ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ

ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଢଙ୍ଗୀ) - ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଏବଂ ମାର୍ଚ୍ଚ 5 ପଞ୍ଚାୟତିରାଜ ଦିବସ ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ମହାନ ଜନନାୟକ, ଭୂମିପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ…

କୋଠପଦା ବଜାରର ଗ୍ରୋସରୀ ଦୋକାନ ରୁ ଚୋରୀ, ଥାନାରେ ଅଭିଯୋଗ

ମାହାଙ୍ଗା : ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୋଠପଦା ବଜାରରୁ ଗତ ଶୁକ୍ରବାର ରାତିରେ ଏକ ଗ୍ରୋସରୀ ଦୋକାନରୁ ବହୁ ସାମଗ୍ରୀ ଚୋରୀ ଯିବା ନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି । କୋଠପଦା ହାଇସ୍କୁଲ ସାମ୍ନାରେ ସ୍ଥାନୀୟ କୁହୁଣ୍ଡା ଗ୍ରାମର ଅଜୟ ନାୟକଙ୍କ ତେଜରାତି ଦୋକାନ ରହିଛି…

ସୁଲୋଚନା ଦାସଙ୍କୁ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର : ସବୁ କଳ୍ପନା କଳ୍ପନାରେ ଅନ୍ତ ଘଟାଇ ପୂର୍ବତନ ସାମ୍ବାଦିକ ତଥା ଭିନ୍ନକ୍ଷମ କମିଶନର ଶ୍ରୀମତୀ ସୁଲୋଚନା ଦାସ ଙ୍କୁ ବିଜେଡି ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ କରିଛି । ସେହିପରି କଟକ ମହାନଗରନିଗମ ପାଇଁ ସାଂସଦ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ କରିଛି ବିଜୁ…

ସ୍ନାତକ ମହିଳା ମହାବିଦ୍ୟାଳୟରେ “ଯୁବସଂସ୍କାର” କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରାରମ୍ଭ କରାଯାଇଥିବା "ଯୁବ ସଂସ୍କାର" କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ମହାବିଦ୍ୟାଳୟର…

ନୂଆଗାଁ ଅଂଚଳରୁ ୧୪ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କୋରେକ୍ସ ଜବତ

ନୟାଗଡ(ବିଶ୍ଵଜିତ ନାୟକ ) -ନୟାଗଡ଼ ନୂଆଗାଁ ଅଂଚଳରୁ ୧୪ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କୋରେକ୍ସ ଜବତ ହୋଇଛି । ସୂଚନା ଅନୁଯାୟୀ ବେଆଇନ ଭାବେ ଚାଲାଣ କରାଯାଉଥିବା ବିପୁଳ ପରିମାଣର କପସିରଫ ନୂଆଗାଁ ପୋଲିସ ଜବତ କରିବା ସହ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା…

୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ଦର୍ଶକଙ୍କୁ ବାନ୍ଧି ରଖିଲା ‘ଗୋଟିଏ କାହାଣୀ’

ନୟାଗଡ଼ (ବିଶ୍ୱଜିତ ନାୟକ) - ନୟାଗଡ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ପାରିବାରିକ ନାଟକ ‘ଗୋଟିଏ କାହାଣୀ’ । ଶୁକ୍ରବାର ସଂଧ୍ୟାରେ ସ୍ଥାନୀୟ…

ତୁମୁରିପାଣି ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼ :ଆଜି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ତୁମୁରିପାଣି ଗ୍ରାମର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି. ଏହି କାର୍ଯ୍ୟକ୍ରମରେ ସମଗ୍ର ଗ୍ରାମବାସୀ ଅଂଶଗ୍ରହଣ କରିଛନ୍ତି.ପ୍ରଥମେ ଗାଁ ମୁଣ୍ଡରୁ ପୁଟୁକି ଡୁଙ୍ଗୁରୀରୁ ଗରୁଡ଼ ସ୍ତମ୍ଭ ସ୍ଥାପନ ପାଇଁ ରେଙ୍ଗାଳ…

ନୂଆ ନୂଆ ତରିକାରେ ଲୁଟିବାକୁ ଠକଙ୍କ ଉଦ୍ୟମ; ଦୁର୍ବୁତ୍ତ ୬୬ଲକ୍ଷ ଟଙ୍କା ନେବାରେ ବିଫଳ

ଭଞ୍ଜନଗର: ଭଞ୍ଜନଗର ବ୍ୟାଙ୍କ୍ ଅଫ୍ ବରୋଦା ଶାଖାରେ ଥିବା ଏନଏସି ଆକାଉଣ୍ଟରୁ ଜାଲ୍ ଚେକ୍ ଦେଇ ଜଣେ ଦୁର୍ବୁତ୍ତ ୬୬ ଲକ୍ଷ ଟଙ୍କା ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ସନ୍ଦେହରେ ତାହା ବିଫଳ ହୋଇଥିବା ଜଣାପଡିଛି। ଏ ନେଇ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଭଞ୍ଜନଗର ଥାନାରେ ଏତଲା…

ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ନଗରପାଳିକା ଅଧ୍ୟକ୍ଷା ପଦ ଲାଗି ପ୍ରାର୍ଥୀ ହେବେ ସମାଜସେବୀ ।

କେନ୍ଦୁଝର/ସିଦ୍ଧେଶ୍ୱର ସାହୁ:  ଆଜି କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା ପଦ ଲାଗି ବିଶିଷ୍ଟ ଜନପ୍ରିୟ ଡାକ୍ତର ପୂର୍ବତନ ଶ୍ରେଷ୍ଠ ନଗରପାଳ ଡାକ୍ତର ଉଦୟନାଥ ସାହୁଙ୍କ ପୁତ୍ର ବଧୂ ପ୍ରାଚୀବାଳା ସାହୁ ମନୋନୟନ ପତ୍ର କିଣି ନେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡାକ୍ତର ସାହୁ ନଗରପାଳ ଥିବା…

ୟୁକ୍ରେନ୍‍ ଫେରନ୍ତା ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବାକୁ କନ୍ଧମାଳ ସାଂସଦଙ୍କ ଅନୁରୋଧ

ଭୁବନେଶ୍ୱର: ସଂପ୍ରତି ୟୁକ୍ରେନ୍‍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ବହୁ ଭାରତୀୟ ଛାତ୍ରଛାତ୍ରୀ ନିଜ ଦେଶକୁ ଫେରିବାକୁ ବାଧ୍ୟ ହୋଇଛନ୍ତି । ଯୁଦ୍ଧ ଯୋଗୁଁ ୟୁକ୍ରେନରେ ପଢ଼ୁଥିବା ପ୍ରାୟ ୧୮ ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଏ ନେଇ…