Sign in
Sign in
Recover your password.
A password will be e-mailed to you.
ଗ୍ରାମାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଧର୍ମକୁ ଆଖିମିଟିକା
ଚବିଶ ଘଣ୍ଟା ରୁ ମାତ୍ର ଦୁଇ ଘଣ୍ଟା ମିଳୁଛି ସ୍ୱାସ୍ଥ୍ୟ ସେବା
ଯାଜପୁର ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ରାଜ୍ୟ ସରକାର ସାଧାରଣ ଜନତା ଙ୍କ ପାଇଁ ପ୍ରତ୍ୟେକ ଗ୍ରାମାଞ୍ଚଳ ରେ ଖୋଲିଛନ୍ତି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର | ଆବଶ୍ୟକ ଭିତିଭୁମି ଗୃହ ଯନ୍ତ୍ର ପାତି ମେଡିସିନି ଯୋଗାଇ ଦେବା…
ଓଡିଶା ବିକାଶର ମୁଖ୍ୟ ନାୟକ ହେଲେ ନବୀନ: ମନ୍ତ୍ରୀ ଅରୁଣ
ରଣପୁରରେ ମନ୍ତ୍ରୀ ଅରୁଣ ସାହୁଙ୍କ ନିର୍ବାଚନ ପ୍ରଚାର
ରଣପୁର/ ପ୍ରସନ୍ନ ସାମନ୍ତରାୟ : ସାରା ଓଡିଶା ରେ ଆସନ୍ତା 24 ତାରିଖ ରେ ପୋୖରନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରାଯାଇଛି | ସୋମବାର…
କଳାହାଣ୍ଡି ଜିଲ୍ଲାର ବହୁ ନିର୍ବାଚିତ ସମିତି ସଭ୍ୟ ବିଜେପିରେ ହେଲେ ସାମିଲ
ଭୁବନେଶ୍ୱର:ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ରଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲାର ବହୁ ନିର୍ବାଚିତ ସମିତି ସଭ୍ୟ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି।କଳାହାଣ୍ଡି ଜିଲ୍ଲା ସାଧାରଣ ସଂପାଦକ ଯୁଗଲ କିଶୋର ପୋଡ ଏବଂ ନବନିର୍ବାଚିତ…
ପୌର ଲଢେଇ : ଦଳୀୟ ପ୍ରାର୍ଥୀଙ୍କ ପାଇଁ ଅରୁଣଙ୍କ ତୋଫାନି ପ୍ରଚାର
ନୟାଗଡ଼ (ବିଶ୍ୱଜିତ ନାୟକ) - ନୟାଗଡ଼ ପୈାର ନିର୍ବାଚନ ପାଇଁ ଆଜି ବିଜେଡି ପକ୍ଷରୁ ବିଭିନ୍ନ ୱାର୍ଡ଼ରେ ନିର୍ବାଚନ ସଭା ଅନୁଷ୍ଠିତ ହୋଇଯାଇଛି । ପୈାର ପରିଷଦ ଅନ୍ତର୍ଗତ ୧୫ ନମ୍ବର ୱାର୍ଡ଼ ପାଇଁ ସିଦ୍ଧେଶ୍ୱର କଲ୍ୟାଣମଣ୍ଡପଠାରେ, ୨, ୩ ଏବଂ ୪ ନମ୍ବର ୱାର୍ଡ଼ ପାଇଁ ଟାକ୍ସି ଷ୍ଟାଣ୍ଡଠାରେ ଏବଂ ୧୧ ଓ…
ଓଡ଼ିଶା ବିଧାନସଭାର ମୂଲ୍ୟବାନ ବିବରଣୀ ଓ ତଥ୍ୟର ଡିଜିଟାଇଜେସନ୍ ଆରମ୍ଭ
‘ଇତିହାସକୁ ସୁରକ୍ଷା ଦେବା ଆମର ପ୍ରମୁଖ କର୍ତ୍ତବ୍ୟ’: ବାଚସ୍ପତି
ଭୁବନେଶ୍ୱର: ଇତିହାସକୁ ସୁରକ୍ଷା ଦେବା ଆମର ପ୍ରମୁଖ କର୍ତ୍ତବ୍ୟ । ଓଡ଼ିଶା ବିଧାନସଭାର ବହୁ ମୂଲ୍ୟବାନ ବିବରଣୀ, ତଥ୍ୟ, ଦସ୍ତାବିଜ୍, ନଥିପତ୍ର ଓ ଗ୍ରନ୍ଥଗୁଡ଼ିକର ଡିଜିଟାଇଜେସନ୍ କାର୍ଯ୍ୟର ଶୁଭାରମ୍ଭ କରି ବାଚସ୍ପତି ଡ.…
ବାବୁଜଙ୍ଗରେ ରାଜନୈତିକ ହିଂସା ; ବିରୋଧୀଙ୍କ ଆକ୍ରମଣରେ ୨ଯୁବକ ଗୁରୁତର
