ଯୁବକଙ୍କ ମୃତ୍ୟୁ ସନ୍ଦେହ ଘେରରେ ,ସୁନ୍ଦରଗଡ ଟାଉନ ପୋଲିସ ପକ୍ଷରୁ ତଦନ୍ତ ଜାରୀ

ସୁନ୍ଦରଗଡ଼- ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ପଣସପଡା ସୁନ୍ଦରମଣି ପଟେଲଙ୍କ ଘରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତକ ହେଲେ ନୁଆଁଗା ର ଗୁଳସନ ବୁଡ ୧୭ ବର୍ଷ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।ସୁନ୍ଦରଗଡ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣା ସମ୍ପର୍କରେ ଛାନଭିନ୍ନ…

ସିତାପୁର୍ ତୋଟା ଠାରେ ପ୍ରେସ କ୍ଲବ୍ କଲ୍ୟାଣସିଂହପୁର ସାମ୍ବାଦିକ ସଂଘର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଲ୍ୟାସିଂହପୁର:ପ୍ରଦୀପ ଦଲାଇ,ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ସଂଘ ପ୍ରେସ୍ କ୍ଳବ୍ କଲ୍ୟାଣସିଂହପୁର ପକ୍ଷରୁ ନାରାୟଣପୁର ପଞ୍ଚାୟତରେ ଥିବା ସୀତାପୁର୍ ତୋଟା ଠାରେ ପ୍ରସ୍ତୁତି ଵୈଠକ ଅନୁଷ୍ଟିତ ହୋଇଯାଇଛି । ସଂଘର ସଭାପତି ଅକ୍ଷୟ ପିଡିସିକା ଙ୍କ ଅଧ୍ୟକ୍ଷତାରେ…

ରକ୍ତଦାନ କରି ଜନ୍ମଦିନ ପାଳିଲେ ନୀଳକୁମାରୀ

ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀଙ୍କର ଜନ୍ମଦିନରେ ରକ୍ତଦାନ ଶିବିର ରକ୍ତଦାନ କରି ଶୁଭେଛୁ ଜଣାଇଲେ ଜନ୍ମଦିନର ଶୁଭକାମନା ବରଗଡ :- ବରଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ତଥା ଆମ୍ବଭନା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ନିଲକୁମାରି ନାୟକ ଙ୍କର ଆଜି ଥିଲା…

୧୧୭୦୦କୋଟି ଟଙ୍କା ବ୍ୟୟରେ ସାରା ରାଜ୍ୟର ତିରିଶଟି ସ୍ଥାନରେ ନିର୍ମାଣ ହେବ ଇନ-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର…

ସୁନ୍ଦରଗଡରେ ୪୯୩ କୋଟି ଟଙ୍କାର ଦୁଇଟି ବ୍ୟାରେଜ ପ୍ରକଳ୍ପର ଶିଳାନ୍ୟାସ। ସୁନ୍ଦରଗଡ ମ୍ୟୁନିସପାଲ୍ଟି ସହିତ ୪ଟି ବ୍ଲକ୍ ର ୪୭ ହଜାର ଲୋକ ହେବେ ଉପକୃତ ସୁନ୍ଦରଗଡ ହେଉଛି ଓଡ଼ିଶାର ବିକାଶର ବତୀଘର - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…

ବାଚସ୍ପତି ନେଲେ ବୁଷ୍ଟର ଡୋଜ୍

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଓଡ଼ିଶା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଧାନସଭା ଡିସ୍ପେନ୍ସାରୀ ପରିସରରେ ୬୦ ବର୍ଷରୁ ଉର୍ଦ୍ଧ୍ବ ତଥା ବହୁମୁଖୀ ରୋଗରେ ପୀଡ଼ିତ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ ବୁଷ୍ଟର ଡୋଜ୍ ଟିକାକରଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ…

