Sign in
Sign in
Recover your password.
A password will be e-mailed to you.
ମୋଦି ଉଵାଚ : ବିଜେଡ଼ି ପାଇଁ ବୁଷ୍ଟର ଡୋଜ, ସଙ୍ଗରୋଧରେ ରାଜ୍ୟ ବିଜେପି !
ଓଡିଶା ବିଜେପି କରେ ତୋ କ୍ୟା କରେ : ବାରମାସର ତପସ୍ୟା ଯାଉଛି ଶୁଖୁଆ ପୋଡ଼ାରେ
ଏଠି ଗର୍ଜନ ତର୍ଜ୍ଜନ କରୁଛି ବିଜେପି, ସେଠି ଓଡିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ "ପ୍ୟାର କି ଝପ୍ପୀ"
file photo
ଭୁବନେଶ୍ୱର (ଶାସକ ପ୍ରଶାସକ) ସତରେ ଓଡିଶା ବିଜେପିର କଥା ଭାବିଲା…
ଆହୁଜା ଦମ୍ପତ୍ତିଙ୍କୁ କେନ୍ଦ୍ର ସରକାରରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି
ନୂଆଦିଲ୍ଲୀ(ଶାସକ ପ୍ରଶାସକ) କେନ୍ଦ୍ରୀୟ ଡେପୁଟେସନରେ ଥିବା ଓଡିଶା କ୍ୟାଡର ଆଇଏଏସ ଦମ୍ପତ୍ତି ଶ୍ରୀ ମନୋଜ ଆହୁଜା ଓ ଆରତୀ ଆହୁଜାଙ୍କୁ କେନ୍ଦ୍ର ସରକାରରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ | କେନ୍ଦ୍ର ସରକାରଙ୍କ ଅଧୀନରେ ଦୁଇ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳରେ ସଚିବ ଭାବରେ ନିଯୁକ୍ତ…
ପଂଚାୟତ ନିର୍ବାଚନ ପ୍ରଚାର ପାଇଁ ରାଜ୍ୟ ସଭାପତିଙ୍କ ପଶ୍ଚିମାଂଚଳ ଗସ୍ତ
ବିଜେଡି ଶାସନରେ ଗଣତନ୍ତ୍ର ବିପଦରେ: ସମୀର ମହାନ୍ତି
ସମ୍ବଲପୁର / ଭୁବନେଶ୍ୱର,: ବିଜେଡି ଶାସନରେ ମହିଳା ଓ ଶିଶୁ ବିପଦରେ । ବିଜେଡି ଶାସନରେ ଗଣତନ୍ତ୍ର ବିପଦରେ । ରାଜ୍ୟରେ ପ୍ରତିଦିନ ହାରାହାରି ୪ ଧର୍ଷଣ ଓ ୬ ଅପହରଣ ହେଉଛି । ଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ଅଛନ୍ତି । ଶିକ୍ଷୟିତ୍ରୀ…
ବନ୍ଧକାଟିଆ ସେବା ସମବାୟ ସମିତିରେ ଧାନ ସଂଗ୍ରହ ; ୫୯୦ଜଣ ଚାଷୀ ପଂଜିକୃତ
ନିଶ୍ଚିନ୍ତକୋଇଲି, (ଦେବେନ୍ଦ୍ର ଷଢଙ୍ଗି):- ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ବନ୍ଧକାଟିଆ ସେବା ସମବାୟ ସମିତି ତରଫରୁ ଚଳିତ ୨୦୨୧-୨୨ ବର୍ଷର ଖରିଫ ଧାନ କ୍ରୟ କାର୍ଯ୍ୟ ଜାରି ରହିଛି । ବନ୍ଧକାଟିଆ ସେବା ସମବାୟ ସମିତିରୁ ଚଳିତ ବର୍ଷର ପ୍ରଥମ ଖରିଫ ଧାନ…
୩ଟି ଗ୍ରାମର ଅଧିବାସୀଙ୍କ ଜୀବନ ଧାରଣ ସ୍ଥିତି ଓ ସମସ୍ୟା ସମ୍ପର୍କରେ ସର୍ଭେ କଲେ କେଏଲ୍ ଡିମ୍ଡ-ଟୁ-ବି ୟୁନିଭରସିଟି…
ନାଗରିକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ବୁଝିବା ଏବଂ ସେମାନଙ୍କ ମଧ୍ୟରେ ଆଇନଗତ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ୟୁନିଭରସିଟି ପକ୍ଷରୁ ୨ ଦିନବ୍ୟାପୀ ସର୍ଭେ
ଭଦ୍ଦେଶ୍ୱରମ୍/ ବିଜୟୱାଡା : ସ୍ନାତକ ଓ ଉଚ୍ଚଶିକ୍ଷା ନିମନ୍ତେ ଦେଶର ଅନ୍ୟତମ ଅଗ୍ରଣୀ ୟୁନିଭରସିଟି କେଏଲ୍ ଡିମ୍ଡି-ଟୁ-ବି…
