Sign in
Sign in
Recover your password.
A password will be e-mailed to you.
୩୫୩ ନମ୍ବର ଜାତୀୟ ରାଜପଥ ଉପରେ ବଡ ବଡ ଗାତ, ଜାତୀୟ ରାଜପଥ ବିଭାଗ ନୀରବଦ୍ରଷ୍ଟା
ନୂଆପଡାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ୩୫୩ ନମ୍ବର ଜାତୀୟ ରାଜପଥ ଖଡିଆଳ ସହର ଭିତରେ ପ୍ରତ୍ୟେକ ୧୦୦ ରୁ ୨୦୦ ମିଟରରେ ଏକ ଫୁଟର ଗାତ ରହିଛି । ଏହି ରାସ୍ତାରେ ଛତିଶଗଡ ରାୟପୁର ଠାରୁ ବ୍ରହ୍ମପୁର ଗୋପାଳପୁର ପର୍ଯ୍ୟନ୍ତ ୫୫୦ କିଲୋମିଟର ରାସ୍ତା ଲମ୍ବିଛି । ଯାହା ଫଳରେ ଏହି…
ପ୍ରଫେସର ଆଚାର୍ଯ୍ୟଙ୍କୁ ଆଇଆଇଟି, ଖଡଗପୁର ପକ୍ଷରୁ ପୁରାତନ ଛାତ୍ର ସମ୍ମାନ
ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆନ୍ତର୍ଜାତିକ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ତଥା ଅଲ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଜୁକେସନ (ଏଆଇସିଟିଇ)ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର (ଡ.) ଦାମୋଦର ଆଚାର୍ଯ୍ୟଙ୍କୁ ନିକଟରେ ତାଙ୍କ ନିଜର ପୂର୍ବତନ ଶିକ୍ଷାନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ…
ଓଡ଼ିଶାରେ ଚିକିତ୍ସା ପର୍ଯ୍ୟଟନ : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସୁସ୍ଥ ହେଲେ ଆଉ ଜଣେ ଇରାକୀ ନାଗରିକ
ଭୁବନେଶ୍ୱର : ଏକ ବିରଳ ସ୍କଲ୍ ବେସ୍ ରୋଗରେ ପୀଡ଼ିତ ଥିବା ଜଣେ ୩୮ ବର୍ଷୀୟ ଇରାକୀ ନାଗରିକଙ୍କର ସମ୍ ଅଲ୍ଟମେଟ୍ ମେଡିକେୟାରରେ ସଫଳ ଅସ୍ତ୍ରୋପଚାର ହୋଇପାରିଛି । ସମ୍ମମର ସଫଳ ଚିକିତ୍ସା ଯୋଗୁଁ ରାଜ୍ୟରେ ଚିକିତ୍ସା ପର୍ଯ୍ୟଟନର ସମ୍ଭାବନା ଉନ୍ମୁକ୍ତ ହେବାରେ ଲାଗିଛି ।ଜସିମ କରିମ୍ ଫରାନ୍…
ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପିଏନବିର ଏଟିଏମ୍ ଉଦ୍ଘାଟିତ
ଭୁବନେଶ୍ୱର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପୋଖରୀପୁଟ ଶାଖା)ର ନବୀକରଣ କରାଯାଇଥିବା ଏଟିଏମ୍ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ସୋଆ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଥିବା ଏହି ଏଟିଏମର ନବୀକରଣ…
ଆମ୍ ଆଦ୍ମି ପାର୍ଟି ଗଜପତି ଜିଲ୍ଲା ତରଫରୁ ନୂତନ ଜିଲ୍ଲା କାର୍ଯ୍ୟାଳୟ ଉଦ୍ଘାଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆମ୍ ଆଦ୍ମି ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କରଣ ସାହିରେ ନୂତନ ଜିଲ୍ଲା କାର୍ଯ୍ୟାଳୟ ଉଦ୍ଘାଟନ ହୋଇଯାଇଛି । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ…
ଯୁବପୀଢୀକୁ ବର୍ବାଦ କରୁଛି ନିଶା
ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ର ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ
ବରଗଡ଼ :- ବରଗଡ଼ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ନିକଟରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ରୁ ଦୀର୍ଘ ବର୍ଷ ହେଲା ଶହ ଶହ ଡାକ୍ତର…
ସମାଜସେବୀ ଙ୍କ ହସ୍ତକ୍ଷେପ ପରେ ରାଏମତି ପାଇଲେ ହୁଇଲଚେୟାର ଓ ଦିବ୍ୟାଙ୍ଗ ଭତ୍ତା
କଳାହାଣ୍ଡି(ଶାସକ ପ୍ରଶାସକ) : କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ବ୍ଲକ ରେଗେଡା ଗ୍ରାମ ର ରାଏମତି ଭୋଇ ଜଣେ ଶାରୀରିକ ଭିନ୍ନକ୍ଷମ l ସେ ଦୀର୍ଘ ୫ ରୁ ଉର୍ଦ୍ଧ ବର୍ଷ ହେଲା ଚାଲିପାରୁନାହାନ୍ତି l ତାଙ୍କର ନିଜର ବୋଲି କେହି ନାହାନ୍ତି l ସ୍ୱାମୀଙ୍କ ଦେହାନ୍ତ ପରେ ସେ ଅତି ଦୟନୀୟ ଅବସ୍ଥାରେ ରହି…
ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଦେଶବ୍ୟାପି ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠର ଶୁଭାରମ୍ଭ କଲେ ବୈଜୟନ୍ତ
ଭୁବନେଶ୍ବର / ନୂଆଦିଲ୍ଲୀ- ଗତ କାଲି ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ବ୍ୟାପକ ତ୍ରୂଟି ଓ ତାଙ୍କ ଜୀବନ ପ୍ରତି ସୃଷ୍ଟି ହୋଇଥିବା ବିପଦ ପ୍ରସଙ୍ଗରେ ତାଙ୍କର ଦୀର୍ଘାୟୁ କାମନା କରି ଆଜି ବିଜେପି ତରଫରୁ ଦେଶବ୍ୟାପି…
ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବି ତେଜିଲା
ସୋହେଲା(ଶାସକ ପ୍ରଶାସକ)-ସୋହେଲାଠାରେ ଥିବା ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପାଇଁ ଦାବି ହୋଇଛି । ସୋହେଲା-ବରପାଲି ଜଗନ୍ନାଥ ରୋଡରେ ଥିବା ଏହି ଦୋକାନର ଅନତି ଦୂରରେ ପବ୍ଲିକ ସ୍କୁଲ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ବୁଢ଼ାରଜା ମନ୍ଦିର, ଶିଶୁ ଉଦ୍ୟାନ…
କଟକରେ ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣି ବ୍ୟବସ୍ଥା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ୭୯୦ କୋଟି ଟଙ୍କାର ପ୍ରକଳ୍ପ…
ଓଡିଶାର ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ କେବଳ ଭାରତ ପାଇଁ ନୁହେଁ, ସବୁ ବିକାଶଳଶୀଳ ରାଷ୍ଟ୍ର ପାଇଁ ଏକ ରୋଲ ମଡେଲ -ମୁଖ୍ୟମନ୍ତ୍ରୀ
କଟକର ଦୁଇଟି ଜୋନ୍ ପାଇଁ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ଉଦ୍ଘାଟିତ
ସାରା ସହର ପାଇଁ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ମିଶନ ପାଇଁ ଭିତ୍ତି ରଖାଗଲା…