ଜଗତସିଂହପୁର/ସୁମନ୍ତ କୁମାର ଦାସ: -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ରାଜସ୍ୱ ଗ୍ରାମର କନିମୁଳ ଗ୍ରାମର ଧର୍ମପରାୟଣ ମହିଳା ଶାନ୍ତି ସୁଦ୍ଧା ସ୍ୱାଇଁ ଙ୍କ ନିଜ ବାସଭବନ ରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି.ହିମାଂଶୁ ସ୍ବାଇଁ, ସଂଗ୍ରାମ କେଶରି ସ୍ବାଇଁ, ସୁଧାଂଶୁ ସ୍ବାଇଁ, ସୁଭ୍ରାଂଶୁ ସ୍ବାଇଁ, ସମର୍ପଣ ସ୍ବାଇଁ, ଅମର ସ୍ବାଇଁ, ସାଗର ସ୍ବାଇଁ, ତୁଷାର ସ୍ବାଇଁ, ସବିତା ସ୍ବାଇଁ, ବନଲତା ସ୍ବାଇଁ, ସ୍ବାତିସୁଚିସ୍ମିତା ସ୍ବାଇଁ, ଅଲକା ସ୍ବାଇଁ, ମାନସି ସ୍ବାଇଁ, ପଲ୍ଲବୀ ସ୍ବାଇଁ, ସ୍ମିତାଞ୍ଜଳି ସ୍ବାଇଁ, ପ୍ରତିଭା ସ୍ବାଇଁ, ମାନ୍ନା ମଲ୍ଲ, ସସ୍ମିତା ସାହୁ, ସ୍ନେହଲତା, ପିଙ୍କି, ରୋଜି, ଶିଶିର ମଲ୍ଲ, ସରଣ ସାହୁ, ବିଶ୍ୱରଂଜନ, ଅରବିନ୍ଦ, ଶୁଭ, ସୋନୁ, କାହ୍ନୁ, ସାନୁ, ବାବୁ, ଡୁଗୁ,ଅଂଶୁ, ଆୟୁଷ, ବୁବୁ,ଗୁନୁ, ଜାଗଭି,ଆଲିଶା,ଆଇଶା,ଆଲମେରିୟା,ଗୁଡି,ଖୁସି, ଗୁଡିଆ, ଆରାଧ୍ୟା, ଶ୍ରୀଧର ସ୍ବାଇଁ, ବେଙ୍ଗଲତା ସ୍ବାଇଁ, ସଂଯୁକ୍ତା ସ୍ବାଇଁ, ପ୍ରେମାନନ୍ଦ ରାଉତରାୟ, ସୁଷମା ରାଉତରାୟ, ଉମେଶ ଚନ୍ଦ୍ର ନାୟକ, ସଂଯୁକ୍ତା ନାୟକ, ଗଗନ ଭୋଳ, ପ୍ରକାଶ ସ୍ବାଇଁ, ରଂଜନ ଖୁଣ୍ଟିଆ, ଅଖିଲ ଦାସ, ସ୍ନେହଲତା ପରିଡା, ବିଶ୍ୱ ରଞ୍ଜନ ପରିଡା, ତିର୍ତ୍ତୋଲ ୧ ନମ୍ବର ଜୋନ ର ପୂର୍ବତନ ଜ଼ିଲ୍ଲାପରିଷଦ ସନାତନ ଦଳାଇ, ପଞ୍ଚାୟତ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ, ପଞ୍ଚାୟତ ଯୁବ ବିଜେଡି ସଭାପତି ଶିବ ଶଙ୍କର ସ୍ୱାଇଁ, ବିଜୟ ମଲ୍ଲିକ, ପ୍ରଶାନ୍ତ ସ୍ୱାଇଁ, ପ୍ରଶାନ୍ତ ରାଉତ, ନାରାୟଣ ରାଉତଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତା ସ୍ବାଇଁଙ୍କ ଗୁଣ ଗାନ କରିବାସହିତ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.