ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ :ବଜ୍ରାଘାତରେ ୩ ଗୋରୁ ମୃତ l ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଶଙ୍ଖମୂଳ ଗ୍ରାମରେ l ଆଜି ମଧ୍ୟାହ୍ନରେ କାଳବୈଶାଖୀର ତାଣ୍ଡବରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ମାରିଥିଲା l ଫଳରେ ଶଙ୍ଖମୂଳ ଗାଁର ମେରୁଦାଶ ଏବଂ ଯଦୁଜେନା ଙ୍କର 3ଟି ଗାଈ ବିଲରେ ଚରୁଥିବା ବେଳେ ଗାଇଙ୍କୁ ବଜ୍ରାଘାତ ହୋଇଥିଲା, ଫଳରେ ଘଟଣା ସ୍ଥଳରେ ଗାଈ ମାନଙ୍କର ମୃତ ହୋଇଥିବା ବେଳେ ଗାଈ ମାଲିକଙ୍କୁ କ୍ଷତିପୂରଣ ଯୋଗାଇ ଦେବାପାଇଁ ସାଧାରଣ ଦାବି ହୋଇଛି |
Sign in
Sign in
Recover your password.
A password will be e-mailed to you.
Next Post