୮ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଲଢେ଼ଇରେ ୩ ପ୍ରମୁଖ ଦଳ ମୁହାଁମୁହିଁ

ଗଣିଆରୁ ତରୁଣ କୁମାର ଅମାୟନ୍ତ -ଗଣିଆ ବ୍ଲକର ୮ ନମ୍ବର ଜୋନ୍ ଟି ଚଳିତ ନିର୍ବାଚନରେ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ ଏହି ଆସନ ନିମନ୍ତେ ୩ ପ୍ରମୁଖ ଦଳ ବିଜେପି , ବିଜେଡ଼ି ଏବଂ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ଜନସାଧାରଣରେ ଆଲୋଚନା ହୁଏ। ଗଣିଆ ବ୍ଲକଟି ଜିଲ୍ଲାର…

କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ଟୀକାକରଣ ନିମନ୍ତେ ଗଡ଼ିଲା ସଚେତନତା ରଥ

ନୟାଗଡ଼ (ବିଶ୍ୱଜିତ ନାୟକ)- କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ଟୀକାକରଣ ନିମନ୍ତେ ଜିଲ୍ଲାରେ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ସହଯୋଗରେ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରୁ ବାହାରିଛି। ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟରେ…

ରାଜବୋଡାସମ୍ବର କୃଷକ ସଂଗଠନ ର ବୈଠକ ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)- ମଙ୍ଗଳବାର ଦିବା ୨ ଘଣ୍ଟା ସମୟରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ର ଆବାହକ ଅଶୋକ ସାହୁ ଙ୍କ ନେତୃତ୍ୱରେ ପଦ୍ମପୁର ଗୋରୁବଜାର ଠାରେ ପଦ୍ମପୁର,ଗାଇସିଲେଟ, ଝାରବନ୍ଧ,ପଦ୍ମପୁର ଏନଏସି, ପାଇକମାଲ ବ୍ଲକ ର ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ର ନେତୃ ମଣ୍ଡଳୀ ଙ୍କୁ ନେଇ ଏକ…

କଫସିରପ ଜବତ : ଜଣେ ଗିରଫ ।

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ପୋଲିସ ପେଟ୍ରୋଲିଂ ସମୟରେ ପଦ୍ମପୁର ସାହୁପଡାର ନିର୍ମଲେନ୍ଦୁ ସାହୁ ଓରଫ ସମିର ରାଜବୋଡାସମ୍ବର ବ୍ଲକ ସାଇଡ ରାସ୍ତାରେ କଫସିରପ ବିକ୍ରୀ କରୁଥିବା ସମୟରେ ତାଙ୍କୁ କାବୁ କରିନେଇଥିଲେ । ତାଙ୍କ ପାଖରୁ ୨୦ଲିଟର କଫସିରପ, ୨୦ବୋତଲ ସିଲ୍ କଫସିରପ, ୪ଷ୍ଟ୍ରିପ…

ଏବିଭିପିର ରାଜ୍ୟ କମିଟିରେ ଖୋର୍ଦ୍ଧାରୁ ତିନିଜଣ

ରବି ନାରାୟଣ ସାହୁ ଙ୍କ ରିପୋର୍ଟ(ଖୋର୍ଦ୍ଧା)--ବିଶ୍ୱର ସର୍ବ ବୃହତ୍ତମ ଛାତ୍ର ସଂଘଠନ ୨୦୨୨-୨୩ ଏବିଭିପି ର ଖୋର୍ଦ୍ଧା ଜିଲ୍ଲାରୁ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ଖୋର୍ଦ୍ଧା କ୍ଷେତ୍ର ବାସୀ ଡି. ଏ. ଭି ମହାବିଦ୍ୟାଳୟ ର ଛାତ୍ର ସାଗର ପରିଡା, ଜଗନ୍ନାଥ ମହାବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ…

