Sign in
Sign in
Recover your password.
A password will be e-mailed to you.
ଚାରି ଯୁବ ସାହିତ୍ୟିକ ସମ୍ବର୍ଦ୍ଧିତ
ଭଞ୍ଜନଗର : ଶ୍ରୀ ଚନ୍ଦନ ସାହିତ୍ୟ ଓ ସାଂସ୍କୃତିକ ଏକୀଡେମୀ କଟକ ଆନୁକୂଲ୍ୟରେ ଆୟୋଜିତ ୪୫ ତମ ରାଜ୍ୟ ସ୍ତରୀୟ କବି,କଳାକାର,ସାହିତ୍ୟିକ ସମ୍ମିଳନୀ ଓ ସାରସ୍ବତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଳକର ଯୁବ ସାହିତ୍ୟିକମାନେ ସମ୍ବର୍ଦ୍ଧିତ ହୋଇଛନ୍ତି |…
ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ବିଶ୍ୱ ବନ ଦିବସ ପାଳିତ
ଭଞ୍ଜନଗର : ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଲାଲସିଂ ତାଲିମ କେନ୍ଦ୍ର ପରିସରରେ ବିଶ୍ବ ବନ ଦିବସ ପାଳିତ ହୋଇଛି। ବନଖଣ୍ଡ ଅଧିକାରୀ ଅଭୟ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି,ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲିପ୍…
ବିଶ୍ୱ ବନ ଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ଭଞ୍ଜନଗର : ବିଶ୍ବ ବନ ଦିବସ ଅବସରରେ ଉତ୍ତର ଘୁମୁସର ବନଖଣ୍ଡ ଏବଂ ସମ୍ବାଦ ଆମ ଓଡ଼ିଶା ମିଳିତ ଅନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କରି ଅମ୍ଳଜାନ ସୃଷ୍ଟି କରୁଥିବା ବନ କର୍ମଚାରୀ ମାନେ ରକ୍ତଦାନ କରିଥିଲେ। ଏଥିରେ ମୋଟ ୪୧…
“ଆକାଂକ୍ଷା” ମହିଳା ସଂଗଠନ ପକ୍ଷରୁ “ବିଶ୍ଵ ପଖାଳ ଦିବସ” ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅଗ୍ରଣୀ "ଆକାଂକ୍ଷା" ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠା ଗ୍ରାମ ଠାରେ "ବିଶ୍ଵ ପଖାଳ ଦିବସ" ପାଳିତ ହୋଇଯାଇଛି। ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅତିଥି ରୂପେ ଜିଲ୍ଲା…
ସମ ଅଲ୍ଟିମେଟ୍ ମେଡିକେୟାର ଓ ସମ୍ କୋଭିଡକୁ “ସିକ୍ସ ସିଗମା ହେଲଥ କେୟାର ଏକ୍ସିଲେନ୍ସ’ ସମ୍ମାନ
ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ଓ ପୁରସ୍କୃତ ହେବା ଧାରାରେ ଆଉ ଏକ ପାଦ ଆଗେଇଛି ସମ୍ ଅଲ୍ଟିମେଟ୍ ମେଡିକେୟାର (ସମମ୍) । ଶ୍ରେଷ୍ଠ ହସ୍ପିଟାଲ ଏବଂ ଶ୍ରେଷ୍ଠ ରୋଗୀ ସେବା ପ୍ରଦାନକାରୀ ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ୨୦୨୧ ବର୍ଷ ନିମନ୍ତେ ସମ୍ମାନ ଜନକ ସିକ୍ସ ସିଗମା…
ଆଇସିଏଆଇ ପକ୍ଷରୁ “ବ୍ୟାଙ୍କ ଅଡ଼ିଟ୍ – ୨୦୨୨” ଶିର୍ଷକ ଆଲୋଚନା ଚକ୍ର
ନବନିର୍ବାଚିତ ପଦାଧିକାରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର : ଦି ଇନଷ୍ଟିଟ୍ୟୁଟ ଅଫ୍ ଚାର୍ଟାର୍ଡ ଆକାଉଂଟାଂଟସ୍ ଅଫ ଇଣ୍ଡିଆର ପୂର୍ବ ଭାରତ ଆଂଚଳିକ ପରିଷଦ (ଇଆଇଆରସି) ଅନ୍ତର୍ଗତ ଭୁବନେଶ୍ୱର ଶାଖା ପକ୍ଷରୁ “ବ୍ୟାଙ୍କ ଅଡ଼ିଟ୍ -୨୦୨୨” ଶିର୍ଷକ ଏକ ଆଲୋଚନା ଚକ୍ର ଏବଂ ନବନିର୍ବାଚିତ…
ଟ୍ୱିଟର ଗାର୍ଲ ଦୀପାଙ୍କୁ ଓଡ଼ିଶା ସ୍ୱରାଜ ଯୁବ ସମ୍ମାନ
ବରଗଡ଼:ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକଙ୍କୁ ମିଳିଛି ଓଡ଼ିଶା ସ୍ୱରାଜ ଯୁବ ସମ୍ମାନ ୨୦୨୨| ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହୋଇଥିବା ଓଡ଼ିଶା ସ୍ୱରାଜ ସମ୍ମାନୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଜାତୀୟ କଂଗ୍ରେସର…
କ୍ୟାମେରାମ୍ୟାନ ମାନସ ମର୍ଡର ମିଷ୍ଟ୍ରି : ସମ୍ପୃକ୍ତି ଅଭିଯୋଗରେ ଗିରଫ ହେଲେ ଆଇଆଣ୍ଡପିଆର ପୂର୍ବତନ ବୈଷୟିକ…
ଭୁବନେଶ୍ୱର : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ କ୍ୟାମେରାମ୍ୟାନ ମାନସ ମର୍ଡର ମିଷ୍ଟ୍ରିରେ ଆସିଛି ନୂଆ ଟ୍ଵିଷ୍ଟ | ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ଆଜି ଗିରଫ କରିଛି ଆଇଆଣ୍ଡପିଆର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠିଙ୍କୁ | ସୁଚନଯୋଗ୍ୟ ଯେ ଏହି ହତ୍ୟାକାଣ୍ଡ…
ଅସ୍ତ୍ରୋପଚାରରେ ଅବହେଳା : ମହିଳାଙ୍କ ପେଟରୁ ବାହାରିଲା ମେଞ୍ଚେ ଗଜ ତୁଳା
କାଶୀପୁର ରୁ ବୈକୁଣ୍ଠ ଦୁରିଆ :କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକର ଅନ୍ତର୍ଗତ ବିରିଗୁଡ଼ା ଗ୍ରାମର କାଞ୍ଚନ ହାଲୁଆ ସ୍ବାମୀ ଚେତନ ହାଲୁଆ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ(୦୩-୧୦-୨୦୨୧) ତାରିଖ ପ୍ରସୂତି ବିଭାଗରେ ଅସ୍ତ୍ରୋପଚାର କରି ନବଜାତ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ସେହି ଦିନ…
ମୁଖ୍ୟ ଶାସନ ସଚିବ ଓ଼ 5- ଟି ସଚିବଙ୍କ ସମ୍ବଲପୁର ଗସ୍ତ: ସମଲେଇ ପ୍ରକଳ୍ପର ସମୀକ୍ଷା
ସମ୍ବଲପୁର/ଶାସକ ପ୍ରଶାସକ: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (5-ଟି ) ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି…