ହଜିଗଲା ମାନବିକତା: ଧାର ଟଙ୍କା ସୁଝିପାରି ନ ଥିବାରୁ ୪୮ଘଣ୍ଟା ଧରି ଘର ଭିତରେ ପଡ଼ି ରହିଲା ଶବ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭୁଲା ଅଭାବନୀୟ ଘଟଣା। ଗାଁ ସମାଜ ପାଣ୍ଠିରୁ ଆଜକୁ ୧୯ବର୍ଷ ପୂର୍ବରୁ ୪୦୦ଟଙ୍କା ଧାର ଆଣି ଶୁଝି ପାରିନଥିବାରୁ ମୃତ୍ୟୁ ପରେ ଉକ୍ତ ବ୍ୟକ୍ତି ର ମୃତ ଦେହକୁ ସମାଜ ଲୋକେ ଛୁଇଁ ନାହାନ୍ତି।…

ଚନ୍ଦ୍ରଶେଖରପୁର ଡିଏଭି ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର : ଛାତ୍ରଛାତ୍ରୀମାନଙ୍କୁ ଅଫ୍ଲାଇନ୍ ମୋଡରେ ପରୀକ୍ଷା ଦେବାକୁ ବାଧ୍ୟ କରାଯାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସତ୍ୟରଞ୍ଜନ ସାହୁ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଡିଏଭି ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ…

ଝାରସଗୁଡ଼ା ଜିଲ୍ଲାରେ ଶାସକ ଦଳର ନିର୍ବାଚନ ଆଚରଣ ବିଧି ଉଲ୍ଲଘନ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦହେଲା କଂଗ୍ରେସ ।

ଭୁବନେଶ୍ୱର - ରାଜ୍ୟରେ ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିଚାଳନାରେ ଝାରସୁଗୁଡ଼ାର ପ୍ରଶାସନ ବିଫଳ ହୋଇଛନ୍ତି । ନିର୍ବାଚନ ଆୟୋଗଙ୍କ ନିୟମ ମୁତାବକ କଂଗ୍ରେସ ଦଳ ଘରକୁ ଘର ଭୋଟ ପ୍ରଚାର କରୁଥିବା ବେଳେ ସ୍ଥାନୀୟ ଶାସକ ଦଳ ଶାସକ ଦଳର ମୃଷ୍ଟିମେୟ ପ୍ରଭାବଶାଳୀ ନେତାଙ୍କ ପ୍ରରୋଚାନରେ…

ଭିନ୍ନକ୍ଷମ ହୋଇବି ହାରି ନାହାନ୍ତି ଅଜିତ: ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ

ସୁନ୍ଦରଗଡ଼ - ବିକଳାଙ୍ଗ ଦୁଇ ହାତରେ ପୁଣି ଅଙ୍କାବଙ୍କା ଆଙ୍ଗୁଳି | ତଥାପି ମନରେ ଖୁନ୍ଦି ହୋଇଛି ନିଜ ଗୋଡ଼ରେ ଛିଡା ହେବା, କିଛି କରି ଦେଖାଇବାର ଅଦ୍ୟମ ଇଛାଶକ୍ତି ଓ ସାହସ | ସେଥିପାଇଁ ଦୀର୍ଘ ଚାରି ବର୍ଷ ହେଲା ଏକ ଝାଳ ମୁଢି ଦୋକାନ ଦେଇ ନିଜ ମାଆ ବାପାଙ୍କ ଦାୟିତ୍ୱ ନେବାକୁ ସେ ଆଗଭର…

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ତଥା ସମାଜସେବୀ ରାକେଶ ସାହୁ !!!

