ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିଜେପିର ମୌନ ଧାରଣା

ଜଗତସିଂହପୁର /ସୁମନ୍ତ କୁମାର ଦାସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କୁ ଉପରେ ଆକ୍ରମଣ ଓ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗର ପ୍ରତିବାଦରେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ନେତୃତ୍ଵରେ ସ୍ଥାନୀୟ ଗାନ୍ଧିଛକ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ମୌନ ଧାରଣା ଦିଆଯାଇଥିଲା l ଏଥିରେ…

ସର୍ବଭାରତୀୟ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତିଲେ ଓଡିଶା ସାଇର ଦୁଇ ଖେଳାଳି

ଭୁବନେଶ୍ୱର- ହରିୟାଣାର ପଞ୍ଚକୁଲା ଠାରେ ଅନୁଷ୍ଠିତ ପ୍ରଥମ ଅଶ୍ୱିନୀ ଗୁପ୍ତା ମେମୋରିଆଲ ସର୍ବଭାରତୀୟ ସବଜୁନିୟର ରIକିଙ୍ଗ ବ୍ୟାଡ଼ମିନଟନ ଟୁର୍ନାମେଣ୍ଟରେ ଓଡିଶା ସାଇ ବ୍ୟାଡ଼ମିନଟନ ଏକାଡେମୀର ଦୁଇ ଖେଳାଳି ରୌପ୍ୟ ଜିତିଛନ୍ତି I ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ଓଡ଼ିଶା ସାଇ…

ସିର୍କୀ ଘାଈ ଠାରେ ବହୁ ପ୍ରତିକ୍ଷିତ ଇକୋ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ସିର୍କୀ ଘାଈ ଠାରେ ନିର୍ମାଣ ହେବାକୁ ଥିବା ବହୁ ପ୍ରତିକ୍ଷିତ ଇକୋ ପାର୍କର ଆଜି ଭିତ୍ତିପ୍ରସ୍ଥର ଦେଇଛନ୍ତି ମାନ୍ୟବର ଜଙ୍ଗଲ,ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ…

୯ମ ଗୋଲଡେନ ଷ୍ଟାର କ୍ରିକେଟ ଉଦଯାପିତ : ଦଳଦଳୀ ଚମ୍ପିୟାନ

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ଖଇରପାଲି ଠାରେ ଚାଲୁଥିବା ଜିଲ୍ଲାସ୍ତରୀୟ ଗୋଲଡେନ ଷ୍ଟାର କ୍ରିକେଟ କପ ଆଜି ଉଦଯାପିତ ହୋଇଯାଇଛି । ପ୍ରଥମ ସେମିଫାଇନାଲ ପାଇକମାଳ ଓ ଦଳଦଳୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଦଳଦଳୀ ଦଳ ବିଜୟୀ ହୋଇଥିଲେ ଦ୍ବିତୀୟ ସେମିଫାଇନାଲ ସୋନପୁର ଓ ପାଟଣାଗଡ଼ ମଧ୍ୟରେ…

ଜୁନିୟର ରେଡକ୍ରସ ଓ ଆର୍ଯ୍ୟ ସମାଜ ତରଫରୁ ମାସ୍କ ଓ କମ୍ବଳ ବଣ୍ଟନ

ବଲାଙ୍ଗିର/ନିରୋଜ ମିଶ୍ର - ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତ୍‌ମଣ୍ଡା ସ୍ଥିତ ପଞ୍ଚାୟତ ହାଇସ୍କୁଲର ଜୁନିୟର ରେଡକ୍ରସ ୟୁନିଟ ଓ ଆର୍ଯ୍ୟ ସମାଜ ସଭ୍ୟମାନଙ୍କ ତରଫରୁ କୁତ୍‌ମୁଣ୍ଡା ଗ୍ରାମରେ ମାସ୍କ ଓ କମ୍ବଳ ବଣ୍ଟନ କରାଯାଇଅଛି । କୁତ୍‌ମୁଣ୍ଡା ହାଇସ୍କୁଲର ଜୁନିୟର ରେଡକ୍ରସ କାଉନ୍ସେଲର ଘନଶ୍ୟାମ…

ବୀର ବଜରଙ୍ଗବଳି କ୍ରିକେଟ୍: ଜୁରିଆ ଚାମ୍ପିୟନ

ପଦ୍ମପୁର : ପଦ୍ମପୁର ନିକଟସ୍ଥ ଆମମୁଣ୍ଡା ଠାରେ ବି.ବି.ସି.ସି. ଦ୍ଵାରା ଆୟୋଜିତ ୨୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବୁଢି଼ମାଲ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ଉଇକେଟରେ ୧୦୩ ରନ ସଂଗ୍ରହ କରିଥିଲେ। ଏହାର ଜବାବ ରେ…

ସମୟର ମୂଲ୍ୟବୋଧ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜୀବନରେ ସ୍ୱାସ୍ଥ୍ୟବାନ ରହିବାପାଇଁ ଖେଳିବା ସହିତ ଯୋଗାସନ ପ୍ରାଣାୟାମ ପାଇଁ ସମୟ ଦେବା ନିହାତି ଆବଶ୍ୟକ। ସେହିପରି ପଢିବା , ବିଚାର କରିବା , ହସଖୁସି ରହିବା ଏବଂ ପ୍ରାର୍ଥନା କରିବା ପାଇଁ ସମୟ ଦେବାର ଆବଶ୍ୟକତା ବିଷୟରେ ଆଭାସୀ ବାଳ ମୁକୁନ୍ଦ…

୩୫ ତମ ଆନ୍ତ ରାଜ୍ୟ ଦିବାକର ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଏମବିସିକୁ ୪-୦ ରେ ହରାଇ ତୁଳସୀ କ୍ଲବ୍ କଟକ ଚାମ୍ପିୟନ ବାସୁଦେବପୁର/ ପ୍ରତାପ ପାଢ଼ୀ : ବାସୁଦେବପୁର ସ୍ଥିତ ସୁଙ୍ଗୁଡ। ଠାରେ ନୀଳମଣି ମିନି ଷ୍ଟାଡିୟମ ପରିସରରେ ଶ୍ରୀ ଗଣେଶ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ୩୫ ତମ ଆନ୍ତ ରାଜ୍ୟ ଦିବାକର ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ…

ଝାଡେଶ୍ୱରପୁର ଗ୍ରାମପଞ୍ଚାୟତ ରେ ପଂଚାୟତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

"ବିଦାୟୀ ୫ ବର୍ଷର ପଂଚାୟତ କର୍ମକର୍ତ୍ତାଙ୍କ କାର୍ଯ୍ୟକ୍ରମ ଅତ୍ୟନ୍ତ ଉଚ୍ଚକୋଟୀର।" ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ : ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱରପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ପଂଚାୟତ କର୍ମକର୍ତ୍ତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଝାଡେଶ୍ୱରପୁର…

ମୋହନାରେ ୧୬ଗୋଟି ପ୍ରକଳ୍ପର ଶିଳାନ୍ୟାସ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକକୁ ରାଜ୍ୟ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଦିନିକିଆ ଗସ୍ତରେ ଆସି ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ଥାନୀୟ ଗ୍ରାମ ଉନ୍ନୟନ ବିଭାଗ ଡିଭିଜନ ଅଧୀନରେ ହେବାକୁ ଥିବା ୧୬ ଗୋଟି ପ୍ରକଳ୍ପର ଶିଳାନ୍ୟାସ…