ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରେ କୋରୋନା ସଚେତନତା ଓ ମାସ୍କ ବଣ୍ଟନ

ବରଗଡ :-ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ସଂକ୍ରମଣ କୁ ନଜରରେ ରଖି ଇତିମଧ୍ୟରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରି ଦେଇଥିବା ବେଳେ , ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ତଥା ବଦାନ୍ୟ ବ୍ୟକ୍ତି ମାନଙ୍କର ମଧ୍ୟ ତତ୍ପରତା ବୃଦ୍ଧି ପାଇବାରେ ଲାଗିଛି । ଆଜି…

ନାରୀ ଜାଗରଣ,ସ୍ବାଧୀନତା ସଂଗ୍ରାମର ଜଣେ ଏକନିଷ୍ଠ ଅହିଂସା ବିପ୍ଳବିନୀ ସରଳାଦେବୀ ଜଣେ ବନ୍ଦନୀୟ ବ୍ୟକ୍ତିତ୍ବ : ଶରତ…

ଭଜକୃଷ୍ଣ ସାରସ୍ବତ ସ୍ମୃତି ସଂସଦ ଓ ସରଳାଦେବୀ ସ୍ମୃତି ସଂସଦ ର ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ସଭା ରାଉରକେଲା/ବସନ୍ତ ଜେନା ; ସରଳାଦେବୀ ନାରୀ ଜାଗରଣ କ୍ଷେତ୍ରରେ ଏକ ବିସ୍ମୟ। ନାରୀ ଜାଗରଣ,ସ୍ବାଧୀନତା ସଂଗ୍ରାମର ଏକନିଷ୍ଠ ଅହିଂସା ବିପ୍ଳବିନୀ ସରଳାଦେବୀ ଜଣେ ବନ୍ଦନୀୟ ବ୍ୟକ୍ତିତ୍ବ ବୋଲି "…

ବେପରୁଆ ଭାଟି ମାଲିକ : ନିଜ ଲାଭ ପାଇଁ ବିପଦକୁ ଠେଲୁଛନ୍ତି ମଦୁଆଙ୍କ ଜୀବନ

https://youtu.be/M9hfhKculSE ପଦ୍ମପୁର( ଶାସକ ପ୍ରଶାସକ) : ମଦ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ଏହି କଥା ଜାଣି ଥିଲେ ମଧ୍ୟ ଲୋକମାନେ ମଦ ପିଉଛନ୍ତି ଏବଂ ସରକାର ମଧ୍ୟ ମଦ ତିଆରି ପାଇଁ ଅନୁମତି ଦେଉଛନ୍ତି । ମଦ ତିଆରି ପାଇଁ ଅନୁମତି ପାଇ ନିଜ ମୁତାବକ ମଦ ତିଆରି କରି ବେଆଇନ ଭାବରେ…

“ରାଜ୍ୟରେ ୧୨୮ଟି ପ୍ୟାକ୍ସ / ଲ୍ୟାମ୍ପ୍ସ ରେ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କରାଯିବ”

ଚାଷୀମାନଙ୍କ ସୁବିଧା ପାଇଁ ପ୍ୟାକ୍ସକୁ ୱାନ ଷ୍ଟପ ସେଣ୍ଟରରେ ପରିଣତ କରାଯାଉଛି: ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭୁବନେଶ୍ୱର-(ଶାସକ ପ୍ରଶାସକ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ପ୍ୟାକ୍ସ / ଲ୍ୟାମ୍ପ୍ସ ରେ ବହୁମୁଖୀ ଗୋଦାମଗୃହ ନିର୍ମାଣ କରାଯିବ । ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦର…

ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମ ଦିବସରେ ସାମ୍ବାଦିକ ସମ୍ମାନିତ ।

ଅସ୍ତରଙ୍ଗ/ଦୁଃଶାସନ ନାୟକ: ପୁରୀସଦର ବ୍ଲକ ର ବାଲିପୁଟ ଗ୍ରାମଠାରେ ସ୍ବାଧୀନତା ସଂଗ୍ରାମୀ ଗୋବିନ୍ଦଚନ୍ଦ୍ର ତ୍ରିପାଠୀଙ୍କର ବିଂଶତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଗୋବିନ୍ଦ ତ୍ରିପାଠୀ ସ୍ମୃତି ପରିଷଦ ତରଫରୁ ଏକ ସମ୍ବର୍ଦ୍ଧିତ ପ୍ରତିଭା ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ରାଜ୍ୟର ବରିଷ୍ଠ…

