ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ

ଯୋଗଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖଲାଲ ମାଣ୍ଡଭ୍ୟ ଏହି କଲେଜରର ୧୦୦ଟି ଆସନ ସହିତ ଓଡିଶାରେ MBBS ଆସନ ସଂଖ୍ୟା ହେଲା ୧୨୫୦  ପୁରୀ ଜ଼ିଲ୍ଲା ପାଇଁ ଆଜି ଏକ ଐତିହାସିକ ଦିବସ - ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ,…

‘ଆମ ମାହାଙ୍ଗା’ ର ଅଧ୍ୟକ୍ଷ ଡ଼ଃ.ଅମରେନ୍ଦ୍ର ମହାନ୍ତିଙ୍କୁ ‘ପ୍ରଜ୍ଞାଜ୍ୟୋତି ସମ୍ମାନ-୨୦୨୨’

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):-ମାହାଙ୍ଗା ନିର୍ବାଚନ ମଣ୍ଡଳୀ ପାଇଁ ଗର୍ବ, ଗୌରବ ତଥା ଜଣେ ସଚ୍ଚା ସମାଜସେବକ ଭାବେ ଦୀର୍ଘ ବର୍ଷ ଧରି ସମାଜର କଲ୍ୟାଣ ପାଇଁ ‘ଆମ ମାହାଙ୍ଗା’ ସ୍ୱେଚ୍ଛାସେବୀ ସଂଗଠନ ର ଅଧ୍ୟକ୍ଷ ଭାବେ ବିଦ୍ୟାଳୟ, ମସଜିଦ୍‌, ମେଡ଼ିକାଲ, ମନ୍ଦିର ଆଦି ପରିବେଶର ଅଳିଆ…

ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଓଡ଼ିଶାରେ ନେଟ୍‌ୱର୍କ ସମ୍ପ୍ରସାରଣ; ପୁରୀରେ ଖୋଲିଲା ନୂତନ ଶାଖା

ଭୁବନେଶ୍ୱର: ଭାରତରେ ସବୁଠୁ ବିଶ୍ୱାସଯୋଗ୍ୟ ଘରୋଇ ଜୀବନ ବୀମା କଂପାନି ଏସବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଓଡ଼ିଶାର ପୁରୀ ସହରରେ ଏହାର ନୂତନ ଶାଖା କାର୍ଯ୍ୟାଳୟ ଉଦଘାଟନ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହା ପଛର ଉଦ୍ଦେଶ୍ୟ ହେଉଛି ସାରା ରାଜ୍ୟରେ ସମସ୍ତଙ୍କ ପାଖରେ ଜୀବନ…

ଜଗଦଲପୁର ପୋଲିସ ପକ୍ଷରୁ ଜଳଛତ୍ରର ଶୁଭାରମ୍ଭ

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଓଡିଶା ଛତିଶଗଡ଼ ସୀମା ରେ ଥିବା ଜଗଦଳପୁର ଥାନା ତରଫରୁ ଥାନା ସମ୍ମୁଖରେ ଆଇ ଆଇ ସି ସୁଷମା କୁଅଁର ଏକ ଜଳଛତ୍ର ଉଦଘାଟନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ସି.ଆର.ପି.ଏଫ ସେକେଣ୍ଡ ଇନଚାରଜ ଶ୍ରୀ ପୀତବାସ ପଣ୍ଡା ,ଏ.ଏସ.ଆଇ ପ୍ରଦୀପ ପାଣି…

ପଂଚାୟତ ସମିତି ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଗାଇସିଲାଟ/ ଶାସକ ପ୍ରଶାସକ - ପଂଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟ ପରିସରରେ “ଆତ୍ମସୁରକ୍ଷା ତାଲିମ” ଶିବିର ର ଉଦ୍‌ଯାପନୀ ସଭା ମହାବିଦ୍ୟାଳୟ ର ଅଧ୍ୟକ୍ଷ ସତ୍ୟନାରାୟଣ ପାଣିଗ୍ରାହୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ଗାଇସିଲାଟ ପଂଚାୟତ ସମିତି ଅଧ୍ୟକ୍ଷ…