ଆମୱେ ଇଣ୍ଡିଆ କରୁଛି ଗମିଜ୍ ଓ ଜେଲି ଷ୍ଟ୍ରିପ ଫର୍ମାଟରେ ନୂଆ ବର୍ଗର ସପ୍ଲିମେଣ୍ଟ ପ୍ରଚଳନ
ସ୍ୱାଦିଷ୍ଟ, ଟ୍ରେଣ୍ଡି, ସୁବିଧାଜନକ ଏବଂ ସରଳିକୃତ ପୋଷଣ ପରିପୂରକ ସହଶ୍ରାବ୍ଦର ଯୁବପିଢିଙ୍କ ଯାତ୍ରା ସମୟରେ ମଧ୍ୟ ସେମାନଙ୍କର ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଆବଶ୍ୟକତା ପ୍ରତି ଧ୍ୟାନଦେବ
ଭୁବନେଶ୍ୱର: ନିରନ୍ତର ଉତ୍ପାଦ କ୍ଷେତ୍ରରେ ନବୋନ୍ମେଷ ଜରିଆରେ ସ୍ୱାସ୍ଥ୍ୟ ଓ ରୋଗ ପ୍ରତିରୋଧ…
ରାଉରକେଲା ଅବକାରୀ ବିଭାଗ ଦ୍ୱାରା ମହୁଲି ନେଇ ଯାଉଥିବା ଏକ କାର ଜବତ
ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ଅବକାରୀ ଅଧିକ୍ଷକଙ୍କ ଆଦେଶ କ୍ରମେ ରାଉରକେଲା ଅବକାରୀ ବିଭାଗର ଇନ୍ସପେକ୍ଟର ଓ ତାଙ୍କ ଷ୍ଟାଫଙ୍କ ସହ ବିଶ୍ରା ଥାନା ଅନ୍ତର୍ଗତ କରକଟା ଖୁଟଗାଁ ରେ ମଦ ଧରପଗଡ ଓ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ମହୁଲି ନେଇ ଯାଉଥିବା ଏକ କାରକୁ ଜବତ କରିଛନ୍ତି |…
ସାହିତ୍ୟ ପତ୍ରିକା ନବକାକଳିର ସ୍ଵନକ୍ଷତ୍ର ଉତ୍ସବ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ସଦର ମହକୁମାର ଅନତିଦୂରରେ କନ୍ତାର ଗ୍ରାମରେ ନିୟମିତ ୨୭ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା ନବକାକଳି ସାହିତ୍ୟ ପତ୍ରିକାର ସୁନକ୍ଷତ୍ର ଉତ୍ସବ,ରାଜ୍ୟ ସ୍ତରୀୟ କବି ସମ୍ମିଳନୀ,ସାରସ୍ଵତ ସଭା , ମାନପତ୍ର ସମ୍ବଦ୍ଧନା ସହିତ ପୁସ୍ତକ ଓ ପତ୍ରପତ୍ରିକାର…
ଇଟାମାଟି ପୋଲିସକୁ ବଡ ସଫଳତା
ନୟାଗଡ଼(ବିଶ୍ୱଜିତ ନାୟକ)- ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ଥାନା ପୋଲିସକୁ ମିଳିଛି ଏକ ବଡ ସଫଳତା । କଟକରୁ ନୟାଗଡ଼ ଅଭିମୁଖେ ଆସୁଥିବା ଏକ ଗାଡିକୁ ଇଟାମାଟି ପୋଲିସ କୌଣସି ଏକ ସୂତ୍ରରୁ ଖବର ପାଇ ସେହି ଗାଡି ଉପରେ ଚଢ଼ଉ କରିଥିବା ବେଳେ ସେହି ଗାଡିରୁ ୨୨୪୦ଟି କଫ ସିରଫ ବୋତଲ ଜବତ କରିଥିଲା ।…
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ: ବିଜେଡି ପାଇଁ ପ୍ରଚାର କଲେ ସାଂସଦ ମୁନ୍ନା ଖାଁ
ଖୋର୍ଦ୍ଧା/ରବି ନାରାୟଣ ସାହୁ- ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ୨ନମ୍ବର ଯୋନର ଜିଲ୍ଲା ପରିଷଦ ବିଜେଡି ପାର୍ଥି ପାଇଁ ରାଜ୍ୟ ସଭା ସଂସଦ ମୁନ୍ନା ଖାଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ | ସାଂସଦଙ୍କ ସହ ଖୋର୍ଦ୍ଧାର ବିଧାୟକ ଜିତୁ ମିତ୍ର, ପ୍ରଫୁଲ୍ଲ କୁମାର ଦଳେଇ ପ୍ରମୁଖଙ୍କୁ ବିଶାଳ ମାରାଥନ…