ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶାର ଗର୍ବ ଓ ଗୌରବ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ଓ ପଞ୍ଚାୟତରାଜ ଦିବସ ଅବସରରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ…

ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରବାସ ପୁରୁଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତି ପାଳିତ ହୋଇଯାଇଅଛି l ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକଙ୍କ…

ଭଞ୍ଜନଗରରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମନ୍ତ୍ରୀ ଆରୁଖ

ଭଞ୍ଜନଗର/ ନିଲୁ ବିଷୋୟୀ- ବିରଳ,ଅଦମ୍ୟ ପ୍ରତିଭା, ସାହସୀ ତଥା ମହାନ ଜନ ନାୟକ ଭାବେ ଦେଶ ବିଦେଶରେ ବିଜୁ ପଟ୍ଟନାୟକଙ୍କର ଏକ ସ୍ୱରନ୍ତ୍ର ପରିଚୟ ରହିଛି।ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାର କ୍ଷମତା ତାଙ୍କ ନିକଟରେ ରହିଥିଲା।ଆଜି ସେହି ପୁଣ୍ୟତ୍ମା ବିଜୁବାବୁଙ୍କ ୧୦୬ତମ ଜନ୍ମ ଜୟନ୍ତୀକୁ…

ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୧୦୬ତମ ଜନ୍ମବାର୍ଷିକୀ ପାଳନ

ପଦ୍ମପୁର:-ଓଡ଼ିଶା ମାଟିର ବିକାଶ ପୁରୁଷ ବରପୁତ୍ର,ଓଡ଼ିଆ ଜାତିର ସମ୍ମାନ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୬ତମ ଜନ୍ମ ବାର୍ଷିକୀରେ କୋଟି କୋଟି ପ୍ରଣାମ।ସ୍ବର୍ଗତ ବିଜୁ ବାବୁ ଓଡ଼ିଶା ମାଟି ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାଙ୍କ ପୁଅ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ର ନବୀନ ପଟ୍ଟନାୟକ…

ମାର୍ଚ୍ଚ ୧୩ ପରେ ଓଡ଼ିଶାର ଦିନ ତାପମାତ୍ରା ବୃଦ୍ଧି ପାଇପାରେ : ସିଇସି

ଭୁବନେଶ୍ୱର: ଆରବ ସାଗର ଆଡୁ ପୂର୍ବ ଭାରତ ଆଡକୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ବନ୍ଦ ହେବାଯୋଗୁଁ ଓ ଏକ ଅପର ଏୟାର ଟ୍ରଫ୍ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ଥିବାରୁ ମାର୍ଚ୍ଚ ୧୩ରୁ ଓଡ଼ିଶାରେ ଦିନର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ…

ବିଜୁବାବୁଙ୍କ ୧୦୬ଜୟନ୍ତୀ ଅବସରରେ ବିଡେକା ତରଫରୁ ରକ୍ତଦାନ ଶିବିର

ଭଞ୍ଜନଗର/ ନିଲୁ ବିଷୋୟୀ : ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିଡେକା ତରଫରୁ ବିଜୁବାବୁଙ୍କ ୧୦୬ଜୟନ୍ତୀ ଅବସରରେ ଓଡେଶା ଭବନରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରୁ ମୋଟ ୫୧ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣାପଡିଛି।ଏହି କାର୍ଯ୍ୟକ୍ରମରେ ଜଳସେଚନ…

ଚିକିତ୍ସାଧିନ ଅବସ୍ଥାରେ ଶିକ୍ଷକଙ୍କ ମୃତ୍ୟୁ

ଗାଇସିଲେଟ : ଗାଇସିଲେଟ ବ୍ଲକ ଅନ୍ତର୍ଗତ ବରିହା ପୁଖାପାଣି ଗାଁର ବିଦ୍ଯାଧର ଗୁରୁ ( ୪୪) ଗତ କାଲି ରାତିରେ ଅସୁସ୍ଥ ତା ଅନୁଭଵ କରିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ବୁର୍ଲା ଡ଼ାକ୍ତରଖାନା କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କ ବ୍ରେନ୍ ଷ୍ଟୋକ ହୋଇଛି ବୋଲିକହିଥିଲେ। ଏବଂ ଚିକିତ୍ସା ଧିନ…

ସାଇକେଲରୁ ପଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଅଭିଯୋଗ

ବାଣପୁର( ସେକ କୌଶର ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ସାଇକେଲରୁ ପଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଖବର ମୁତାବକ ଆଜି ପୂର୍ବାହ୍ନରେ ନନ୍ଦପୁର ପଞ୍ଚାୟତ ବନ୍ଧମୁଣ୍ଡାଇ ଗ୍ରାମର କାଳୁଚରଣ ପ୍ରଧାନ (୪୭) ଘରେ ଜଳଖିଆ ଖାଇ ଗ୍ରାମ…

ବିଧାନସଭା ପରିସରରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ

ଓଡିଶାର ସାମାଜିକ ଓ ଅର୍ଥନୈତିକ ଜାଗରଣରେ ବିଜୁ ବାବୁଙ୍କ ଭୂମିକା ସର୍ବାଗ୍ର, ସମୃଦ୍ଧ ଏବଂ ସମୁଜ୍ଵଳ ଭୁବନେଶ୍ବର  : ଓଡିଶା ବିଧାନସଭା ପରିସରରେ ସଂଗ୍ରାମୀ, ସ୍ବାଭିମାନି, ସାହସୀ, ସ୍ପଷ୍ଟବାଦୀ, ସତ୍ୟବାଦୀ କଳିଙ୍ଗ ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବାଚସ୍ପତି…