Sign in
Sign in
Recover your password.
A password will be e-mailed to you.
ଭୀମଭୋଇ ମେଡିକାଲ କଲେଜରେ ବଲାଙ୍ଗିର ଛାତ୍ରଙ୍କୁ ୭୦ ଶତକଡା ସଂରକ୍ଷଣ ଦିଆଯାଉ – ନରସିଂହ
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ
ବଲାଙ୍ଗିର(ନିରୋଜ ମିଶ୍ର) : ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜରେ ନାମ ଲେଖା ପାଇଁ ବଲାଙ୍ଗିର ଜିଲ୍ଲା ଛାତ୍ରମାନଙ୍କୁ ୭୦ ଶତକଡା ସଂରକ୍ଷଣ ଦିଆଯାଉ ବୋଲି ଓଡିଶାର ମୂଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ମାଧ୍ୟମରେ ଦାବୀ କରିଛନ୍ତି ବଲାଙ୍ଗିର ବିଧାୟକ…
ନକଲି ମଦ ପ୍ରସ୍ତୁତି କରଖାନ ଠାବକଲା ରାଉରକେଲା ଅବକାରୀ ବିଭାଗ
ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ।
ରାଉରକେଲା(ବସନ୍ତ ଜେନା):ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଶନିବାର ଦିନ ଏକ ବଡ ଧରଣର ଚଢ଼ାଉରେ ବହୁ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି।ବିରମିତ୍ରପୁର କାଲସେରିଆ ରୋଡ଼ ରେ ଏକ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା କାରଖାନା ବାବଦରେ…
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ସଂକ୍ରମଣ ଉପରମୁହାଁ।
ରାଉରକେଲାରେ କେବଳ ୯୨୪ କୋଭିଡ ସଂକ୍ରମିତ ଚିହ୍ନଟ, ଜିଲ୍ଲାରେ ୧୯୪୩ କୋଭିଡ ପଜେଟିଭ
ରାଉରକେଲା,(ବସନ୍ତ ଜେନା):ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ସଂକ୍ରମଣ ବିସ୍ପୋରକ ସ୍ଥିତିରେ ପହଁଚିଛି। ଜାନୁଆରୀ ୧୪ ତାରିଖ…
ବିଜେପି ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଓ କର୍ମୀ ସମ୍ମିଳନୀ
ବାସୁଦେବପୁର (ପ୍ରତାପ ପାଢ଼ୀ) : ଆଜି ବିଜେପି ପକ୍ଷରୁ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀ ଭଦ୍ରକ ଜିଲ୍ଲା କୋଷାଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକଙ୍କ…
ବ୍ଲକ ସଭାପତି ଓ ବ୍ଲକ ସଂଯୋଜକ ମାନଙ୍କୁ ନେଇ ଜ଼ିଲ୍ଲା ପରିଷଦ ନିର୍ବାଚନ ପାଇଁ ବୈଠକ
ସୁନ୍ଦରଗଡ : ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ତଥା ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂଙ୍କ ନେତୃତ୍ୱରେ,ସହ ପର୍ଯ୍ୟବେକ୍ଷକ ଶ୍ରୀ ଦେବାଶିଷ ମଲ୍ଲିକ, ବିଜୁ ଜନତା ଦଳ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ତଲସରା ଡ଼କ୍ଟର…
ସୟଦ କାଜାମ ମଦାନୀ ବିଜେପି ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ଉପସଭାପତି
ଭୂବନେଶ୍ୱର : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସିକନ୍ଦର ଅଲ୍ଲୀ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀର ଟାଣୁଆ ସଂଖ୍ୟାଲଘୁ ନେତା ଶ୍ରୀ ସୟଦ କାଜାମ ମଦାନୀଙ୍କୁ ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ…
ଚାଷୀଙ୍କୁ ଶୀଘ୍ର କ୍ଷତିପୂରଣ ଦିଆଯାଉ :ବିଧାୟକ ନିତ୍ୟାନନ୍ଦ ଗଣ୍ଡ
ଉମରକୋଟ/ଜିତେନ୍ଦ୍ର ମହାନ୍ତି: କୁଆପଥର ବର୍ଷାରେ ଉଜୁଡ଼ି ଯାଇଛି ସୁନାର ଫସଲର। ନିଜର ଥିବା ଟଙ୍କା ଏବଂ ଧାର ଉଧାର କରି ଆଣିଥିବା ଟଙ୍କାରେ ଚାଷୀ ରବି ଫସଲ ପ୍ରସ୍ତୁତି କରିଥିଲେ। ମକା ଓ ମଟର ଚଣା ଫସଲ ଜମିରେ ଅତି ସୁନ୍ଦର ଭାବରେ ବଢିଥିଲା। କିନ୍ତୁ ଅଦିନିଆ ବର୍ଷା କୁଆପଥର ମାଡ଼ରେ ସମସ୍ତ ଫସଲ…
ପଞ୍ଚାୟତ ନିର୍ବାଚନ ପାଇଁ ତିନି ଦଳରୁ ଚାଲିଛି ପ୍ରାର୍ଥୀ ଚୟନ
ଅସ୍ତରଙ୍ଗ/ ଦୁଃଶାସନ ନାୟକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲୁ ବାଜିବା ପରେ ବିଜେଡି, ବିଜେପି, କଂଗ୍ରେସ ଦଳର ନେତାମାନେ ନିଜ ନିଜର ଦଳ ପକ୍ଷରୁ ଜିଲ୍ଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ସଭ୍ୟ ପାଇଁ ପ୍ରାଥୀ ଚୟନ ଜାରି ରଖିଛନ୍ତି।ଅସ୍ତରଙ୍ଗ ବ୍ଲକର ୧୫ ପଞ୍ଚାୟତରେ ବହୁ…
କନିମୁଳ ପଞ୍ଚାୟତ ରେ ବିଜେଡି ସମର୍ଥିତ ପ୍ରାର୍ଥୀ ଘୋଷଣା
ଜଗତସିଂହପୁର(ସୁମନ୍ତ କୁମାର ଦାସ)- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କନିମୁଳ ପଞ୍ଚାୟତ ରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପାର୍ଥିଙ୍କ ନାମ ଘୋଷଣା ହୋଇଯାଇଛି। ବହୁ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି। ଏହି ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତରେ ଥିବା ମା ଦିଗବାରୁଣୀ ପୀଠ ପରିସରରେ…
ବଣେଇ ଅଞ୍ଚଳରେ ଚିନ୍ତା ବଢ଼ାଇଲା ଦନ୍ତାହାତୀ, ଘର ଭାଙ୍ଗିବା ସହ ଫସଲ ନଷ୍ଟ କଲା।
ରାଉରକେଲା,(ବସନ୍ତ ଜେନା);ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ଜିଲ୍ଲାର ସୁନ୍ଦରଗଡ଼ ରୁ ନେଇ ବଣେଇ , କୋଇଡା ରେଞ୍ଜ ପର୍ଯ୍ୟନ୍ତ ହାତୀପଲ୍ଲ ଉପଦ୍ରବ ଜାରି ରଖିଛନ୍ତି। ଦୁଇଦିନ ତଳେ ବରସୁଆଁ ଫରେଷ୍ଟ ରେଞ୍ଜ ରେ ଜଣେ ହାତୀ ଘଉଡ଼ାଇବା ସ୍କ୍ୱାର୍ଡ ସଦସ୍ୟଙ୍କୁ ହାତୀ…