ପୁଷପୁନି କପ କ୍ରିକେଟ: କେ.ସି.ସି.(ଏ) ଚମ୍ପିୟାନ

ପଦ୍ମପୁର ନିକଟସ୍ଥ ମହୁଲପାଲି ହାଇସ୍କୁଲ ପଡ଼ିଆରେ ଆୟୋଜିତ ପୁଷପୁନି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଏହି ପ୍ରତିଯଗିତାରେ ୮ଟି ଦଳ ଅଂଶଗ୍ରହଣ କରି ପୁଷପୁନି ଉପଲକ୍ଷେ ଏକତାର ପରିଚୟ ଦେଇଥିଲେ। ଉଦଘାଟନୀ ମ୍ୟାଚରେ ଆର.ଟି.ଏମ ଦଳ ମିସ୍ତ୍ରୀ ଏକାଦଶକୁ…

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭଞ୍ଜନଗର/ ନିଲୁ ବିଶୋଇ : ତାରସିଂ ଥାନା ଅଧୀନ ଗେରେଡା ଗ୍ରାମର ତୋଳିଆ ପଥର ପାହାଡ଼ ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣଙ୍କ ହେଲେ ହାଡୁ ଗୌଡ଼ ଙ୍କ ପୁଅ ଚିନୁ ଗୌଡ଼ (୨୨) । ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ଙ୍କ ସୂଚନା ପ୍ରକାରେ, ଚିନୁ ଗତ…

୨୦୨୨-୨୩ କେନ୍ଦ୍ରୀୟ ବଜେଟ: ବିଜେପି ପଦାଧିକାରୀଙ୍କ ଠାରୁ ମତାମତ ଲୋଡିଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆଗାମୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହେବାକୁ ଥିବା କେନ୍ଦ୍ରୀୟ ବଜେଟର ରୂପରେଖ ନିର୍ଦ୍ଧାରଣ ନିମନ୍ତେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇତି ମଧ୍ୟରେ ପ୍ରାକ ବଜେଟ ମତାମତ ଲୋଡ଼ିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ସେ ୨୫ଟି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଦଳୀୟ…

ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା: ଖରମୁଣ୍ଡା ଦଳ ବିଜୟୀ

ପଦ୍ମପୁର (ଶାସକ ପ୍ରଶାସକ) : ଆଜି ବିଜେପୁର୍ ବିଧାନସଭା ନିର୍ବାଚନ ମଣ୍ଡଳୀର ଆଇମାଲ ଠାରେ ନବ ବର୍ଷ ଉପଲକ୍ଷେ ବୀର ସୁରେନ୍ଦ୍ର ସାଏ କ୍ଳବ, ଆଇମାଲ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଠଟି ଦଳକୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତା ରେ ମୂଖ୍ୟ ଅତିଥି ଭାବରେ…

କଂଗ୍ରେସର ପଞ୍ଚାୟତ ନିର୍ବାଚନୀ ପ୍ରସ୍ତୁତି: ସଦର ବ୍ଲକ କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେଲେ ନରସିଂହ

ମମିତା ହତ୍ୟାକାଣ୍ଡ, ନାରୀ ନିର୍ଯ୍ୟାତନା, ବ୍ଲକ ଦୁର୍ନିତି ଓ ଚାଷୀସମସ୍ୟା ହେବ ମୁଖ୍ୟ ପ୍ରସଙ୍ଗ ବଲାଙ୍ଗିର/ ନିରୋଜ ମିଶ୍ର : ଆଗକୁ ନିର୍ବାଚନ । ପ୍ରସଙ୍ଗ ଅନେକ । ନାରୀ ନିର୍ଯ୍ୟାତନାରେ ସରକାରୀ ମନ୍ତ୍ରୀମାନଙ୍କର ସଂପୃକ୍ତି, ବ୍ଲକ ମାନଙ୍କରେ ସରକାରୀ ଦଳ ନେତାଙ୍କ ଦୁର୍ନିତି, ଚାଷୀ…