ସାପ୍ତାହିକ ହାଟ ଉଦ୍ଘାଟନ କଲେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି

କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ ରାୟଗଡ଼ା ଜିଲ୍ଲା କୋଲନୋରା ବ୍ଲକର ଗାଡ଼ି ସେସଖାଲ୍ ପଞ୍ଚାୟତର କଲଟିଗୁଡ଼ା ଠାରେ ସାପ୍ତାହିକ ହାଟର ଶୁଭ ଉଦ୍ଘାଟନ କରିଛନ୍ତି କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରୀ ଶଙ୍କର ଉଲାକା। ପ୍ରଥମେ  ସାଂସଦ ପହଞ୍ଚିଲା ପରେ ସ୍ଥାନୀୟ ନେତା ଓ କର୍ମୀ ଙ୍କ…

ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତମୁଠାକୁ ଟାଣ କରିବା ଆମର ଲକ୍ଷ୍ୟ – ଯୁବନେତା ଅଶୋକ ଓଝା

ଯୁବ, ଛାତ୍ର କର୍ମୀ ହାତ ମିଶାଇ କାର୍ଯ୍ୟକରି ଆଗାମୀ ନିର୍ବାଚନରେ ବିଜେଡ଼ିକୁ ବିପୁଳ ବିଜୟ ଦେବାକୁ ଆହ୍ବାନ ନିଶ୍ଚିନ୍ତକୋଇଲି:-ରାଜ୍ୟ ପଂଚାୟତିରାଜ,ଆଇନ,ପାନୀୟଜଳ,ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା…

ଆରପାରିରେ ଆଦର୍ଶ ଗୁରୁ ବୁଲଣୀ ସାର; ଝୁରି ହେଉଛନ୍ତି ଆବାଳବୃଦ୍ଧବନିତା

ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗୀ : ଆରପାରିକୁ ଚାଲିଯାଇଥିବା ଆଦର୍ଶ ଗୁରୁ ନରେନ୍ଦ୍ର କୁମାର ନାୟକ(ବୁଲଣୀ ସାର)ଙ୍କୁ ତାଙ୍କ ଅବର୍ତ୍ତମାନରେ ଝୁରି ହେଉଛନ୍ତି ଅଞ୍ଚଳବାସୀ | ଆଦର୍ଶ ବୁଲଣୀ ସାର ଭାବେ ଜଣାଶୁଣା ଗୁରୁ ନରେନ୍ଦ୍ର କୁମାର ନାୟକ ଦୀର୍ଘ ୪୫ ବର୍ଷ ଧରି ଚାଟଶାଳୀ ପାଠ ଶିକ୍ଷାର…

ଆଦିତ୍ୟ ବିର୍ଲା ସ୍କୁଲରେ ଟୀକାକରଣ କାର୍ଯ୍ୟକ୍ରମ

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ: ରବିବାର ଦିନ ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ଅଧିନସ୍ଥଓଷାପଡାସ୍ଥିତ ଆଦିତ୍ୟ ବିର୍ଲା ପୂବ୍ଲିକ ସ୍କୁଲ ପରିସରରେ 15ରୁ 18 ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଟୀକାକରଣ କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଲଷ୍ମୀନାରାୟଣ…

ଆକାଶ ମେମୋରିଆଲ କପ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ: ତାଲପଦର ଦଳ ଚଂପିଆନ

ମେଲଛାମୁଣ୍ଡା(ମନୋଜ ଭୋଇ) - ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ପଣ୍ଡରିପାଣି ଖେଳ ପଡିଆ ଠାରେ ଏଏମସିି କ୍ଳବର ଯୁବକ ମାନଙ୍କ ଉଦ୍ୟମକ୍ରମେ ସପ୍ତାହ ବ୍ୟାପି ଚାଲିଥିବା ୨୫ ତମ ଆକାଶ ମେମୋରିଆଲ କପ କ୍ରିକେଟ ଟୁର୍ଣ୍ଣାମେଂଟ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଏଏମସିସି ଟୁର୍ଣ୍ଣାମେଂଟର ୨୫…