ଉପକାରାଗାର ୱାଡେନଙ୍କୁ ଠାବ କଲା ପଦ୍ମପୁର ପୋଲିସ ।

ପଦ୍ମପୁର,(ଶାସକପ୍ରଶାସକ)- ପଦ୍ମପୁର ସବଜେଲରେ କାର୍ଯ୍ୟରତ ମୁଖ୍ୟ ୱାଡେନ ଯାଦବ ବେହେରା (୫୯) ଗୁରୁବାର ରାତ୍ରିରୁ ନିଖୋଜ୍ ଥିବା ତାଙ୍କ ପୁଅ ଅବନୀକାନ୍ତ ବେହେରା ଥାନାରେ ଅଭିଯୋଗ କରିଛନ୍ତି। ରାତ୍ରି ୯ଟା ପର୍ଯ୍ୟନ୍ତ ଡ୍ୟୁଟି ସାରି ସେ ଆଉ ଘରକୁ ଫେରିନଥିଲେ। ସକାଳୁ ଜେଲ୍‌କୁ ଡ୍ୟୁଟି ପାଇଁ…

କିଶାନ କଂଗ୍ରେସର ମଣ୍ଡି ପରିଦର୍ଶନ:ମିଲ ମାଲିକଙ୍କ ମର୍ଜିରେ ଚାଲିଛି ଧାନକିଣା

ବଲାଙ୍ଗିର/ନିରୋଜ ମିଶ୍ର : ଜିଲ୍ଲା ସ୍ତରୀୟ ଧାନକିଣା ପ୍ରସ୍ତୁତି ବୈଠକରେ ଗତ ନଭେମ୍ବର ୨୯ ତାରିଖ ଦିନ ମଣ୍ଡିରେ ଧାନ କିଣିବା ପାଇଁ ଧାର୍ଯ୍ୟ ହୋଇଥିଲା । କିନ୍ତୁ ବଲାଙ୍ଗିର ଜିଲ୍ଲାରେ ଆଜି କିଶାନ କଂଗ୍ରେସ ମଣ୍ଡି ପରିଦର୍ଶନ ସ୍ଥିତିରୁ ଜଣାପଡୁଛି ଯେ ଧାନକିଣା ପ୍ରସ୍ତୁତି ବୈଠକ ଏକ…

ଦିଲ୍ଲୀପ ରାଏଙ୍କ ୬୯ତମ ଜନ୍ମ ଦିନରେ ବିଏଲଡବ୍ଲୁସି ପକ୍ଷରୁ ରକ୍ତଦାନ ଶିବିର

ରାଉରକେଲା/ବସନ୍ତ ଜେନା: ଆଜି ଛେଣ୍ଡ୍ କଲୋନୀ ମୁନସିପାଲଟି ଜଗତଜନନୀ ମାର୍କେଟ ସ୍ଥିତ ବିଏଲଡବ୍ଲୁସି କାର୍ଯ୍ୟାଳୟରେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାଏଙ୍କ ୬୯ ତମ ଜନ୍ମ ବାର୍ଷିକ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିର ରେ ୫୦ୟୁନିଟ ରକ୍ତ ସଂଗ୍ରହ…

ପି.ପି କଲେଜ ଛାତ୍ରୀନିବାସ ନୂତନ ଗୃହ ସମେତ ବିଭିନ୍ନ ବିକାଶମୁଖୀ ପ୍ରକଳ୍ପକୁ ଉଦ୍ଘାଟନ କଲେ ମନ୍ତ୍ରୀ ପ୍ରତାପ ଜେନା ।

ନିଶ୍ଚିନ୍ତକୋଇଲି ( ଦେବେନ୍ଦ୍ର ଷଡ଼ଙ୍ଗୀ)-ପଂଚାୟତିରାଜ,ଆଇନ, ପାନୀୟଜଳ, ଗୃହ ନିର୍ମାଣ ଓ ନଗର ଉନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଜାରି ରହିଛି ବିକାଶ ପ୍ରକ୍ରିୟା । ଶନିବାର ଦିନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ…

ରଣପୁରରେ ହକି ଖେଳର ତୃଣମୂଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

ରଣପୁର(ପ୍ରସନ୍ନ ସାମନ୍ତରାୟ): ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ବାଘସାମନ୍ତ ମିନି ଷ୍ଟାଡିୟମ ଠାରେ ହକି ଖେଳ ର ତୃଣମୂଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି | ଏହି ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ଭାରତୀୟ ପୁରୁଷ ହକି ଦଳ ର ପୂର୍ବତନ…