ବାଣପୁର(ସେକ କୌଶର )ରବିବାର ଦିନ ପୁରୀ ଠାରେ ଆୟୋଜିତ ହୋଇଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ ୪୯୯ ଓଡ଼ିଶାର ଦ୍ୱିତୀୟ ଜନ୍ମ ବାର୍ଷିକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ରାକେଶ ସାହୁ ସମ୍ବର୍ଦ୍ଧିତ ହୋଇଛନ୍ତି . ସାମ୍ବାଦିକତା…

ପଲ୍ଲୀ ସଂସ୍କୃତିକଳା ପରିଷଦ ଗୃହରେ ଚିଲିକା ବିଧାୟକ ଓ ବିଜେପି ନେତାଙ୍କ ମଧ୍ୟରେ ବଚସା

ଖୋର୍ଦ୍ଧା (ସେକ କୌଶର ) ବାଣପୁର ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ବଜାର ସ୍ଥିତ ପଲ୍ଲୀ ସଂସ୍କୃତି ପରିଷଦ ଗୃହଟି ସ୍ଥାନୀୟ ଅଞ୍ଚଳର ପାଠଗାର ହିସାବରେ କାର୍ଯ୍ୟକାରୀ ହୋଇଥାଏ ।ଆଜି ସକାଳେ ଏହି ଗୃହରେ କିଛି ବିଜେପି ପତାକା ଥିବାର ଖବର ପାଇ ବିଧାୟକ ପ୍ରଶାନ୍ତ ଜଗଦେଵ ନିଜ କର୍ମୀ ମାନଙ୍କୁ ନେଇ…

ବାବା ବୁଢ଼ା କ୍ରିକେଟ ଉଦଯାପିତ: ଭେଉଁରିଆ ଚାମ୍ପିଅନ ।

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ନିକଟସ୍ଥ ପୁଢେରଖାର ଠାରେ ବି.ସି.ସି. ଦ୍ଵାରା ଆୟୋଜିତ ୫ମ ବାବା ବୁଢ଼ା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ବୁଧବାର ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ଭେଉଁରିଆ ଦଳ ସର୍ଗିବାହାଲ ଦଳକୁ…

ଜିଲ୍ଲାର ବିଭିନ୍ନ ଗ୍ରାମରେ “ସଖୀ”- ୱାନଷ୍ଟପ କେନ୍ଦ୍ର ପକ୍ଷରୁ ବାଲ୍ୟ ବିବାହ ନିଷେଧ ଅଭିଯାନ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ସଖୀ"- ୱାନଷ୍ଟପ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲାର ବ୍ରାହ୍ମଣ ସୀତାପୁର , ଉପଲଡା , ଜୀବା , ପଦ୍ମପୁର , ଜଗିପାଡୁ ଗ୍ରାମରେ କିଶୋରୀ ବାଳିକା ମାନଙ୍କୁ ନେଇ ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କିତ , ଯୁବତୀ ଚାଲାଣ , ଯୌନ ନିର୍ଯ୍ୟାତନା ଉପରେ…

ଖସିଯାଉଛି ପାଦ ତଳର ମାଟି : ଗଜପତିରେ ବିଜେପିକୁ ଝଟକା ପରେ ଝଟକା

କାଲି ଛାଡିଥିଲେ ପୂର୍ବତନ ଜିଲ୍ଲା ସଭାପତି, ଆଜି ଛାଡିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ଗଜପତିରେ ଦୋହଲିଯାଇଛି ବିଜେପିର ମେରୁଦଣ୍ଡ | ଗତକାଲି ପାରଳାଖେମୁଣ୍ଡିଠାରେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ବିଜେଡିରେ ଯୋଗ ଦେଇଥିବା ବେଳେ ଆଜି ମୋହନଠାରେ…

ଦୁର୍ଘଟଣା ପୀଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ ସକାଶେ ଇଣ୍ଡିଆନ ରେଡକ୍ରସ ସହିତ ହାତ ମିଳାଇଲା ଏଏମ/ଏନଏସ ଇଣ୍ଡିଆ

ଭୁବନେଶ୍ୱର:- ଆର୍ସେଲର ମିତ୍ତଲ-ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ଇଣ୍ଡିଆ)ସଡ଼କ ଦୁର୍ଘଟଣା ପୀଡ଼ିତ ଲୋକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ସୁନ୍ଦରଗଡ଼, ଇଣ୍ଡିଆନ ରେଡକ୍ରସ ସୋସାଇଟି ଜିଲ୍ଲା ଶାଖା ସହିତ ହାତମିଳାଇଛି ।ଏହିକ୍ରମରେ ଏଏମ୍ଏ ନ୍ଏସ୍ଇଣ୍ଡିଆଫାଇନ୍ସାସିଆଲ୍…