ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ ଦଖଲ କଲେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ଦୀପା ମଲିକ ; ୨୮ ଖଣ୍ଡ ଭୋଟରେ…

ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ): କଟକ ଜିଲ୍ଲା ମାହାଙ୍ଗା ପଞ୍ଚାୟତ ସମିତି ବ୍ଲକ ଅଧ୍ୟକ୍ଷା ପଦ ବିଜେଡି ଦଖଲ କରିଛି। ଚଳିତ ବର୍ଷ ପଛୁଆ ବର୍ଗ ମହିଳା ଅଧ୍ୟକ୍ଷା ପଦ ପାଇଁ ସଂରକ୍ଷଣ ଥିବା ବେଳେ ମାହାଙ୍ଗା ବ୍ଲକ ରେ ବିଜେଡ଼ି କରିଛି ବାଜିମାତ । ବିଜେଡି ପ୍ରାର୍ଥୀ ବିଜୟ ହେବା ହିଁ ସ୍ପଷ୍ଟ…

ଲଗାତର ପଞ୍ଚମ ଥର ପାଇଁ ସୋହେଲା ବ୍ଲକର ଅଧ୍ୟକ୍ଷ ପଦବୀ ଅକ୍ତିଆର କଲା ବିଜେଡି

ବରଗଡ : ବରଗଡ ଜିଲ୍ଲା ସୋହେଲା ବ୍ଲକର ଅଧ୍ୟକ୍ଷ ପଦବୀକୁ ବିଜୁ ଜନତା ଦଳ ୨୦୦୨ରୁ ଚଳିତ ୨୦୨୨ ପର୍ଯ୍ୟନ୍ତ ୫ଥର ହେଲା ଲଗାତର ଭାବରେ ଅକ୍ତିଆର କରି ଆସିଛି । ଏହାର ଶ୍ରେୟ ଯାଉଛି ବିଜେଡିର ପଶ୍ଚିମ ଓଡିଶାର ଲୋକପ୍ରିୟ ଦମଦାର ଟାଣୁଆ ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କୁ ।…

ଜଗତସିଂହପୁର ପଂଚାୟତ ସମିତି ଅଧ୍ୟକ୍ଷା ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ କନକପ୍ରଭା ଲେଙ୍କା

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ପଂଚାୟତ ସମିତି ନିର୍ବାଚନ ପାଇଁ ଆଜି  ଦିନ  ଧାର୍ଯ୍ୟ କରାଯାଇଥିଲା | ଜଗତସିଂହପୁର ପଞ୍ଚାୟତ ସମିତିର ୨୩ ଜଣ ସମିତି ସଭ୍ୟ ମାନେ ଓ ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ସହ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ସାରି ଆଜି ଜଗତସିଂହପୁର…

ନିର୍ଦ୍ୱନ୍ଦରେ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ହେଲେ ନିରୁପମା ପଟେଲ

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ଧଣ୍ଡାମୁଣ୍ଡା ସମିତି ସଭ୍ୟା ନିରୂପମା ପଟେଲ । ଶନିବାର ଏଥିପାଇଁ ଅନୁଷ୍ଠିତ ନିର୍ବାଚନ ପ୍ରକ୍ରିୟାରେ ନିରୂପମା ପଟେଲ ପ୍ରର୍ଥୀପତ୍ର ଦାଖଲ କରିଥିବାବେଳେ ସୁଖିରାମ…

ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧକ୍ଷା ଆସନକୁ ହାତେଇଲା ବିଜେଡି

୩୭ ଖଣ୍ଡ ଭୋଟ ପାଇଁ ରୋଜି ସେଠୀ ହେଲେ ବିଜୟୀ ନିଶ୍ଚିନ୍ତକୋଇଲି( ଦେବେନ୍ଦ୍ର ଷଡ଼ଙ୍ଗୀ): ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ବିଜେଡି ହାତେଇଲା ପରେ ବିଜୁ ଜନତା ଦଳ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଆନନ୍ଦର ଲହରୀ । ଆଜି ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ପରିସରରେ…

ଅସ୍ତରଙ୍ଗ : କଂଗ୍ରେସ ମେଣ୍ଟର ବିପୁଳ ବିଜୟ

ଆରତୀ ନାଏକ ହେଲେ ବ୍ଲକ ଅଧ୍ୟକ୍ଷା ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ର ଅଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ସମର୍ଥୀତ ମେଣ୍ଟକୁ ବିପୁଳ ବିଜୟ ମିଳିଛି । ଯାହା ଫଳରେ କି, ଶାସକ ଦଳ ଅଧୀନରେ ଦୀର୍ଘ ଦିନ ଧରି ଥିବା ଅସ୍ତରଙ୍ଗ ପଞ୍ଚାୟତ ସମିତି ବିରୋଧୀ କଂଗ୍ରେସ ମେଣ୍ଟ…

ଲୋକ ଓ ପୋଲିସ କର୍ମୀଙ୍କ ଉପରେ ଚିଲିକା ବିଧାୟକ ଗାଡ଼ି ଚଢ଼ାଇବା ଘଟଣାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ

ବାଣପୁର ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ-ଧର୍ମେନ୍ଦ୍ର  ଭୁବନେଶ୍ୱର - ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ନିର୍ବାଚିତ ପ୍ରତିନିଧି ପ୍ରଶାନ୍ତ ଜଗଦ୍ଦେବ ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ…

ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇଲା ବିଜେଡ଼ି।

ନଗେନ୍ଦ୍ର ବିଶ୍ଵାଳ ହେଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ। ବାସୁଦେବପୁର/ ପ୍ରତାପ ପାଢ଼ୀ - ଆଜି ବାସୁଦେବପୁର ପଞ୍ଚାୟତ ସମିତି ପରିସର ରେ ନିର୍ବାଚନ କମିଶନ ଙ୍କ ନିଷ୍ପତି ଅନୁଯାୟୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ବାସୁଦେବପୁର ପଞ୍ଚାୟତ ସମିତି ର ମୋଟ ୩୬…

ଭଞ୍ଜନଗର ବ୍ଲକର ନୂତନ ଅଧ୍ୟକ୍ଷ ହେଲେ ନରୀସଭା

ଭଞ୍ଜନଗର / ନିଲୁ ବିଷୋୟୀ: . ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ପଦବୀ ନିମନ୍ତେ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଶନିବାର ହୋଇଥିବା ନିର୍ବାଚନରେ ବିଜେଡ଼ି ସମର୍ଥିତ ସମିତି ସଭ୍ୟ ନରୀସଭା ନାୟକ ବିଜୟ ଲାଭ କରିଛନ୍ତି।ଏହି ଆସନଟି ଅନୁସୂଚିତ ଜାତି ବର୍ଗର ଲୋକଙ୍କ ନିମନ୍ତେ ସଂରକ୍ଷିତ ଥିବା…

ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପିର ନୃଶଂସ ଆକ୍ରମଣ ନିନ୍ଦନୀୟ: ବିଜେଡି

ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପି ନେତା ଓ କର୍ମୀଙ୍କ ଦ୍ୱାରା ହୋଇଥିବା ନୃଶଂସ ଆକ୍ରମଣକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଶ୍ରୀ ଇପ୍ସିତା ସାହୁ । ଆଜି ଏଠାରେ ଗଣମାଧ୍ୟମକୁ ସୁଶ୍ରୀ ସାହୁ କହିଛନ୍ତି ଯେ ଗଣତନ୍ତ୍ରରେ…