ଜଗତସିଂହପୁର/ସୁମନ୍ତ କୁମାର ଦାସ:ପଦ୍ମଶ୍ରୀ ରଜତ କରଙ୍କ ଵିୟୋଗରେ ଏକ ଶ୍ରୁତି ଭରା ଜଗତସିଂହପୁର ସଂସ୍କୃତି ପରିଷଦ ଗୃହ ରେ ଅନୁଷ୍ଠିତ ହୋଇଯାଇଅଛି lସ୍ଥାନୀୟ ଦର୍ଶନପୁର ସ୍ଥିତ ଡ୍ରିମ୍ ଇଣ୍ଡିଆ ସ୍କୁଲ ପରିସରରେ ଆୟୋଜିତ ସଭାରେ ହିମାଂଶୁ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ lଏଥିରେ ଅଳକା କଲେଜ ର ପୂର୍ବତନ ଅଧ୍ୟକ୍ଷ ତଥା ଅନୁଷ୍ଠାନ ର ଅଧ୍ୟକ୍ଷ ବନମାଳୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ରଜତ କରଙ୍କ ପରି ପ୍ରଜ୍ଞା ପୁରୁଷ ବିରଳ ବୋଲି ସମୟରେ ଵିୟୋଗରେ ସାରସ୍ୱତ୍ ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହେଲା ବୋଲି କହିଥିଲେ lମୁଖ୍ୟ ବକ୍ତା ଭାବେ ଶିକ୍ଷାମନ୍ତ୍ରୀ ଶାଗରିକା ରାଉଳ ଓ ସମ୍ମାନୀତ ଅତିଥି ଭାବେ ଅମିତ ରଂଜନ ବିଶ୍ୱାଳ ,ଶିକ୍ଷୟତ୍ରୀ ତନ୍ମୟି ଭୂୟାଁ,ସରୋଜିନୀ ପାତ୍ର ଓ ମଧୁସ୍ମିତା ସାହୁ ପ୍ରମୁଖ ଯୋଗ ଦେଇ ଜଣେ ପ୍ରବୀଣ ଶିକ୍ଷାବିତ୍ lଜଗନ୍ନାଥ ସଂସ୍କୃତିର ପ୍ରଚାରକ ଭାବେ ସ୍ବର୍ଗତ କର ସ୍ବତନ୍ତ୍ର ପରିଚୟ ର ଅଧିକାରୀ ଥିଲେ ବୋଲି ଗତ ପ୍ରକାଶ କରିଥିଲେ lଶେଷରେ ଶିକ୍ଷୟତ୍ରୀ ଡଲି ବେହେରା ଧନ୍ୟଵାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post