Sign in
Sign in
Recover your password.
A password will be e-mailed to you.
ପଦ୍ମପୁର ଏନଏସି ଅଧ୍ୟକ୍ଷା ପଦ ପାଇଁ ବିଜେଡିରୁ ନାମାଙ୍କନ ଦାଖଲ କଲେ ସାବିତ୍ରି ବାଗ
ପଦ୍ମପୁର : ଆଜି ପୌର ନିର୍ବାଚନ ପାଇଁ ନାମାଙ୍କନ କରିବାର ଶେଷ ତାରିଖ ଥିଲା । ବରଗଡ ଜିଲ୍ଲା ପଦ୍ମପୁର ଏନ ଏ ସି ପାଇଁ ଆଜି ବିଜୁ ଜନତା ଦଳ ତରଫରୁ ସମସ୍ତ ୱାର୍ଡ ଓ ଚେୟାରମେନ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ୧୧ ଗୋଟି ୱାର୍ଡ ବିଶିଷ୍ଟ ପଦ୍ମପୁର ଏନଏସିର ନିର୍ବାଚବନ ପାଇଁ ଆଜି…
ଆଇପିଆରଏସ୍, ଡଲ୍ବି ଲାବୋରେଟୋରିଜ, ଆଣ୍ଡ ହଙ୍ଗାମା ଆର୍ଟିଷ୍ଟ ଆଲାଉଡ ପକ୍ଷରୁ ହର୍ମ୍ୟୁଜିକ ଇନିସିଏଟିଭ୍ର ୧ମ ବର୍ଷ…
ଏହି ଅଭିଯାନର ପରିଣତିସ୍ୱରୂପ ମହିଳା ଲେଖିକା ଏବଂ କମ୍ପୋଜରଙ୍କ ପଞ୍ଜିକରଣରେ ପ୍ରାୟ ୩୦୦% ବୃଦ୍ଧି ଘଟିଛି
ଭୁବନେଶ୍ୱର : ଲେଖକ, କମ୍ପୋଜର ଏବଂ ସଂଗୀତର ମାଲିକ ପ୍ରକାଶକ ମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ଏକ ସଂସ୍ଥା ଦି ଇଣ୍ଡିଆନ ପରଫର୍ମିଂ ରାଇଟ୍ ସୋସାଇଟି ଲିମିଟେଡ (ଆଇପିଆରଏସ୍),…
୭ଟି ଜିଲ୍ଲାରେ ଆରମ୍ଭ ହେଲା ଏମ୍ଡିଏ ପର୍ଯ୍ୟାୟ
୭ଟି ଜିଲ୍ଲାରେ ପ୍ରାୟ ୩୬୧୭୨ ଜଣ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ ଓ ୩୮୮୬ ସୁପରଭାଇଜର ନିୟୋଜିତ
ଭୁବନେଶ୍ୱର: ଲିମ୍ଫାଟିକ ଫାଇଲେରିଆସିସ୍ର ନିରାକରଣ ଦିଗରେ କୌଣସି ପ୍ରୟାସ ହାତଛଡା ନକରିବାକୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରତିଶ୍ରୁତିବଦ୍ଧ । ୨୦୨୨ ମାର୍ଚ୍ଚ ୭…
ଡା. ଅଗ୍ରୱାଲ୍ସ ପକ୍ଷରୁ ଚକ୍ଷୁ ହସ୍ପିଟାଲ୍ ମହିଳାଙ୍କ ପାଇଁ ମାଗଣା ଚକ୍ଷୁ ଚେକ୍ ଅପ୍ କାର୍ଯ୍ୟକ୍ରମ
ଆନ୍ତର୍ଜାତିକ ମହିଳା ଦିବସ ଅବସରରେ, ହସ୍ପିଟାଲ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ଏହାର ଓଡ଼ିଶାର ସମସ୍ତ ଶାଖାରେ ମହିଳାଙ୍କ ପାଇଁ ମାଗଣା ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମର ପରିଚାଳନା କରୁଛନ୍ତି । ପଞ୍ଜୀକରଣ ପାଇଁ ଦୟାକରି ଯୋଗାଯୋଗ କରନ୍ତୁ ୯୬୧୯୩୨୦୯୭୧
ଅଧ୍ୟୟନରୁ ଜଣାଯାଇଛି ଯେ ୫୦…
ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସମ୍ମିଳନୀ କକ୍ଷ ଠାରେ ରବିବାର ଦିନ ନାଟ୍ୟକାର ଆପନ୍ନା ପରିଚ୍ଛା ସ୍ମୃତି ସଂସଦ ପକ୍ଷରୁ ମହାନ ଦେଶଭକ୍ତ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟିକ…
ବର୍ଷା ଜଳକୁ ସଂଗ୍ରହ କରି କିପରି ସଂରକ୍ଷଣ ସହ ପୁନଃବ୍ୟବହାର କରାଯିବ ସେ ନେଇ ଭର୍ଚୁଆଲରେ ଆଲୋଚନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ତ ନେହୁରୁ ଯୁବ କେନ୍ଦ୍ର ଗଜପତି ଦ୍ୱାରା ବର୍ଷା ଜଳକୁ କିପରି ସଂରକ୍ଷଣ ସହ ପୁନଃବ୍ୟବହାର କରାଯିବ ସେନେଇ ଭର୍ଚୁଆଲରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଏହି…
ସିଆରପିଏଫ ୪ର୍ଥ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ମେଳା ଅନୁଷ୍ଠିତ
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲା କଲ୍ୟାଣସିଂ ହପୁର ବ୍ଲକ ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ସି ଆର ପି ଏଫ କ୍ୟାମ୍ପ ଇ/୪ର୍ଥ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ସେକ୍ଟର ଭୁବନେଶ୍ୱର ର ପୁଲିସ ମହାନିରୀକ୍ଷକ (ଆଇଜି) ସଂଗ୍ରାମ କେଶରୀ ମହାନ୍ତିଙ୍କ…
ପ୍ରକୃତିବନ୍ଧୁ ତଥା ସଫଳ ଚାଷୀଙ୍କ ପରଲୋକ
ଗଣିଆ,(ନୟାଗଡ଼) -ଗଣିଆ ଥାନା ଏରୁଣ୍ଡିପଥର ଗ୍ରାମର ସଚ୍ଚିପଣ୍ଡାଙ୍କର ହୃଦଘାତରେ ଅକାଳ ବିୟୋଗ ଘଟିଛି । ଘରେ ଥିବା ଅବସ୍ଥାରେ ତାଙ୍କ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଂଗେ ସଂଗେ ଗଣିଆ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା…
ଗଛରେ ବାନ୍ଧି ଗୁପ୍ତାଙ୍ଗ ରେ ସିଗାରେଟ ଚେଙ୍କ
ଅନୈତିକ ସମ୍ପର୍କ ଅଭିଯୋଗ ନେଇ ପ୍ରେମିକକୁ ଗଛରେ ବାନ୍ଧି ଗୁପ୍ତାଙ୍ଗ ରେ ସିଗାରେଟ ଚେଙ୍କ ଦେବା ଭିଡିୟୋ ଭାଇରାଲ,୭ ଗିରଫ
ନବରଙ୍ଗପୁର / ଜିତେନ୍ଦ୍ର ମହାନ୍ତି : ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା। ପରକୀୟା ପ୍ରୀତିକୁ ନେଇ ଜଣେ ଯୁବକକୁ ଗ୍ରାମବାସୀ କଙ୍ଗାରୁ କୋର୍ଟ…
ବାରହା ଭାବି ଯୁବତୀଙ୍କ ଉପରକୁ ଗୁଳି ଚଳାଇଲେ ଶିକାରୀ
ଆହତ ଯୁବତୀଙ୍କୁ ଅନ୍ୟ ମହିଳା ମାନଙ୍କ ଦ୍ୱାରା ଉଦ୍ଧାର
ରାଉରକେଲା:(ବସନ୍ତ କୁମାର ଜେନା); ସୁନ୍ଦରଗଡ଼ ଆଜି ଦିନ ସାଢେ ୧୧ଟାରେ ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଖ ଜଙ୍ଗଲରେ ବାରହା ଭାବି ଜଣେ ଯୁବତୀଙ୍କ ଉପରକୁ ଗୁଳି ଚଳାଇଛନ୍ତି ଶିକାରୀ।…