ରାଉରକେଲା ରେ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ଼: ରାଉରକେଲା ସହ ଅନ୍ୟ ୬ଟି ସ୍ଥାନରେ ଚଢ଼ାଉ।

ରାଉରକେଲା/ବସନ୍ତ କୁମାର ଜେନା:ରାଉରକେଲା ଏଡିଏମ ଅଫିସ ରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।ରାଉରକେଲା ସହ ଭୁବନେଶ୍ୱର ଏବଂ ଯାଜପୁର ଜିଲ୍ଲା କଳିଙ୍ଗନଗର ରେ ଥିବା ଘରେ ମଧ୍ୟ ରେଡ଼ ହେଉଛି। ଆୟ…

ବାସୁଦେବପୁର ବ୍ଲକ୍ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ : “ପାଇଖାନା କେଁ”ର ଖୋଳତାଡ଼

ବାସୁଦେବପୁର(ପ୍ରତାପ ପାଢୀ): ଆଜି ବାସୁଦେବପୁର ରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା ବାଲେଶ୍ଵର ଭିଜିଲାନ୍ସ ଟିମ୍ କୁ | ସୂଚନା ଅନୁସାରେ ଆଜି ବାସୁଦେବପୁର ରେ ପାଇଖାନା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ବାଲେଶ୍ଵରର ଭିଜିଲାନ୍ସ ଏସପି ଙ୍କ ନିର୍ଦେଶରେ ଏକ ଟିମ୍…

ଭାରତ ରତ୍ନ ଲତା ମଙ୍ଗେସକର୍ ଓ ସାମ୍ବାଦିକ ରୋହିତ ବିଶ୍ବାଳଙ୍କୁ ଶ୍ରଦ୍ଧାଞ୍ଜଳି

ଜଗତସିଂହପୁର//ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଭାରତ ରତ୍ନ ଲତା ମଙ୍ଗେସକର୍ ଓ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ…

ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଖରାପ : ବାଘମୁଣ୍ଡ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପାଲଟିଛି ଆର୍ବଜନା କୁଣ୍ଡ

୪ ବର୍ଷରୁ ଉର୍ଦ୍ଧ ହେବ କେନ୍ଦ୍ରରେ ଏଏନ୍ଏମ ରହୁନାହାନ୍ତି ,ଲୋକେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) ସରକାର ସାଧାରଣ ଲୋକଙ୍କର  ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବା ପାଇଁ ପ୍ରାଥମିକ ସ୍ତରରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରତ୍ୟେକ ପଞ୍ଚାୟତ…

ପ୍ରଥମ ବୁଢାରଜା କ୍ରିକେଟ ଉଦଘାଟିତ ।

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ନିକଟସ୍ଥ ବଇଦପାଲି ଗ୍ରାମରେ ପ୍ରଥମ ବୁଢାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି।ଉଦଘାଟନୀ ମ୍ୟାଚ କନସିଂହା ଓ ଖୁଜେନ ମଧ୍ୟରେ ହୋଇଥିଲା।ଏଥିରେ କନସିଂହା ବିଜୟୀ ହୋଇଥିଲା।ମୁଖ୍ୟ ଅତିଥି ଟଙ୍କମଣି ସ୍ବାଇଁ,ସମ୍ମାନିତ ଅତିଥି ଯୁବଚାଷୀ ଅଜିତ…

ଗୁଣୁପୁର ନବ ନିର୍ମାଣ ସମିତି ପକ୍ଷରୁ ବଂଶଧାରା ବସନ୍ତ ମହୋତ୍ସବ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ନବ ନିର୍ମାଣ ସମିତି ପକ୍ଷରୁ 2013 ମସିହା ଠାରୁ ବଂଶଧାରା ବସନ୍ତ ମହୋତ୍ସବ ନାମରେ ଏକ ରାଜ୍ୟସ୍ତରୀୟ ମହୋତ୍ସବ ପାଳିତ ହେଉଛି |ଏହି ମହୋତ୍ସବରେ ମେଗା କ୍ରୀଡା ଉତ୍ସବ ସହ ଅନେକ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୁଏ ଏହା ସହ କବିତା…

ମୋଟର ଚାଳକଙ୍କ ବିକ୍ଷୋଭ : ଅଫିସ୍ ଲାଗି ଗୃହ ଯୋଗାଇଦେବାକୁ ଦାବି

କେନ୍ଦୁଝର(ସିଦ୍ଧେଶ୍ୱର ସାହୁ) - ଆଜି କେନ୍ଦୁଝର ଜିଲ୍ଳାପାଳଙ୍କ ଦପ୍ତର ସାମ୍ନାରେ ଓଡିଶା ମୋଟର ଚାଳକ ସଂଘର କେନ୍ଦୁଝର ଶାଖା ଆନୁକୁଲ୍ୟରେ ଶହ ଶହ ମୋଟର ଚାଳକ ବିକ୍ଷୋଭ କରିଥିଲେ । କରୋନା କଟକଣା ସମୟରେ ମୋଟର ଚାଳକମାନେ ଜୀବନକୁ ପାଣି ଛଡେଇ ସେବା କରି ଥିବା କଥା ସେମାନେ ଦୋହରାଇ ଥିଲେ ।…

ଦିବଂଗତ ଭାରତରତ୍ନ ଲତାମଙ୍ଗେସକରଙ୍କ ବିୟୋଗରେ ଶୋକସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଭାରତର ପ୍ରସିଦ୍ଧ ଗାୟିକା ଭାରତରତ୍ନ ସୁର-ସାମ୍ରାଜ୍ଞୀ ଲତାମଙ୍ଗେସକରଙ୍କ ବିୟୋଗରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା…

ୟୁନିୟନ ବ୍ୟାଙ୍କ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ମହିଳା ସିଲେଇ ପ୍ରଶିକ୍ଷାର୍ଥୀ ମାନଙ୍କ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ବ୍ୟାଙ୍କ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳାମାନଙ୍କୁ ସିଲେଇ ତାଲିମ କାର୍ଯ୍ୟକ୍ରମର ପ୍ରଶିକ୍ଷାର୍ଥୀ ପ୍ରଦାନ କରାଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆର୍ସେଟି ବଜାର ପ୍ରାଙ୍ଗଣରେ ଗୋଟିଏ…