ସାପ୍ତାହିକ ହାଟରେ ବିଜେପିର ସର୍ବତ ପାଣି ବଣ୍ଟନ।

ଜୁନାଗଡ଼/ ଆଦିତ୍ୟ ମହାନ୍ତି: ବିଜେପି ର ପ୍ରତିଷ୍ଠା ଦିବସ ଓ ସେବା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ରବିବାର ସାପ୍ତାହିକ ହାଟରେ ପିଜେପି ପକ୍ଷରୁ ସର୍ବତ ପାଣି ବଣ୍ଟନ କରାଯାଇଥିଲା।ବର୍ତମାନ ଜିଲ୍ଲାରେ ଟାଣ ଖରା ବୃଦ୍ଧି ପାଇବାରେ ଲାଗିଛି। ଲୋକେ ବାହାରୁ ବାହାରିବା ମୁସ୍କିଲ ହୋଇପଡିଛି।ରବିବାର…

ଗୁଇନ୍ଦା ଦାୟିତ୍ବରୁ ଲଳିତଙ୍କୁ ଅବ୍ୟାହତି : କୋଚେଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ସରକାର ଖୁବ ଶୀଘ୍ର ଆଇପିଏସ ଓ ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ କରିବେ ବୋଲି ଚର୍ଚା ହେଉଥିବା ବେଳେ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି କ୍ରମେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ତଥା ୧୯୯୨ ବ୍ୟାଚ ବରିଷ୍ଠ ଆଇପିଏସ ଅଫିସର ଲଳିତ ଦାସଙ୍କୁ ଗୁଇନ୍ଦା ବିଗହଗ ଦାୟିତ୍ବରୁ…

ବିକାଶ ସ୍ରୋତ ବହୁଛି ଉଜାଣି : ଲୋକ ପିଉଛନ୍ତି କେନାଲ ପାଣି

କେନାଲ ପାଣି କୁ ସାହା ଭରସା କଲେ ନାରାୟଣ ପୁର ଗ୍ରାମବାସୀ। କଲ୍ୟାସିଂହପୁର/ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ସଦର ଗ୍ରାମ ରେ ପାଣି ପାଇଁ ହନ୍ତ ସନ୍ତ ହେଉଥିବା ଦେଖିବାକୁ ମିଳିଛି।ଉକ୍ତ ଗ୍ରାମ ରେ ( ବୋର ୱାଲ୍) ଅଛି କିନ୍ତୁ କାମ ରେ ଆସୁନି, ନଳ…

ଲାଡମ ପାଲି ଗ୍ରାମରେ ବେଆଇନ ଭାବରେ ଗଛିତ ମହୁଲଫୁଲ ର ଅବକାରୀ ଚଢ଼ାଉ l

 ଜମନକିରା -(-ସୁଢଳଦେବ ସୁନାନୀ )ଜମନକିରା ବ୍ଲକ ଧୂଡ଼ି ପାଲି ଗ୍ରାମପଞ୍ଚାୟତ ଲଡମପାଲି ଗ୍ରାମର ବାସୁଦେବ ସାହୁ ନାମକ ବ୍ୟକ୍ତି ବିନା ଲାଇସେନ୍ସ ଓ ବେଆଇନ ଭାବରେ ମହୁଲଫୁଲ ଗରିବଲୋକଙ୍କ ଠାରୁ କମ ମୂଲ୍ୟ ରେ କିଣି ତାଙ୍କ ଘରେ ଗଛିତ ରଖିଥିବା ଖବର ପାଇ କୁଚିଣ୍ଡା ଅବକାରୀ ବିଭାଗର ଅଧିକାରୀମାନେ…

ଅଫିସ ଅଛି , ଅଫିସର-ଷ୍ଟାଫ ଅଛନ୍ତି, ହେଲେ ଅଫିସ ଆସୁନାହାନ୍ତି

ପିଡ଼ି ଙ୍କର ଠାରୁ ଶକ୍ତିଶାଳୀ ଡାଟା ଏଣ୍ଟ୍ରି ଅଫିସର ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ପାଇକମାଲ ମୁଖ୍ୟ ଛକ ଠାରୁ ନୃସିଂହନାଥ ମନ୍ଦିର କୁ ଯିବା ରାସ୍ତାରେ , ମୁଖ୍ୟଛକ ଠାରୁ ମାତ୍ର ଅଧା କିଲୋମିଟର ଦୂରରେ ଅବସ୍ଥିତ ରହିଛି ମୃତ୍ତିକା ସଂରକ୍ଷଣ ବିଭାଗ ଓ ଜଳ ବିଭାଜିକା ପ୍ରକଳ୍ପ…