ପଂଚାୟତ ନିର୍ବାଚନ ପରିଚାଳନା ପାଇଁ ବିଜେପିର ୭ ଜଣିଆ କମିଟି

ଭୂବନେଶ୍ୱର : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସୁପରିଚାଳନା ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଏକ ସାତ ଜଣିଆ ରାଜ୍ୟସ୍ତରୀୟ ନିର୍ବାଚନ ପରିଚାଳନା କମିଟି ଘୋଷଣା କରିଛନ୍ତି ।ଏହି କମିଟିରେ ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ…

ରଣପୁର ପଂଚାୟତି ରଣ : ସହଜ ନୁହେଁ, ଲଢେଇ ହେବ ଭୀଷଣ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଲାଣି ରାଜନୀତି ସରଗରମ ବିଜେପିକୁ ସୁହାଇପାରେ ବିଜେଡିର ଗୋଷ୍ଠୀକନ୍ଦଳ ତଳସ୍ତରରେ କେଁ କାଁରୁ ମୁକ୍ତ ନୁହେଁ ପଦୁଅଁ ଦଳ କଂଗ୍ରେସ ସାଉଣ୍ଟୁଛି ନିଜର ହଜିଲା ବଳ ଲଢେଇ ପାଇଁ କମର କଷୁଛି ବାମ ଦଳ ରଣପୁର(ପ୍ରସନ୍ନ ସାମନ୍ତରାୟ) :…

ଭଦ୍ର ଖୋଳ ପିନ୍ଧା ଦୁର୍ନୀତିଖୋର ନେତାଙ୍କ ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରିବାକୁ ଭୋଟରଙ୍କୁ ଆହ୍ୱାନ

ଦୁର୍ନୀତି ମୁକ୍ତ ପଞ୍ଚାୟତ ଗଠନ ପାଇଁ ସିପିଆଇଏମର ବ୍ଲକ ସ୍ତରୀୟ କର୍ମୀ ସମିଳନୀ ରଣପୁର(ପ୍ରସନ୍ନ ସାମନ୍ତରାୟ) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପାଇଁ ସବୁଦଳ ସଜବାଜ ହେଉଥିଲା ବେଳେ ରଣପୁର ସିପିଆଇଏମ ଦଳ ପକ୍ଷରୁ କାର୍ଯ୍ୟାଳୟ ଶହୀଦ ରଘୁ ଦିବାକର ଭବନ ଠାରେ ହରିଶ୍ଚନ୍ଦ୍ର…

ନୂଆପଡାରେ ପୁଣି ବାଘ ଆତଙ୍କ, ଗାଈକୁ ମାରି ଖାଇଲା!

ନୂଆପଡ଼ା: ନୂଆପଡ଼ା ସଦର ବ୍ଳକ ଧରମବନ୍ଧା କୁଟରେଙ୍ଗାପଡ଼ା ଗାଁରେ ବାଘ ଆତଙ୍କ। ଗାଁ ନିକଟରେ ଏକ ଗାଈକୁ ମାରି ଖାଇଲା ବାଘ। ରବିବାର ସକାଳେ ଏଭଳି ଅଘଟଣ ଘଟିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ବାଘ ବୁଲୁଥିବା ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ସୂଚନାନୁଯାୟୀ, ରବିବାର ସକାଳ ୭ଟାରେ ଧରମବନ୍ଧା ଓ…

“ବ୍ୟାସକବିଙ୍କ ଗଳ୍ପ ଓ ଉପନ୍ୟାସର ପଟାନ୍ତର ନାହିଁ”

ଇସ୍ପାତ ସାହିତ୍ୟ ସଂସଦରେ ଫକୀର ମୋହନ ଜୟନ୍ତୀ ପାଳିତ  ରାଉରକେଲା,(ବସନ୍ତ ଜେନା) :ରାଉରକେଲା ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ସେକ୍ଟର-୭ ଆନୁକୂଲ୍ୟରେ ଫକୀର ମୋହନ ସେନାପତିଙ୍କ ଜୟନ୍ତୀ, ପୁସ୍ତକ ଲୋକାର୍ପଣ, ସଂସଦର ବାର୍ଷିକ କ୍ୟାଲେଣ୍ଡର୍ ଅନାବରଣ, ଆଲୋଚନାଚକ୍ର ଓ…