିକତା !!!
ପ୍ରୟାଗରାଜ କାହିଁକି, ନୃସିଂହନାଥ କାହିଁକି ନୁହେଁ
ନିରଞ୍ଜନ ତ୍ରିପାଠୀ (ସାମ୍ବାଦିକ)
ଓଡିଶା ପ୍ରଦେଶ ର ବରଗଡ ଜିଲ୍ଲା ମୁଖ୍ୟାଳୟଠାରୁ ଦକ୍ଷିଣକୁ ୧୧୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରଭୁ ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିର ହେଉଛି ଏକ ପୌରାଣିକ ମନ୍ଦିର ଏବଂ…
ଛିଣ୍ଡା ମସିଣା ଭଙ୍ଗା ଘରେ ଭାଗ୍ୟକୁ ଆଦରି କଟୁଛି ଜୀବନ
ବାପା ପରେ ମା ଆରପାରିରେ, ତିନି ଅନାଥ ଖୋଜୁଛନ୍ତି ବଞ୍ଚିବା ସାହାରା
କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ମାଝୀଗୁଡା ପଞ୍ଚାୟତର ନିମାଝୋଲା ଗାଁରେ ଘଟିଛି ଏକ ଦୁଃଖ ର ଘଟଣା । ବାପା ପରେ ମା ଆରପାରିରେ, ଅନାଥ ହୋଇଗଲେ ତିନି ଜଣ ପିଲା | ବଞ୍ଚିବା ପାଇଁ…
ସମ୍ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହେଲେ ୩ ଓମିକ୍ରନ ସଂକ୍ରମିତ
ଭୁବନେଶ୍ୱର : କୋଭିଡ ୧୯ର ନୂଅ ଭ୍ୟାରିଏଂଟ ଓମିକ୍ରନ ଏବଂ ତୃତୀୟ ଲହରର ଭୟ ସାରା ବିଶ୍ୱକୁ ଆଚ୍ଛାଦିତ କରି ରଖିଥିବା ବେଳେ ସମ୍ କୋଭିଡ୍ ହସ୍ପିଟାଲରୁ ଆସିଛି ଭଲ ଖବର । ଓମାଇକ୍ରନରେ ଆକ୍ରାନ୍ତ ତିନି ଜଣ ସଂକ୍ରମିତ ହସ୍ପିଟାଲରୁ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି । ନାଇଜେରିଆରୁ…