ବିଜେଡି ପୋଛି ନେଲା ୧୨ ରୁ ୧୨: ଦଶଟିରେ ନିର୍ଦ୍ବନ୍ଦ୍ବ

ବରଗଡ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଥିଲା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ବରଗଡ଼ ଜିଲ୍ଲାରେ ସମସ୍ତ ୧୨ ଟି ବ୍ଲକ ରେ ପଂଚାୟତ ସମିତି ଅଧକ୍ଷ ନିର୍ବାଚନ ହୋଇଥିବା ବେଳେ ୧୦ ଟି ବ୍ଲକ ରେ ନିର୍ଦ୍ୱନ୍ଦରେ ବିଜୁ ଜନତା ଦଳର ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରାର୍ଥୀ ମାନେ ନିର୍ବାଚିତ…

ନିର୍ଦ୍ୱନ୍ଦରେ ସମିତି ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ଅମ୍ରିତା କାଡ୍ରାକା।

କଲ୍ୟାଣସିଂହପୁର-ପ୍ରଦୀପ ଦଲାଇ/ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଦୁଇଟି ଜିଲାପରିଷଦ ପ୍ରାର୍ଥୀ ନିର୍ବାଚିତ ହେବାପରେ ଗତକାଲି ନାଏବ ସରପଞ୍ଚ ନିର୍ବାଚନ କରାଯାଇଥିଲା ।ତାହା ଆଜି ସମିତି ଅଧ୍ୟକ୍ଷା ପଦବୀପାଇଁ ପ୍ରାର୍ଥୀ ଚୟନ କରି ନାମାଙ୍କନ ପତ୍ର…

କଲ୍ୟାଣସିଙ୍ଗପୁର ବ୍ଲକରେ ନାଏବ ସରପଞ୍ଚ ଙ୍କ ନିର୍ବାଚନ।

କଲ୍ୟାସିଂହପୁର/ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ନାଏବ ସରପଞ୍ଚ ଙ୍କ ନିର୍ବାଚନ ଆଜି ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ପିଇଓ ଙ୍କ ସମ୍ମୁଖ ନିର୍ବାଚନ ରେ ନାଏବ ସରପଞ୍ଚ ଙ୍କ ଵିଜୟ । ନୂତନ ନାଏବ ସରପଞ୍ଚ ଙ୍କୁ କାର୍ଯ୍ୟାଳୟର କର୍ମଚାରୀ ଯୋଗାଣ ସହାୟକ…

ଜଗଦେବଙ୍କ ବର୍ବର କାର୍ଯ୍ୟକୁ ଦୃଢ ଭାବେ ନିନ୍ଦା କଲା ବିଜେଡି

ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ: ସସ୍ମିତ ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଆଜି ବାଣପୁରରେ ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ଘଟାଇଥିବା ବର୍ବର କାର୍ଯ୍ୟକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଥିବା କହିଛନ୍ତି ଦଳୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।ଆଜି ଏଠାରେ ଡକ୍ଟର…

ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକର ନବନିର୍ବାଚିତ ଅଧ୍ୟକ୍ଷ

ବରଗଡ :- ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ଆଜି  ଅଧ୍ୟକ୍ଷ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି |କୀର୍ତ୍ତି ଚନ୍ଦ୍ର ଶେଖର ଦୁଆନ ହେଲେ ଆମ୍ବଭନା ବ୍ଲକ ର ନୂତନ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି | ଝାରବନ୍ଧ ପଂଚାୟତ ସମିତି ଅଧ୍ୟକ୍ଷା ହେଲେ ଲିପ୍ସା ପ୍ରଧାନ | ଭେଡେନ ବ୍ଲକ…

ନିର୍ବିରୋଧ ରେ ଅଧ୍ୟକ୍ଷା ନିର୍ବାଚିତ ହେଲେ ଭାବନା ସିଂ

ସମସ୍ତ ସମିତି ସଭ୍ୟ , ବିଧାୟକ ଓ ନେତୃ ବୃନ୍ଦ ଙ୍କୁ ଜଣାଇଲେ ଧନ୍ୟବାଦ ବରଗଡ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଆଜି ପଂଚାୟତ ସମିତି ଅଧ୍ୟକ୍ଷ ପାଇଁ ନିର୍ବାଚନ ରହିଥିବା ବେଳେ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ପଂଚାୟତ ସମିତି ର ନୂତନ ଅଧ୍ୟକ୍ଷା ଭାବରେ ଆଜି ବିଜୁ ଜନତା ଦଳ ସମ୍ମର୍ଥୀତ…

73 ବର୍ଷ ବୟସରେ କାଶ୍ମୀରରୁ କନ୍ୟାକୁମାରୀ ସାଇକେଲ ଯାତ୍ରା

ସ୍ପିକମାକେ ପ୍ରତିଷ୍ଠାତା ପଦ୍ମଶ୍ରୀ ଡ: କିରଣ ସେଠଙ୍କର ତିନି ମାସର ସାଇକେଲ ଯାତ୍ରା   ନୂଆଦିଲ୍ଲୀ: ସୋସାଇଟି ଫର ପ୍ରୋମୋସନ୍ ଅଫ୍ ଇଣ୍ଡିଆନ୍ କ୍ଲାସିକାଲ୍ ମ୍ୟୁଜିକ୍ ଆଣ୍ଡ କଲଚର ଅମଙ୍ଗଷ୍ଟ ୟୁଥ୍ (SPIC MACAY)ର ପ୍ରତିଷ୍ଠାତା ଆଇଆଇଟି-ଦିଲ୍ଲୀର ପ୍ରଫେସର-ଏମିରିଟସ୍, ପଦ୍ମଶ୍ରୀ ଡ : କିରଣ…

ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ; ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ରେ ବିଜୁ ଜନତା ସମର୍ଥିତ…

 ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷ ଆସନ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ରେ ମଧ୍ୟ ବିଜୁ ଜନତା ଦଳ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ହାତେଇବେ ବୋଲି ଜଣାଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ସମୁଦାୟ ୪୧ ଗୋଟି ପଞ୍ଚାୟତ କୁ ନେଇ ଗଠିତ । ଏହି ପଞ୍ଚାୟତ ଗୁଡିକ ମଧ୍ୟରୁ…

ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କେବଳ ଜାତିର ଗୌରବ ନୁହେଁ ବରଂ ଦାୟିତ୍ଵ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମ୍ବାଦ ସାହିତ୍ୟଘର ,ପାରଳାଖେମୁଣ୍ଡି ଆନୁକୁଲ୍ୟରେ ଶୁକ୍ରବାର ଦିନ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ "ଶାସ୍ତ୍ରୀୟ ଓଡିଆ ଭାଷା ଦିବସ" ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ସାହିତ୍ୟଘରର ସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର…

ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ଐତିହାସିକ ବିଜୟରେ ଗଜପତି ଜିଲ୍ଲା ଆପ୍ ତରଫରୁ ବିଜୟ ଉତ୍ସବ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ଐତିହାସିକ ବିଜୟ ଓ ଗୋଆରେ ଆପ୍ ର ୨ ଜଣ ବିଧାୟକଙ୍କ ବିଜୟ ଅବସରରେ ଆପ୍ ଗଜପତି ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କରଣ ସାହିରେ ଥିବା ଜିଲ୍ଲା…