ଭଲକରି ଚିହ୍ନି ରଖ ଭ୍ରାତାଙ୍କ ବଦନ: ସାଙ୍ଘାତିକ ଠକ ଏ ଦୀପକ ପଣ୍ଡା ଆଲିଆସ ଚତୁର୍ଭୁଜ ତରାଇ

  ଠକାମିର ଯାଞ୍ଚ ଲାଗି ସ୍ୱତନ୍ତ୍ର ତଦନ୍ତ ଟିମ ଗଠନ କଲା ସୁନ୍ଦରଗଡ଼ ପୋଲିସ ପରସ୍ତ ପରସ୍ତ ହୋଇ ଖୋଲୁଛି ଠକାମିର ଫର୍ଦ୍ଦ ଖାଲି ଜମି ନୁହଁ, ମହିଳା ମାନଙ୍କୁ ବିବାହର ପ୍ରଲୋଭନ ଦେଇ ଲୁଟୁଥିଲା ବେକାର ପୁରୁଷଙ୍କୁ ଚାକିର ପ୍ରଲୋଭନ ଦେଇ ଠକୁଥିଲା । ଠକ ଦୀପକକୁ…

କଫସିରପ ଜବତ, ଜଣେ ଗିରଫ

କଫସିରପ ଚୋରା ଚାଲାଣର ଠିକଣା ପାଉ ନାହିଁ କି ପୋଲିସ , ନା ଜାଣିଶୁଣି ଅଜଣା ହେଉଛି । ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶନାରେ ପଦ୍ମପୁର ଥାନା ଏସଆଇ ପ୍ରକାଶ ପାତ୍ର ଓ ଅନ୍ୟ ଥାନା କର୍ମଚାରୀ ଏବଂ ପଦ୍ମପୁର ଅବକାରୀ ବିଭାଗ ର ମିଳିତ ଚଢଉ ରେ ଗାଇସିଲେଟ ଥାନା…

ଲକ୍ଷାଧିକ ମୂଲ୍ୟର ଶାଗୁଆନ କାଠ ଚୋରା ଚାଲାଣ ବେଲେ ଧରିଲା ବନ ବିଭାଗ ।

ଟ୍ରାକ୍ଟର ଡ୍ରାଇଭର ଗିରଫ, କାଠ ମାଫିଆ ଫେରାର : ସନ୍ଦେହ ଘେରରେ ବନବିଭାଗର କାମ । ପଦ୍ମପୁର(ଶାସକପ୍ରଶାସକ)- ଲକ୍ଷାଧିକ ଟଙ୍କା ମୂଲ୍ୟର ସାଗୁଆନ କାଠ ଚୋରା ଚାଲାଣ ବେଲେ ଧରିଲା ବନ ବିଭାଗ । ପଦ୍ମପୁର ରେଂଜ ଅଧିନସ୍ଥ ଖଇରପାଲି ଛକ ନିକଟରେ ସିଜି ୦୪ ଡିଟି ୩୭୯୨ ନମ୍ବରର ଏକ ଟ୍ରାକ୍ଟରରେ…

ଜଗତସିଂହପୁର ତେଇଶତମ ପୁସ୍ତକ ମେଳା ପରିପ୍ରେକ୍ଷୀରେ ସାରସ୍ୱତ ସମାରୋହ

ଜଗତସିଂହପୁର/ସୁମନ୍ତ କୁମାର ଦାସ:  ଜଗତସିଂହପୁର ୨୩ ତମ ପୁସ୍ତକ ମେଳା-୨୦୨୨ର ସାରସ୍ୱତ ସମାରୋହ ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହ ଠାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଗତସିଂହପୁର…

ପଞ୍ଚାୟତରେ ପ୍ରାର୍ଥୀ ଚୟନକୁ ନେଇ ପ୍ରଶାନ୍ତ ଅପଦସ୍ତ

https://youtu.be/i-KOXyryvnk ଜଗତସିଂହପୁର/ସୁମନ୍ତ ଦାସ: ମନ ମୁଖୀ ହେଉଛି ପ୍ରାର୍ଥୀ ଚୟନ ଏଥିରେ କର୍ମୀକୁ କହିବାର ସୁଯୋଗ ମିଳୁନି l ପୁରୁଖା ବିଜେଡ଼ି ପରିବାର କୁ ଅଲୋଡା କରା ଯାଉଛି ବୋଲି ଅଭିଯୋଗ କରୁଛନ୍ତି କର୍ମୀ | ଏହି ପ୍ରସଙ୍ଗରେ କର୍ମୀ ସିଧା ସିଧା ବିଧାୟକଙ୍କୁ ପଚାରୁଛନ୍ତି" ୩…

୫-ଟି କୁ ଉପହାସ କରୁଛି ଲାଠିକଟା ଥାନା !!!

