ଅସୁରେଶ୍ୱର ଶ୍ରୀ ଶ୍ରୀ ରଘୁନାଥ ଜୀୟୁଙ୍କ ପୀଠରେ ଶ୍ରୀରାମ ନବମୀ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେଂଟାଳୋ ଗ୍ରାମପଂଚାୟତ ମଲ୍ଲୀପୁର ଅସୁରେଶ୍ୱର ସ୍ଥିତ ଓଡ଼ିଶା ତଥା ପୁରାଣ ପ୍ରସିଦ୍ଧ ଶ୍ରୀ ଶ୍ରୀ ରଘୁନାଥ ଜୀୟୁଙ୍କ ପୀଠରେ ଦୁଇ ବର୍ଷ ପରେ ଚଳିତ ବର୍ଷ ମହାମାରୀ କରୋନା ଦୂର ହୋଇଥିବାରୁ ଭଗବାନ ଓ ଭକ୍ତ ମଧ୍ୟରେ ଏକ…

ଶ୍ରୀରାମ ନବମୀ ତିଥିରେ ମାଁ ଦୁର୍ଗାଦେବୀଙ୍କ ବାସନ୍ତିକ ଉତ୍ସବ ଅବସରରେ ଦୀପଦାନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୁର୍ଗାପ୍ରସାଦ ବ୍ୟାୟାମଶାଳା, ରାଜଗୁରୁ ସାହି ଠାରେ ନିୟମିତ ପ୍ରତିବର୍ଷ ଦୁର୍ଗାପୂଜା କରୁଥିବା ସ୍ଥାନରେ ୧୨ ବର୍ଷକୁ ଥରେ ମାଁ ଦୁର୍ଗା ଦେବୀଙ୍କ ବାସନ୍ତିକ ପୂଜା ବଡ଼ ଆଡମ୍ବରରେ ପୂଜାର୍ଚ୍ଚନା ଚାଲିଛି। ଏହି ପୂଜା ୫ଦିନ ଧରି ଚାଲୁ ରହିବାକୁ…

ବ୍ଳକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ମୋହନା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ମୋହନା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଦେବଦାସ ତାମରାପୁକଙ୍କ ସଭାପତିତ୍ତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ଗଛରୁ ତିନି ଯୁବତୀ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ଜାରି ଉମେରକୋଟ /ଜିତେନ୍ଦ୍ର ମହାନ୍ତି : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ଥିବା ଏକ କୁସୁମ ଗଛରୁ ତିନି ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ଉମରକୋଟ ପୋଲିସ୍ ଏବଂ ସାଇଣ୍ଟିଫିକ୍ ର ତଦନ୍ତ…

ଡକାୟତୀ ଉଦ୍ୟମ କରୁଥିବା ବେଳେ ୪ ଗିରଫ

ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ ଟାଉନଥାନା ପୁଲିସ ଡକାୟତୀ ଉଦ୍ୟମ କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ପୁରୁଣାସହରର ଦିପକ ନାୟକ, ଇଟାମାଟି ଥାନା ଲାଠିପଡ଼ାର ସୈାରଭ ନାୟକ, ଧିରଞ୍ଜନ ନାୟକ, ଚିତ୍ତରଞ୍ଜନ ନାୟକ । ଚିତ୍ତରଞ୍ଜନ ଏବଂ ଧିରଞ୍ଜନ ଦୁଇ…

ସାଇ ବାବାଙ୍କ ମନ୍ଦିର ପ୍ରବେଶ ସହ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅଧିନସ୍ଥ ଟାଳ ଗ୍ରାମର ସାଇ ଭକ୍ତ ମହେନ୍ଦ୍ର ବଢେଇଙ୍କ ପ୍ରଚେଷ୍ଠାରେ ନିର୍ମିତ ସାଇ ମନ୍ଦିରରେ ସାଇ ବାବାଙ୍କ ପ୍ରତିର୍ମୁତି ସ୍ଥାପନ ପରେ ଉତ୍ସବଟି ମହା ସମାରୋହରେ ରବିବାର ସଂଧ୍ୟାରେ ସମ୍ପନ୍ନ ହୋଇଯାଇଛି । ଶୁକ୍ରବାର ସଧ୍ୟାରୁ ପୂଜା କାର୍ଯ୍ୟ…

ପବିତ୍ର ରାମ ନବମୀ ଅନୁଷ୍ଠିତ

ସିମୁଳିଆ (ଅକ୍ଷୟ କୁମାର ଜେନା):ଆଜି ପବିତ୍ର ରାମ ନବମୀ ଉପଲକ୍ଷେ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ୍ ର ରୁଦ୍ରଶ୍ରମ ଗୋଶାଳା ଉତ୍ସବ ମୁଖର ହୋଇ ଉଠିଛି। ଦୀର୍ଘ ନ ଦିନ ଧରି ଏଠାରେ ପ୍ରଭୁ ଶ୍ରୀ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ କଥା ପ୍ରବଚନ ଅନୁଷ୍ଠିତ ହୋଇ ଏକ ଭକ୍ତି ଭରା…

୫-ଟି ସଚିବଙ୍କୁ ଭେଟିଲେ ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ

ରଣପୁର(ପ୍ରସନ୍ନ ସାମନ୍ତରାୟ) : ରାଜ୍ୟରେ ସମସ୍ତ ନିର୍ବାଚିତ ଜିଲ୍ଲା ପରିଷଦ ଅଧକ୍ଷ ଓ ଉପାଧକ୍ଷମାନେ ନିର୍ବାଚନ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଗୁରୁମନ୍ତ୍ରନେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ( ୫-ଟି)ଙ୍କୁ ଭେଟି ଆଗାମୀ କାର୍ଯ୍ୟପନ୍ଥା ପାଇଁ ମାର୍ଗଦର୍ଶନ…

ତ୍ରିଧାରା ଆନୁକୂଲ୍ୟରେ ଏକକ ଓଡ଼ିଶୀ ନୃତ୍ୟ ଉତ୍ସବ -ଏକୈକ ୧୧ ଏପ୍ରିଲରେ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଗୁରୁ ଦେବପ୍ରସାଦ ଦାସ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସର୍ବଦା ଅବିସ୍ମରଣୀୟ ।ତାଙ୍କର ଓଡ଼ିଶୀ ନୃତ୍ୟ ଶୈଳୀ ଓ କୌଶଳ ଅନନ୍ୟ ଅଟେ । ସେସର୍ବଦା କହୁଥିଲେ ଯେ ଜଣେ କଳାକାରର ଏକକ ଅଭିନୟରେ ତାର ପ୍ରଦର୍ଶନ ମାପ କରାଯାଇଥାଏ ।…

ରାତ୍ର କାଳୀନ କ୍ରିକେଟ୍ ମ୍ୟାଚ୍ ଆୟୋଜିତ

ବାସୁଦେବପୁର/ପ୍ରତାପ ପାଢ଼ୀ: ବାସୁଦେବପୁର ସ୍ଥିତ ମହିଶା ପଦା ଠାରେ ପ୍ରସନ୍ନ ଦେବ କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ରେ ଅନୁଷ୍ଟିତ ରାତ୍ର କାଳୀନ କ୍ରିକେଟ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବିଧାୟକ ଙ୍କ ପ୍ରତିନିଧି ଅସିତ୍ କୁମାର ଦାସ, ବିଜୁ ଯୁବ ଜନତା ଦଳ ର ନଗର୍ ସଭାପତି ମାନସ…