ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜ଼ିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି ଆଜି ସଂଅରା ସ୍ଥିତ ଜ଼ିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟରେ ପୂଜାର୍ଚନା ପରେ ଗୃହ ପ୍ରବେଶ କରିଥିଲେ l ଜ଼ିଲ୍ଲାପରିଷଦ ଅଧକ୍ଷ ଭାବେ ଜଗତସିଂହପୁର ୩ ନମ୍ବର ଜୋନ ର ଜ଼ିଲ୍ଲାପରିଷଦ ମନୋଜ ଭୋଇ ହୋଇଥିବାବେଳେ ଉପାଧକ୍ଷ୍ୟ ଭାବେ ତିର୍ତ୍ତୋଲ ସୁଜାତା ମହାନ୍ତି ନିର୍ବାଚିତ ହୋଇଥିଲେ l ଆଜି ଵିଧିବଧ ଭାବେ ଉପାଧକ୍ଷ୍ୟ ଶ୍ରୀମତୀ ମହାନ୍ତି କାର୍ଯ୍ୟାଳୟ ପୂଜାର୍ଚନା କରି ଗୃହ ପ୍ରବେଶ କରିଥିଲେ l ଏଥିରେ ଜଗତସିଂହପୁର ଯ଼ୋନ ୧ ର ଜ଼ିଲ୍ଲାପରିଷଦ ଚିତ୍ତରଞ୍ଜନ ରାଉଳ, ବିବେକାନନ୍ଦ ବେହେରା, ତିର୍ତ୍ତୋଲ ଜୋନ ୧ ର ଜ଼ିଲ୍ଲାପରିଷଦ ରଞ୍ଜିତା ସିଂହ, ୩ ନମ୍ବର ଜୋନ ର ସୁନୀଲ ବେହେରା, ୪ ନମ୍ବର ଯୋନ ର ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଉପାଧ୍ୟାକ୍ଷା ସନ୍ଧ୍ୟା ରାଣୀ ମହାନ୍ତି, ତପନ ମହାନ୍ତି, ଅଶ୍ୱିନୀ ଦାସ, ଚିତ୍ତରଞ୍ଜନ ରଥ, ସୂର୍ଯ୍ୟ ନାରାୟଣ ବେହେରା, ପୀତବାସ ଗୋଛାୟତ, ସୁଧୀର ସ୍ୱାଇଁ, ରବୀ ନାରାୟଣ ସାହୁ, ସୁବ୍ରତ ଦାଶ, ପ୍ରକାଶ ସ୍ୱାଇଁ, ଦିଲୀପ ମହାନ୍ତି, ନିହାର ସ୍ୱାଇଁ, ଚନ୍ଦ୍ରଶେଖର ଦାସ, ପ୍ରଭାକର ବାରିକ, ବିଜୟ ମହାନ୍ତି, ପ୍ରମୋଦ ଚନ୍ଦ୍ର ସ୍ୱାଇଁ ଙ୍କ ସମେତ ସମସ୍ତ ସଭ୍ୟ ଓ ଡି. ଆର. ଡି. ଏ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post