ମାନସିକ ଯନ୍ତ୍ରଣାରେ ଛଟପଟ ଜ୍ୟୋତିରଞ୍ଜନଙ୍କ ପରିବାର ସୁନ୍ଦରଗଡ଼ - ଆଠଦିନ ପୂର୍ବେ ଲାଠିକଟା ଆଦର୍ଶ ନଗର ନିବାସୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଘରୁ ଚୋରି ହୋଇଛି ନଗଦ ୭୫ ହଜାର ଟଙ୍କା ସହିତ ପ୍ରାୟ ୮ ଲକ୍ଷ ମୂଲ୍ୟର ସୁନାଗହଣା | ନିମିଷକେ ଉଭେଇ ଯାଇଛି ଦୀର୍ଘ ୨୧ ବର୍ଷ ଧରି ରାତିଦିନ…

ଓସେପାର ଅତିରିକ୍ତ ନିର୍ଦ୍ଦେଶକଙ୍କ ପରଲୋକ

ଭୁବନେଶ୍ଵର – ଓସେପାର ଅତିରିକ୍ତ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ମିଶ୍ରଙ୍କର ହୃଦଘାତ ସମସ୍ୟା ଜନିତ ଚିକତ୍ସା ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତା. ୧୩/୦୧/୨୦୨୨ ରିଖରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୯ ବର୍ଷ ହୋଇଥିଲା । ସ୍ଵର୍ଗତଃ ମିଶ୍ର ୧୯୯୦ ମସିହା ଠାରୁ ଓଡିଶା…

ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ

ଉମରକୋଟ/ଜିତେନ୍ଦ୍ର ମହାନ୍ତି : ପଞ୍ଚମ ଓ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଥିବା ଜଣାଯାଇଛି। ରାଇଘର ବ୍ଲକ ରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ସାଇନା ମହାରଣା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁନୁଲ ମହାନ୍ତି ଦ୍ୱିତୀୟ ସ୍ଥାନ ଓ ଓମ୍ ସରକାର ତୃତୀୟ ସ୍ଥାନ ଅଧିକାର…

ପାରୂଆ ଶିବ ମନ୍ଦିରରୁ ଚୋରି ଉଦ୍ୟମ

ଉମରକୋଟ/ଜିତେନ୍ଦ୍ର ମହାନ୍ତି :  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପୁରାତନ ଶୈବ ପୀଠ ପାରୂଆ ଶିବ ମନ୍ଦିର ରୁ ଗତ କାଲି ଚୋରୀ ହୋଇଥିବା ରାଇଘର ଥାନା ରେ ଅଭିଯୋଗ ହୋଇଛି। ପ୍ରକାଶ ଥାଉ କି ଗତ କାଲି ବିଳମ୍ବିତ ରାତିରେ ଚୋର ଆସି ମନ୍ଦିର ରେ ଲାଗିଥିବା ସି ସି ଟିଭି କେମେରା ର ତାର…

24 ଟନ ଗୋମାଂସ ଜବତ କଲେ ବିଏଚପି, ବଜରଙ୍ଗ କର୍ମୀ, ଦେଲେ ପୋଲିସ ଜିମା

ଖୋର୍ଦ୍ଧା/ରବି ନାରାୟଣ ସାହୁ-ଗୋମାଂସ ଚାଲାଣ ଦିନ କୁ ଦିନ ବଢିବାରେ ଲାଗିଛି। ଭୋର ସମୟରେ କଲିକତାରୁ ଆନ୍ଧ୍ର ଅଭିମୁଖେ ଏକ କଣ୍ଟେନରରେ 24ଟନ ଗୋମାଂସ ଚାଲାଣ ହେଉଥିବା ଖବରପାଇ ଖୋର୍ଦ୍ଧା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଟିମ 16ନମ୍ବର ଜାତୀୟ ରାଜପଥ ଗ୍ରୀନ ଚିଲି ନିକଟରେ ଅଟକାଇଥିଲେ।…