ବୁଥର ଦୂରତା ୩ କିମି, ଆମେ ଭୋଟ ଦେଇଯିବୁ ନାହିଁ

କୋମନା/ଭାଗିରଥି ଭୋଇ :- ନୂଆପଡା ଜିଲା କୋମନା ଜନାଗଡପଡାବାସୀଙ୍କ ଭୋଟ ଦେବା ପାଇଁ ଯିବେ ୩ କିମି । ନିର୍ବାଚନ ବିଭାଗ ର ଏଭଲି ନିଷ୍ପତିକୁ ପଡାବାସୀ ବିରୋଧ କରିଛନ୍ତି । ତାଙ୍କର ବୁଥ ଏଥର ସିଙ୍ଗାରୀପଡା ହୋଇଛି ଯାହାକି ଜୁନାଗଡପଡାରୁ ୩ କିମି ଅଟେ । ପୂର୍ବରୁ ସେମାନେ ସ୍ଥାନିୟ ପ୍ରାଥମିକ…

ଆରପାରିରେ ଭୀମ

ନୂଆଦିଲ୍ଲୀ: ଲତା ମଙ୍ଗେଶକରଙ୍କ ମୃତ୍ୟୁ ପରେ ମନୋରଞ୍ଜନ ଶିଳ୍ପରୁ ଆଉ ଏକ ଖରାପ ଖବର ବାହାରିଲା । ମହାଭାରତ ସିରିଏଲରେ ଭୀମଙ୍କ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ୭୪ ବର୍ଷ ବୟସରେ ନିଧନ ଘଟିଛି । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ ଏବଂ ଆର୍ଥିକ ପ୍ରତିବନ୍ଧକ ସହିତ ମଧ୍ୟ ସଂଘର୍ଷ…

କିରେଇ ପଞ୍ଚାୟତର ଯୋଗାଣ ସହାୟକଙ୍କ ବିରୁଦ୍ଧରେ ଜମି ଜବରଦଖଲ ଅଭିଯୋଗ

ସୁନ୍ଦରଗଡ଼:-ସଦର ବ୍ଲକ ଅନ୍ତର୍ଗତ କିରେଇ ଗ୍ରାମ ପଞ୍ଚାୟତର ଯୋଗାଣ ସହାୟକ ଥିବା ଅମିତ ପଟେଲଙ୍କ ନାମରେ ଗତକାଲି ଏକ ଗୁରୁତର ଅଭିଯୋଗ ବିଜେପି ଜିଲ୍ଲାପାଳଙ୍କ ନିକଟରେ କରିଥିଲା ଯେ ସେ ଜଣେ ସରକାରୀ କର୍ମଚାରୀ ହୋଇ ଖୋଲାଖୋଲି ଭାବେ ଶାସକ ବିଜେଡିର ଜିଲ୍ଲା ପରିଷଦ ପ୍ରାଥୀଙ୍କ ସହ ନିର୍ବାଚନ…

ପଦ୍ମପୁର ଏନଏସି ପକ୍ଷରୁ ସେପଟେଜ ଟ୍ରିଟମେଣ୍ଟ ପ୍ଳାଣ୍ଟର ସଫଳ ପରୀକ୍ଷଣ ।

ପଦ୍ମପୁର(ଶାସକପ୍ରଶାସକ): ପଦ୍ମପୁର ଏନ୍‌ଏସି ପକ୍ଷରୁ ମେହେର ପଡା ସ୍ଥିତ ସ୍ଥାପିତ ତରଳ ମଳ ଉପଚାର (ସେପଟେଜ ଟ୍ରିଟମେଣ୍ଟ ପ୍ଳାଣ୍ଟ)ର ପରୀକ୍ଷଣ ହୋଇଯାଇଛି । ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜି ଏହାକୁ ଲୋକାର୍ପଣ କରିଥିଲେ। ଏହି ଅବସରରେ ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ…

ଦୁର୍ନୀତି ଓ ଅପାରଗତା କାରଣରୁ ସରକାରୀ ଚାକିରିରୁ ବିଦା ହେଲେ ୫ ଜଣ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକ ମୂଲ୍ୟ ବୋଧ ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର…