ବିଏମସି ମେୟର ପଦ ପାଇଁ ପାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀନୀ ମଧୁସ୍ମିତା

ଭୁବନେଶ୍ୱର--ଆଜି ଭୁବନେଶ୍ୱର ମହାନଗର ନିଗମ ର ମେୟର ପଦ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ର ପ୍ରାର୍ଥୀନୀର୍ଥି ଶ୍ରୀ ମଧୁସ୍ମିତା ଆଚାର୍ଯ୍ୟ ଆଜି ଉପଜିଲ୍ଲପାଳ ଙ୍କ ଠାରେ ପାର୍ଥିପତ୍ର ଦାଖଲ କରିଛନ୍ତି।ମେୟର ପାର୍ଥି ଶ୍ରୀମତୀ ଆଚାର୍ଯ୍ୟ କଂଗ୍ରେସ ଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି…

ବିଏମସି ନିର୍ବାଚନ : ଆଜି ସୁଦ୍ଧା ମୋଟ 5 ଜଣ ମେୟର ଓ 130ଜଣଙ୍କ କର୍ପୋରେଟର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ…

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-2022 ପାଇଁ ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ ଆଜି ଆଉ 90ଜଣ ପ୍ରାର୍ଥୀ ମନୋନୟନ ପତ୍ରଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ଗତକାଲି ସୁଦ୍ଧା 40 ଜଣ…

ଡ୍ରିମ୍ସ କ୍ୟାଚର କ୍ରିକେଟ ଉଦଯାପିତ: ଖଇରପାଲି ଚମ୍ପିୟାନ

ପଦ୍ମପୁର : ପଦ୍ମପୁର ନିକଟସ୍ଥ ଜମଲା ହାଇସ୍କୁଲ ପଡ଼ିଆରେ ଆୟୋଜିତ ୨୨ତମ ଡ୍ରିମ୍ସ କ୍ୟାଚରଚର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ପ୍ରଥମ ସେମିଫାଇନାଲରେ ଘନାମାଲ ଦଳ ସାରଙ୍ଗପୁର ଦଳକୁ ହରାଇ ଏବଂ ଦ୍ବିତୀୟ ସେମିଫାଇନାଲରେ ଖଇରପାଲି ଦଳ ମହୁଲପାଲି ଦଳକୁ ହରାଇ ଫାଇନାଲରେ ପ୍ରବେଶ…

ବଡ଼କୋଦଣ୍ତା ଏବଂ ସାନକୋଦଣ୍ତା ରେ ବିଜୟ ଉତ୍ସବ ପାଳନ

ଭଞ୍ଜନଗର,/ନିଲୁ ବିଷୋୟୀ : ଭଞ୍ଜନଗର ବ୍ଲକ ୫୦ନଂ ଜୋନର ବଡ଼କୋଦଣ୍ତା ଓ ସାନକୋଦଣ୍ତା ପଞ୍ଚାୟତରେ ବିଜେପି ସମର୍ଥୀତ ସରପଞ୍ଚ ପ୍ରାଥୀ ମାନେ ବିଜୟ ହାସଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଉଭୟ ପଂଚାୟତରେ ବିଜୟୀ ଉତ୍ସବ ପାଳନ କରାଯାଇଛି। ବଡକୋଦଣ୍ତା ପଂଚାୟତର ନବ ନିର୍ବାଚିତ ସରପଞ୍ଚ ରେଶମା…

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଅନିଶ୍ଚିତ କ୍ୟାରିୟରକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭାରତର ମେଡିକାଲ କଲେଜରେ ସେମାନଙ୍କ ପଢା ବ୍ୟବସ୍ଥା କରାଇବା ପାଇଁ କଲେ ଅନୁରୋଧ ଭୁବନେଶ୍ୱର : ରୁଷିଆ -ୟୁକ୍ରେନ ଯୁଦ୍ଧ କାରଣରୁ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ କ୍ୟାରିୟର ଓ ଭବିଷ୍ୟତ ଅନିଶ୍ଚିତ ହୋଇପଡିଥିବା ବେଳେ ସେମାନଙ୍କ କ୍ୟାରିୟରକୁ ନେଇ ଏକ ସମାଧାନ…

ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ପାରଳାଖେମୁଣ୍ଡି ଗସ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗଦଗୁରୁ ସ୍ୱାମୀ ଶ୍ରୀକୃପାଳୁଜୀ ମହାରାଜଙ୍କ ଜନ୍ମ ଶତବର୍ଷିକୀ (୧୯୨୨-୨୦୨୨) ବିଶ୍ୱ ପାଳନ ଅଭିଯାନ ଅବସରରେ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁନ୍ଦାନନ୍ଦଜୀ ଙ୍କ ଓଡିଶା ଗସ୍ତ ମାର୍ଚ୍ଚ ୧ ରୁ ୨୫ ମଧ୍ୟରେ ଏକ ଦିବାସୀୟ ଗସ୍ତ ପାରଳାଖେମୁଣ୍ଡି…

କଂଗ୍ରେସର ଅଧ୍ୟକ୍ଷ ପ୍ରାର୍ଥୀ ହେଲେ ବିକ୍ରମ

ଭଞ୍ଜନଗର/ନିଲୁ ବିଷୋୟୀ :  ଭଞ୍ଜନଗର ପୌର ନିର୍ବାଚନ ସକାଶେ ବିଜେଡ଼ିର ସମସ୍ତ ପ୍ରାର୍ଥୀ ରବିବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।୭ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବାରୁ କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ କୁନେଇ ତତ୍ପରତା ପ୍ରକାଶ ପାଇଛି।କଂଗ୍ରେସ ଦଳ ତରଫରୁ…

ଏନଏସି ଅଧ୍ୟକ୍ଷ ପଦବୀ ନିମନ୍ତେ ବିଜେଡି ପକ୍ଷରୁ ନାମାଙ୍କନ ଭରିଲେ ଗୋପବନ୍ଧୁ ମହାପାତ୍ର

ଭଞ୍ଜନଗର/ନିଲୁ ବିଷୋୟୀ : ପୌର ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଭଞ୍ଜନଗର ସହରରେ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି।ଗତ ୪ଦିନ ହେଲା ଏନଏସି ନିର୍ବାଚନ ପାଇଁ କୌଣସି ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନଥିଲା ବେଳେ ଆଜି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ…

ବୁହାଳୋ ପଞ୍ଚାୟତ ଉଦ୍ଧବବାବା ଙ୍କ ପୀଠରେ ପଞ୍ଚମ ବାର୍ଷିକ ବରୁଣେଇ ମେଳା ଅନୁଷ୍ଠିତ ।

ନିଶ୍ଚିନ୍ତକୋଇଲି, (ଦେବେନ୍ଦ୍ର ଷଢଙ୍ଗୀ) ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ପଞ୍ଚାୟତରେ ଅବସ୍ଥିତ ବହୁ ପୁରାତନ ଉଦ୍ଧବ ବାବା ଙ୍କ ପୀଠରେ ପଞ୍ଚମ ବାର୍ଷିକ ବରୁଣେଇ ମେଳା ଏକ ଆଧ୍ୟାତ୍ମିକ ପରିବେଶରେ ସମ୍ପର୍ଣ ହୋଇଯାଇଛି । ପ୍ରକାଶ ଥାଉକି ଏହି ପୀଠକୁ ଲୋକଲୋଚନକୁ ଆଣିବା ଓ ସେଠାରେ ଅବସ୍ଥିତ…

ଡ. ସବିତା ସୁଆର ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ

ଭୁବନେଶ୍ୱର :ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ବ୍ରହ୍ମପୁର ମହାନଗର ନିଗମ (ବିଏମସି) ମେୟର ପ୍ରାର୍ଥୀ ଭାବେ ଡ. ସବିତା ସୁଆରଙ୍କ ନାମ ଘୋଷଣା କରାଯାଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି । ଆସନ୍ତା…