Sign in
Sign in
Recover your password.
A password will be e-mailed to you.
ଆଜିଠୁ ଖୋଲିଲା ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲାଙ୍କ ନିମନ୍ତେ ବିଦ୍ୟାଳୟ
ପ୍ରଥମ ଦିନର ଉପସ୍ଥାନ ଉତ୍ସାହଜନକ, ବିଦ୍ୟାଳୟଗୁଡ଼ିକ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିଛିା ୩୭,୫୩୩ଟି ସରକାରୀ, ସରକାରୀ…
ବିଜୁ ଯୁବ ଜନତା ଦଳ ପକ୍ଷରୁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ।
ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ବିଜୁ ଯୁବ ଜନତା ଦଳର ପ୍ରତେକ କର୍ମୀଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନ ର ଡିଜିଟାଲ କ୍ୟାମ୍ପେନର ମୁଖ୍ୟ ପୁରୋଧା ସାଜିବା ନିମନ୍ତେ ଆହ୍ୱାନ।
ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ବିଜୁ ଜନତା ଦଳର…
ଆଉ ନାହାନ୍ତି ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁ
କେନ୍ଦୁଝର (ସିଦ୍ଧେଶ୍ୱର ସାହୁ) କେନ୍ଦୁଝର ନାଗରିକ ମଂଚର ସଭାପତି ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ ଆଜି ସନ୍ଧ୍ୟାରେ ଅକାଳ ବିୟୋଗ ଘଟିଛି । ବାୟୁସେନାର ଅବସରପ୍ରାପ୍ତ ଯୋଦ୍ଧା କେନ୍ଦୁଝରରେ ରହି ଏହାର ମାଟି ପାଣି ପବନ ସହ ଏକାକାର ହୋଇ ଯାଇଥିଲେ । ବିଭିନ୍ନ ଗଣସଂଗଠନ ର ନେତୃତ୍ୱ ନେଇ…
ମୁଖ୍ୟମନ୍ତ୍ରୀ ଦେଲେ ଭରସା : “ସମସ୍ତେ ମିଶି ପାଠପଢାର କ୍ଷତିକୁ ଭରଣା କରିବା,ପିଲାଙ୍କର କିଛି ଅସୁବିଧା ହେବ…
ସ୍କୁଲ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା : ବର୍ତ୍ତମାନ ର ଅଭିଜ୍ଞତା ଭବିଷ୍ୟତର ଆହ୍ବାନ ର ମୁକାବିଲା ପାଇଁ ପିଲାମାନଙ୍କୁ ସାହସ ଓ ଶକ୍ତି ଦେବ
ସ୍କୁଲ ଖୋଲିଲା, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି - ମୁଖ୍ୟମନ୍ତ୍ରୀ
କୋଭିଡ ନିୟମ ପାଳନ କରିବାକୁ ଛାତ୍ରଛାତ୍ରୀ, ଶିକ୍ଷକ…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜମୁଛି ପ୍ରଚାର
ମୁଖ୍ୟମନ୍ତ୍ରୀ ଙ୍କର ଉପରେ ରହିଛି ରାଜ୍ୟବାସୀଙ୍କ ଅତୁଟ ବିଶ୍ୱାସ :- ଭୋଜରାଜ ସିଂ
ବରଗଡ :- ଆସନ୍ତା ଷୋହଳ ତାରିଖ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ରେ ବରଗଡ଼ ଜିଲ୍ଲାର ପାଇକମାଲ ଓ ଝାରବନ୍ଧ ବ୍ଲକ ସାମିଲ ରହିଛି । ଭୋଟ ଗ୍ରହଣର…
ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କଲେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା
ସରକାରଙ୍କ ବିକାଶ ଯୋଜନା ବିଷୟରେ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର
ବାଲେଶ୍ୱର -ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଂଚାୟତକୁ ମାରାଥନ ଗସ୍ତ କରି ସରକାରଙ୍କ ବିକାଶ ଯୋଜନା ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ କର୍ମୀଙ୍କୁ…
ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ତାଲିକା ଘୋଷଣା
ଗୋଲକଙ୍କୁ ଯୁବ, ପୃଥ୍ୱୀରାଜଙ୍କୁ ଅନୁସୂଚିତ ଜାତି ଓ ଲେଖାଶ୍ରୀଙ୍କୁ ଓବିସି
ଭୁବନେଶ୍ୱର: ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଏବଂ ସଂଗଠନରେ ମୋର୍ଚ୍ଚାମାନଙ୍କର ସଂଗଠନାତ୍ମକ, ରଚନାତ୍ମକ ଓ ଆନ୍ଦୋଳନାତ୍ମକ କାର୍ଯ୍ୟାଧାରାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ…
ବିଜେପି ଆଣିଲା ଅଭିଯୋଗ : ଯୋଗାଣ ସହାୟକ କରୁଛନ୍ତି ନିର୍ବାଚନ ପ୍ରଚାର
ସୁନ୍ଦରଗଡ : ନିଜ ପଦବୀର ଅପବ୍ୟବହାର କରି କିରେଇ ଗ୍ରାମ ପଞ୍ଚାୟତର ଯୋଗାଣ ସହାୟକ ଅମିତ ପଟେଲ ନିର୍ବାଚନ ପ୍ରଚାରରେ ସାମିଲ ହେଉଛନ୍ତି ଓ ଏପରିକି ସେ ସଦର ବ୍ଲକ(କ)ଜୋନର ବିଜେଡି ପ୍ରାଥୀ ଅଶ୍ବିନୀ ନାୟକଙ୍କ ପାଇଁ ବିଭିନ୍ନ ସଭାରେ ଅତିଥି ଭାବେ ଯୋଗଦେବା ସହ ମଞ୍ଚରେ ପ୍ରାଥୀଙ୍କ ସହ ବସିବା ଠୁ…
ସାମ୍ବାଦିକ ରୋହିତ ବିଶ୍ଵାଳ ଓ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ମାଓବାଦୀଙ୍କ ଦ୍ବାରା ବିଛା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଖବରଦାତା ରୋହିତ ବିଶ୍ଵାଳ ଓ ସଂଗୀତ ବିଦୁଷୀ ଓ କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ ଉଦ୍ଦେଶ୍ୟରେ ଦେବଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଛକ ନିକଟରେ…
ହିଣ୍ଡାଲକୋ ହୀରାକୁଦ ପକ୍ଷରୁ ବୃହତ ସ୍ପେଶାଲିଷ୍ଟ ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ହୀରାକୁଦ /ଭୁବନେଶ୍ୱର: ହିଣ୍ଡାଲକୋ ହୀରାକୁଦ ପକ୍ଷରୁ ହୀରାକୁଦ ସରକାରୀ ହାଇସ୍କୁଲଠାରେ ନିକଟରେ ଏକ ସ୍ପେଶାଲିଷ୍ଟ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ସମ୍ବଲପୁର କ୍ଲଷ୍ଟର ହେଡ୍ ଶ୍ରୀ କୈଳାସ ନାଥ ପାଣ୍ଡେ ଏବଂ ସମ୍ବଲପୁରର ପରିବାର ନିୟୋଜନ ଏଡିଏମ୍ଓ ଡା.ଭରତ ଦାଶ ମିଳିତ ଭାବରେ ଏହି…