Sign in
Sign in
Recover your password.
A password will be e-mailed to you.
ରାଉରକେଲା ଡେଲିମାର୍କେଟ ଅଞ୍ଚଳରେ ଗୋଷ୍ଠୀ ସଙ୍ଘର୍ଷ : ଗୁଳି ଚାଳନା ଅଭିଯୋଗ।, ଦୁଇ ଜଣ ଅଟକ
ରାଉରକେଲା:ବସନ୍ତ ଜେନା- ରାଉରକେଲା ଡେଲିମାର୍କେଟ ରେଳ ଲାଇନ ନିକଟରେ ଶନିବାର ଦିନ ଦ୍ବିପ୍ରହରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଗୁଳି ଚାଳନା ହୋଇଥିବା ଅଭିଯୋଗ ହୋଇଛି। ପ୍ଲାଣ୍ଟସାଇଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚୁରା…
ପାଞ୍ଚ ରାଜ୍ୟ ନିର୍ଵାଚନ ପାଇଁ ତାରିଖ ଘୋଷିତ
ନୂଆଦିଲ୍ଲୀ : ପାଞ୍ଚ ରାଜ୍ୟ ନିର୍ଵାଚନ ପାଇଁ ତାରିଖ ଘୋଷିତ ହୋଇଛି | ଆଜି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଓ ରାଜୀବ କୁମାରଙ୍କ ଉପସ୍ଥିତିରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି | ଫେବୃଆରୀ ୧୪ ରେ ପଞ୍ଜାବ,…
ଖୋର୍ଦ୍ଧା ମେଡ଼ିକାଲରେ ନୂତନ ବାଇକ ଆମ୍ବୁଲାନ୍ସ ଉଦଘାଟିତ
ଖୋର୍ଦ୍ଧା/ରବି ନାରାୟଣ ସାହୁ : ସମର୍ପଣ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ରେ ବାଇକ ଆମ୍ବୁଲାନ୍ସ ସେବା ଉଦଘାଟିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟ୍ରମା କେୟାର ନିକଟରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଆମ୍ବୁଲାନ୍ସ…
ନୂତନ ଇନ୍ ଡୋର ଷ୍ଟାଡିୟମ୍ ର ଭିତ୍ତିପ୍ରସ୍ତର ସ୍ଥାପନ।
ବାସୁଦେବପୁର(ପ୍ରତାପ ପାଢ଼ୀ): ବାସୁଦେବପୁର ରେ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ ରେ ଏକ ଇନ୍ ଡୋର ଷ୍ଟାଡିୟମ୍ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ବ୍ରତ ରାଉତ ରାୟ ଙ୍କ କର କମଳ ରେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି।୧୦ କୋଟି ଟଙ୍କାର ଅଟକଳ ରେ…
ପଡିଆ ଓ କାଲିମେଳା ବ୍ଲକରେ ଘରକୁ ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ…
ଭୁବନେଶ୍ୱର,: ଇଲେକ୍ଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରି ଜିଲ୍ଲାର ପଡିଆ ଓ କାଲିମେଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତ ଅଧୀନରେ ଥିବା ବିଜୁ ପକ୍କାଘର ଯୋଜନା ହିତାଧିକାରୀଙ୍କୁ ତିନି ହଜାର ଲେଖାଏଁ ସହାୟତା ରାଶି…
ରୁପାବାଲି ପରେ ଠାକୁରାପଦା ଖେଳ ପଡିଆର ଉନ୍ନତିକରଣ ନେଇ ପଡିଲା ଭିତ୍ତିପ୍ରସ୍ତର
କ୍ରୀଡ଼ାମନ୍ତ୍ରୀଙ୍କ ଡବଲ ଉପହାର ପାଇଁ ରେମୁଣା ଅଞ୍ଚଳରେ ଖୁସିର ବାତାବରଣ
ଭୁବନେଶ୍ୱର,-ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡାଙ୍କ ଦ୍ୱାରା ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ଗ୍ରାମପଞ୍ଚାୟତ ଅଧିନସ୍ଥ ଠାକୁରାପଦା ଖେଳପଡ଼ିଆର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ପଡିଛି I ପଡ଼ିଆର ଉନ୍ନତିକରଣ…
ବିଭିନ୍ନ ଦାବି ନେଇ ତିନି ମୌଜା ଜନ ସାଧାରଣ ଙ୍କ ଗଣ ଧାରଣା।
ବାସୁଦେବପୁର(ପ୍ରତାପ ପାଢ଼ୀ) : ଆଜି ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ବାଲି ମୁଣ୍ଡା, ନନ୍ଦ ପାଟଣା, ବଡ଼ ହାବେଲି ସାହି ଜନ ସାଧାରଣ ଙ୍କ ତରଫ ରୁ ସାମୁହିକ ଗଣ ଧାରଣା ଦିଆ ଯାଇଛି। ସୂଚନା ଥାଉ କି ପୂର୍ବରୁ ଘୋଷିତ ହୋଇଥିବା ଏ ଆ ର ପୋର୍ଟ ଉକ୍ତ ସ୍ଥାନ ମାନଙ୍କରେ ରେ ହେବାକୁ ଥିବାରୁ ଗ୍ରାମ…
ଏସଟିଏଫ ଓ ବନ ବିଭାଗ ପକ୍ଷରୁ ବାଘଛାଲ, ହାତୀ ଦାନ୍ତ ଓ ବଜ୍ରକାପ୍ତା କାତି ଜବତ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଗୁରୁବାର ବିଳମ୍ବିତ ରାତିରେ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ବରଘାଟ ଗ୍ରାମ ରେ ଏସଟିଏଫ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇ ଗୋଟିଏ ବାଘଛାଲ, ଗୋଟିଏ ହାତୀ ଦାନ୍ତ ଓ ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ କରାଯାଇଛି। ବରଘାଟ ଗ୍ରାମରେ…
42ତମ ପ୍ରତିଷ୍ଠା ଦିବସରେ ନାଲକୋ କାଳିଦାସ ଏବଂ ଖାରବେଳ ସମ୍ମାନ ପ୍ରଦାନ
ଭୁବନେଶ୍ୱର,(ଶାସକ ପ୍ରଶାସକ) :କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର42ତମ ପ୍ରତିଷ୍ଠା ଦିବସ ଜାନୁଆରୀ 7 ତାରିଖରେନାଲକୋ ମୁଖ୍ୟ କାର୍ଯ୍ୟାଳୟଠାରେ ଏକ ହାଇବ୍ରିଡ୍ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି|…
ଏପଟେ ଆନ୍ଦୋଳନ ଜାରି, ସେପଟେ ବଢୁଛି ବରଜ !
ଜେଏସଡବ୍ଲୁ ପ୍ରକଳ୍ପ ବିରୋଧରେ ଢ଼ିଙ୍କିଆ ଗାଁରେ ଆନ୍ଦୋଳନ
ସେପଟେ କ୍ଷତିପୂରଣ ଆଶାରେ ବଢୁଛି ପାନବରଜ ସଂଖ୍ୟା
ଜଗତସିଂହପୁର ରିପୋର୍ଟର ସୁମନ୍ତ ଦାସ: ପାରାଦୀପ-ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ପ୍ରସ୍ତାବିତ ଜେ…