ନିଶ୍ଚିନ୍ତକୋଇଲି- ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଗ ଗ୍ରାମପ।ୟତ ରେ ରାଜନୈତିକ ହିଂସା ସୃଷ୍ଟି ହେବାର ୪ଦିନ ହେବାକୁ ବସିଲାଣି। ଏ ସମ୍ପର୍କରେ ୧୯ତାରିଖ ଠାରୁ କିଶୋରନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। କିଶୋରନଗର ଥାନା ତରଫରୁ କେବଳ କେସ ରୁଜୁ କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଆଖି ଦୃଷ୍ଟିଆ…
ମନ୍ତ୍ରୀ ପ୍ରତାପ ଜେନାଙ୍କ ଅତି ପ୍ରିୟ ଯୁବନେତା ଅଶୋକ ବ୍ଲକ ଉପାଧ୍ୟକ୍ଷ ହେବା ନେଇ ଚର୍ଚ୍ଚା
ନିଶ୍ଚିନ୍ତକୋଇଲି- ନିଶ୍ଚିନ୍ତକୋଇଲି ବ୍ଲକ ତଥା ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଦର୍ଶରେ ଅନୁପ୍ରାଣିତ ଜଣେ ସୁକାର୍ଯ୍ୟଦକ୍ଷ ଯୁବନେତା ସୁଖ ଦୁଃଖର ସାଥୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ସବିତା ଓଝାଙ୍କ ପ୍ରତିନିଧି ଅଶୋକ କୁମାର ଓଝା(ଟିଟୁଆ)ଭାଇ…
ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଜଗତସିଂହପୁର-/- ସୁମନ୍ତ କୁମାର ଦାସ : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାଯ୍ୟାଳୟ ସ୍ଥିତ ସଦ୍ ଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ଓଡିଶା ଦିଵସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ଵୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାୱରୀ ଓଡିଶା ଦିଵସ…
କବି ଡ. ଗାୟତ୍ରୀବାଳା ପଣ୍ଡାଙ୍କ “ଏ ସ୍ଲାଇସ୍ ଅଫ୍ ନାଇଟ୍” ଉନ୍ମୋଚିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶିଷ୍ଟ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ କବିତା ସଂକଳନରେ ସେ ଇଂରାଜୀ ଅନୁବାଦ “ଏ ସ୍ଲାଇସ୍ ଅଫ୍ ନାଇଟ୍” ୬ଷ୍ଠ ଓଡ଼ିଶା ଆର୍ଟ ଆଣ୍ଡ ଲିଟରେଚର୍ ଫେଷ୍ଟିଭାଲ୍ରେ ଉନ୍ମୋଚିତ ହୋଇଯାଇଛି। ଡ. ପଣ୍ଡାଙ୍କ ଓଡ଼ିଆ କବିତାର ଅନୁବାଦିତ ପୁସ୍ତକକୁ ପ୍ରଖ୍ୟାତ ଇଂରାଜୀ ଓ…
ଜିଲ୍ଲା ସ୍ତରୀୟ ଯୁବ ପ୍ରତିବେଶୀ ସଂସଦୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ସ୍ତରୀୟ ଯୁବ ପ୍ରତିବେଶୀ ସଂସଦୀୟ କାର୍ଯ୍ୟକ୍ରମ ରାୟଗଡ ଠାରେ ଥିବା ରେଲୱେ ଅଭିନନ୍ଦନ ସଭାଗୃହରେ ଆଜି ଭାରତ ସରକାରଙ୍କ ଯୁବ ବେପାର ଏବଂ କ୍ରୀଡା ମନ୍ତ୍ରାଳୟ ଅନ୍ତର୍ଗତ ନେହୁରୁ ଯୁବ କେନ୍ଦ୍ର ସଂଗଠନ ଜିଲ୍ଲା ଶାଖା ତରଫରୁ ଜିଲ୍ଲା ସ୍ତରୀୟ ଯୁବ…