ବାସୁଦେବପୁର : ବିଜେପି ପକ୍ଷରୁ ପୌର ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ପୁଷ୍ପାଞ୍ଜଳି ମହାପାତ୍ର

 ବାସୁଦେବପୁର(ପ୍ରତାପ ପାଢ଼ୀ) - ନିର୍ବାଚନ କମିଶନ ଙ୍କ ଠାରୁ ପୌର ନିର୍ବାଚନ ପାଇଁ ଘୋଷଣା ପରେ ବାସୁଦେବପୁର ରେ ଜାରି ରହିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ବାସୁଦେବପୁର ରେ ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି, କଂଗ୍ରେସରୁ ପ୍ରାର୍ଥୀ ମାନେ ଜାରି ରଖିଛନ୍ତି ନାମାଙ୍କନ ପତ୍ର ଦାଖଲ।…

୨୦୩୦ ସୁଦ୍ଧା ଫାଇଲେରିଆ ନିରାକରଣ ପାଇଁ ଭାରତର ପ୍ରତିବଦ୍ଧତା

ଦ୍ୱିତୀୟ ପର୍ଯ୍ୟାୟ ସାମୂହିକ ଔଷଧ ସେବନ (ଏମ୍‍ଡିଏ) କାର୍ଯ୍ୟକ୍ରମ ମାର୍ଚ୍ଚ ୭ରୁ ଆରମ୍ଭ   ଏମ୍‍ଡିଏ ପର୍ଯ୍ୟାୟରେ ବରଗଡ, କେନ୍ଦୁଝର, କନ୍ଧମାଳ, ମୟୁରଭଞ୍ଜ, ସୋନପୁର, ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲା ସାମିଲ ଭୁବନେଶ୍ୱର: ଲିମ୍ଫାଟିକ ଫାଇଲେରିଆସିସ୍‍ (ଏଲ୍‍ଏଫ) ନିରାକରଣ…

ସ୍ୱେଚ୍ଛାକୃତ ଅଙ୍ଗଦାନ ପଞ୍ଜୀକରଣ ପାଇଁ ଆଗେଇ ଆସିଲେ 500ରୁ ଊର୍ଦ୍ଧ୍ୱ ବ୍ୟକ୍ତି

ଓଡ଼ିଶା-ମୋ ପରିବାରର ଅନନ୍ୟ ପ୍ରୟାସ, ବିଜୁ ଜୟନ୍ତିରେ ଆରମ୍ଭ ହେଲା ଅଙ୍ଗଦାନ କାର୍ଯ୍ୟକ୍ରମ ଭୁବନେଶ୍ୱର: ଓଡ଼ିଶା-ମୋ ପରିବାରର ବିଭିନ୍ନ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଅଙ୍ଗଦାନ କାର୍ଯ୍ୟକ୍ରମ ଭଳି ଏକ ନୂଆ…

ବରପଡା ସ୍ଥିତ ବାଲୁଙ୍କେଶ୍ୱର ମହାଦେବ ଙ୍କ ପୀଠରେ ଷଷ୍ଠବିଂଶ ତମ ନାମଯଜ୍ଞ

ଆଧ୍ୟାତ୍ମିକ ପରିବେଶରେ ନେମାଳ ପଦ୍ମବନ ପୀଠ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ଙ୍କ ନିକଟରୁ ଆଜ୍ଞାମାଳ ଆସି ଚିରା ଚରିତ ଶୈଳୀ ରେ ଯଜ୍ଞ ଆରମ୍ଭ । ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ) - କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବରପଡା ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ…

କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦ୍ଘାଟିତ।

ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ) : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଡି ଗ୍ରାମ ପଞ୍ଚାୟତ କୁମୁଡ଼ା ଜୟପୁର ଖେଳ ପଡ଼ିଆ ଠାରେ ଲକ୍ଷ୍ମୀ ପ୍ରିୟା ମହାନ୍ତି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ସମସରପୁର ଗ୍ରାମ ର ସାମ୍ବାଦିକ ସୁବ୍ରତ କୁମାର…

ଖଇରା ବରିଷ୍ଠ ନାଗରିକ ମଞ୍ଚର ତୃତୀୟ ବାର୍ଷିକ ଉତ୍ସବ

ଖଇରା/ବୁଲୁ ଲେଙ୍କା :ବାଲେଶ୍ଵର ଜିଲ୍ଲା ଖଇରା ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଖଇରା ଦୁର୍ଗା ମଣ୍ଡପ ପରିସରରେ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶରତ ଚନ୍ଦ୍ର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଭିନ୍ନ ଅତିଥିମାନେ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ପଣ୍ଡିତ କୃଷ୍ଣ…

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ରାଜ୍ୟସ୍ତରୀୟ ଜୟନ୍ତୀ…

ଭୁବନେଶ୍ୱର:ଆଜି ଓଡ଼ିଶାର ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିଭାଗୀୟ ସମ୍ମିଳନୀ କକ୍ଷଠାରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।ସ୍ୱର୍ଗତ ବିଜୁ ପଟ୍ଟନାୟକ ଥିଲେ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନର…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଫଳ କ୍ରୀଡ଼ାବିତଙ୍କୁ ଅର୍ଥ…

ଭୁବନେଶ୍ୱର : ବିଶିଷ୍ଟ ଜନନାୟକ, ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପବିତ୍ର ଜନ୍ମବାର୍ଷିକୀ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଫଳ କ୍ରୀଡ଼ାବିତଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି । ଫେଡେରେସନ କପ ଭଲିବଲ…

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଦକ୍ଷତା ବିକାଶ ଜରିଆରେ ଯୋଡ଼ାର ଯୁବବର୍ଗଙ୍କ ସଶକ୍ତୀକରଣ

 ଶିଳ୍ପ ସିଲାଇ ମେସିନ୍ ଅପରେଟର୍ ପାଠ୍ୟକ୍ରମର ଶୁଭାରମ୍ଭ ଭୁବନେଶ୍ୱର: ଗୁଣାତ୍ମକ ବୈଷୟିକ ନିଯୁକ୍ତି ଭିତିକ ପ୍ରଶିକ୍ଷଣ ଏବଂ କୌଶଳ ବିକାଶ ଜରିଆରେ ଶିଳ୍ପ ଲାଗି ପ୍ରସ୍ତୁତ ଶ୍ରମ ଶକ୍ତି ଗଠନ କରି ଯୁବତୀମାନଙ୍କୁ ନିଯୁକ୍ତିକ୍ଷମ ହେବାରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ ପକ୍ଷରୁ…

ବଲାଙ୍ଗିର ମ୍ୟୁନିସିପାଲିଟି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ମିଳନୀ ସାହୁ ହେଲେ ଚେୟାରମେନ ପ୍ରାର୍ଥୀ ଦୁର୍ନୀତି ବିରୁଦ୍ଧରେ ଓ ପରିବର୍ତ୍ତନ ସପକ୍ଷରେ ହେବ ମତଦାନ - ସମରେନ୍ଦ୍ର ବଲାଙ୍ଗିର- ଦିର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ହେବ ବଲାଙ୍ଗିର ପୌର ପରିଷଦ ସରକାରୀ ଦଳ କବଜାରେ । ପୌର ଦୁର୍ନିତି ଯୋଗୁଁ ଲୋକେ ବହୁତ ହନ୍ତସନ୍ତ । ତେଣୁ ଏହି ପୌର ନିର୍ବାଚନରେ…