Sign in
Sign in
Recover your password.
A password will be e-mailed to you.
ଉଦୟନାଥ ଫର୍ଣ୍ଣିଚର ତରଫରୁ ମାସିକ କିସ୍ତି ଯୋଜନାର ୭ମ ଲକି ଡ୍ର ଉଠାଣ
ପଦ୍ମପୁର : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୭ମ ଲକି ଡ୍ର ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରଗଡ଼ ନିବାସୀ ରାଜେଶ ନାୟକ । ଏହି କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ,…
ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା ଆୟୋଜିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ଓଡିଶୀ ନୃତ୍ୟ ସଂଗଠନ "ପଦାମୃତ ନୃତ୍ୟାୟନ" ପକ୍ଷରୁ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଟାଉନହଲ୍ ପରିସରରେ ସମ୍ପୂର୍ଣ୍ଣ କୋଭିଡ୍ କଟକଣାର ସହ ସୀମିତ କଳାକାର ଓ…
ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କନିଷ୍ଠ +୨ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କୋଭିଡ-୧୯, ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁକ୍ତ ଦୁଇ ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରୀ ମାନେ ଟୀକା ଗ୍ରହଣ କରିବା ସହିତ…
ଶ୍ରୀରାମ ଚନ୍ଦ୍ର ପାଠାଗାର କୁ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଦେଲେ ୫୦ ହଜାର ଟଙ୍କା
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ମାଛଗାଁ ଶ୍ରୀରାମ ଚନ୍ଦ୍ର ପାଠାଗାର କୁ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ତରଫରୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି l ଜଳସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ଏହି ଚେକ୍ ପ୍ରଦାନ…
କୋଭିଡ-19 ପରିଚାଳନା ସଂକ୍ରାନ୍ତ ସମୀକ୍ଷା ବୈଠକ
ଜଗତସିଂହପୁର/ସୁମନ୍ତ କୁମାର ଦାସ : ଜଗତସିଂହପୁର ଜିଲ୍ଲାରେ କୋଭିଡ-19 ସୁପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରଙ୍କ ଅଧକ୍ଷତାରେ ଭ୍ରଚ୍ୟୁଏଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l କୋଭିଡ ବିତିଭୂମି ସମ୍ପର୍କରେ ଆଲୋଚନା କରି ଜିଲ୍ଲାପାଳ କହିଲେ କୋଭିଡ…
ବାଲିକୁଦା ତହସିଲ କାର୍ଯ୍ୟାଳୟ ନୂତନ ଗୃହ ନିର୍ମାଣର ଶିଳାନ୍ୟାସ
ଜଗତସିଂହପୁର/ସୁମନ୍ତ କୁମାର ଦାସ : ସୋମବାର ଅପରାହ୍ନରେ ବାଲିକୁଦା ତହସିଲ କାର୍ଯ୍ୟଳୟ ନୂତନ ଗୃହ ନିର୍ମାଣର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଜଗତସିଂହପୁର ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ, ମୁଖ୍ୟ ଅତିଥି ଓ ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟାୱାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ…
ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ମାନ ତଦାରଖ ପାଇଁ ତୃତୀୟ ପକ୍ଷ ଟିମ୍ ଗଠନ: ସାରା ଦେଶରେ ପ୍ରଥମ
ଭୁବନେଶ୍ୱର : ସହରାଞ୍ଚଳରେ ୫-ଟି ଆଧାରରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକର କିଭଳି ସଫଳ ରୂପାୟନ ଏବଂ ତଦାରଖ ହୋଇପାରିବ ସେଥିପାଇଁ ରାଜ୍ୟ ସ୍ତରୀୟ ତୃତୀୟ ପକ୍ଷ ଗୁଣାତ୍ମକ ମାନ ନିର୍ଦ୍ଧାରଣ ଟିମ୍ ଗଠନ ହୋଇଛି ।ଏହି କ୍ରମରେ ରାଜ୍ୟ ସ୍ତରୀୟ ତୃତୀୟ ପକ୍ଷ ଗୁଣାତ୍ମକ ମାନ ନିର୍ଦ୍ଧାରଣ…
ରଣପୁରରେ ଫଳକ ରଣ : ଉପାଧ୍ୟକ୍ଷଙ୍କ ଅଭିଯୋଗ, ଉପେକ୍ଷା କରିଛି ପ୍ରଶାସନ !
ରଣପୁର/ପ୍ରସନ୍ନ ସାମନ୍ତରାୟ : ନୟାଗଡ ଜିଲ୍ଲା ରଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ଦ୍ୱାରା ମିଶନଶକ୍ତି ଗୃହର ଶିଳାନ୍ୟାଶ ଓ ଭିତ୍ତି ପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି…
ସାମ୍ବାଦିକ ବିଜୟ କୁମାର ସାହୁ ଓୟୁଜେର ରାଜ୍ୟ ସଂଗଠକ ସମ୍ପାଦକ ଓ ଜୟସିହ ଭୋଇ କାର୍ଯକାରୀ ସଦସ୍ୟ
ବରଗଡ଼: ଓଡ଼ିଶା ସାମ୍ବାଦିକ ୟୁନିୟନ ଓୟୁଜେର ରାଜ୍ୟ ସଗଠନସମ୍ପାଦକ ଭାବରେ ବରଗଡ଼ ର ସାମ୍ବାଦିକ ବିଜୟ କୁମାର ସାହୁ ଓ କାର୍ଯକାରୀ ସଦସ୍ୟ ଭାବରେ ସାମ୍ବାଦିକ ଜୟସିହ ଭୋଇ ନିର୍ବାଚିତ ହୋଇଛନ୍ତି ।୨୦୨୧-୨୩ ବର୍ଷ ପାଇଁ ଭୁବନେଶ୍ବର ଓୟୁଜେ ଭବନ ଠାରେ ଅନୁଷ୍ଠିତ ରାଜ୍ୟ ନିର୍ବାଚନ ରେ ବରଗଡ଼…
ଖାଲି ଖାଲିରେ ଚାଲିଛି ପଦ୍ମପୁର ଉପଖଣ୍ଡ ପ୍ରଶାସନ !
ପୁରଣ କରିବାକୁ ଦାବିପତ୍ର ଦେଲେ ସାଂସଦଙ୍କ ସ୍ଥାନୀୟ ପ୍ରତିନିଧି
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ହେଉଛି ବରଗଡ଼ ଜିଲ୍ଲାର ଜିଲ୍ଲାର ସର୍ବବୃହତ ଉପଖଣ୍ଡ lପଦ୍ମପୁର ଉପଖଣ୍ଡ ଅଧିନରେ ଛଅ ଗୋଟି ବ୍ଳକ ଏବଂ ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି l ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ…