Sign in
Sign in
Recover your password.
A password will be e-mailed to you.
ବିଜେପୁର ରେ ବିଜେଡ଼ିର ଜୋରଦାର ରୋଡ଼ ଶୋ
ବରଗଡ :- ଆଜି ପୌର ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିଲା । ନିର୍ବାଚନ ଘୋଷଣା ହେବା ପରଠାରୁ ପ୍ରଥମ ଥର ପାଇଁ ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ହେଉଥିବା ନିର୍ବାଚନ ପାଇଁ ଲୋକଙ୍କର ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଆଜି ପ୍ରଚାରର ଶେଷ ଦିନ ଥିଲା । ଏହି…
ଉପାନ୍ତ ଅଞ୍ଚଳରେ ସି ଆର ପି ଏଫ ର ସିଭିକ ଏକ୍ସନ ପ୍ରୋଗ୍ରାମ
ଦେଶସେବା ସହିତ ଦେଶବାସୀଙ୍କ ସେବାରେ ସଦାସର୍ବଦା ସିଆରପିଏଫ
ବରଗଡ :- ଦିନ ଥିଲା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ମୁଖ୍ୟତଃ , ପଦ୍ମପୁର , ପାଇକମାଲ ଓ ଝାରବନ୍ଧ ବ୍ଲକ ର ଅନେକ ଅଂଚଳ ମାଓବାଦୀ ମାନଙ୍କ ଚରାଭୁଇଁ ପାଲଟି ଯାଇ ଥିଲା । କିଛି ଦିନ ଅନ୍ତର ରେ ମାଓବାଦୀ ମାନଙ୍କର ଦ୍ଵାରା କିଛି ନା…
ଗିରଫ ହେଲେ ଗଣେଶ
ଭୁବନେଶ୍ୱର/ଚିଲିକା(ସେକ୍ କୌଶର ):ଭିଡ ଉପରେ ଗାଡି ମଡାଇବା ଘଟଣାରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରିଛି। ହସ୍ପିଟାଲରୁ ସୁସ୍ଥ ହୋଇ ବାହାରିବା ପରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ ବାଣପୁର ବିଚାର ବିଭାଗୀୟ ଅଦାଲତକୁ ପଠାଯିବ…
ପୂର୍ବତଟ ରେଳପଥ ପକ୍ଷରୁ “ପ୍ରେମ୍” ବୈଠକ
ଭୁବନେଶ୍ୱର : ପରିଚାଳନାରେ କର୍ମଚାରୀ / ଶ୍ରମିକଙ୍କ ଅଂଶଗ୍ରହଣର ଏକ ଅଂଶ ଭାବରେ, ପୂର୍ବତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ରେଳ ସଦନ ଠାରେ ପାର୍ଟିସିପେସନ ଅଫ ରେଲୱେ ଏମ୍ପ୍ଲୋୟୀଜ ଇନ୍ ମ୍ୟାନେଜମେଣ୍ଟ (ପ୍ରେମ୍) ବୈଠକ ଅନୁଷ୍ଠିତ ହୋଇଯାଇଅଛି ଯେଉଁଠାରେ ରେଳପଥର ସ୍ୱୀକୃତିପ୍ରାପ୍ତ ଟ୍ରେଡ…
ବିଜେପିରୁ ବିଦା ହେଲେ ଅଢେଇ ଡଜନ ସ୍ଥାନୀୟ ନେତା
ଭୁବନେଶ୍ୱର : ଜିଲ୍ଲା ସଭାପତିଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ କଟକ ଜିଲ୍ଲା ଚୈାଦ୍ୱାର ମ୍ୟୁନିସିପାଲିଟିର ଦିପକ ସାମନ୍ତରାୟ, ଯାଜପୁର ଜିଲ୍ଲା ବ୍ୟାସନଗର ମ୍ୟୁନିସିପାଲିଟିର ପ୍ରସନ୍ନ କୁମାର…
ପ୍ରଚାର ଶେଷ ଦିନ ରେ ବିଜେଡ଼ି ଓ କଂଗ୍ରେସର ବାଇକ ରାଲି : ବିଜେପି ର ଘର କୁ ଘର ବୁଲି ପ୍ରଚାର।
ବିଜେଡ଼ି ପ୍ରଚାରରେ ଯୋଗ ଦେଲେ ସିନେ କଳାକାର ସମ୍ବିତ ଓ ଏଲିନା।
ବାସୁଦେବପୁର(ପ୍ରତାପ ପାଢ଼ୀ) - ପୌର ନିର୍ବାଚନ ପ୍ରଚାର ଶେଷ ଦିନ ରେ ବାସୁଦେବପୁରରେ ଦେଖିବାକୁ ମିଳିଛି ରାଜନୈତିକ ଦଳ ମାନଙ୍କର ଜୋରଦାର ପ୍ରଚାର କାର୍ଯ୍ୟକ୍ରମ । କଂଗ୍ରେସ ଓ ବିଜେଡି ପକ୍ଷରୁ ବାଇକ ରାଲି କରାଯାଇଥିବା ବେଳେ…
୫ ରାଜ୍ୟ ନିର୍ବାଚନ ପରେ ଦେଶ ବାସୀଙ୍କୁ ମହଙ୍ଗା ମାଡ଼: ୧୪.୨ କେଜି ରୋଷେଇ ସିଲିଣ୍ଡର ଦାମ ସିଲିଣ୍ଡର ପିଛା ୫୦ ଟଙ୍କା…
ରାଉରକେଲା/ ବସନ୍ତ କୁମାର ଜେନା: ପାଞ୍ଚ ରାଜ୍ୟର ନିର୍ବାଚନ କୁ ଥିଲା ଅପେକ୍ଷା। ତାପରେ ଦେଶବାସୀଙ୍କ ଉପରେ ପୁଣି ପଡ଼ିଛି ମହଙ୍ଗା ମାଡ଼ । ପେଟ୍ରୋଲ ଓ ଡିଜେଲ ଦାମ୍ ସହ ଘରୋଇ ସିଲିଣ୍ଡର ଦାମ୍ ବି ବଢ଼ିଛି । ୧୪.୨ କେଜି ଘରୋଇ ସିଲିଣ୍ଡର ଦାମ୍ ମଙ୍ଗଳବାର ସିଲିଣ୍ଡର ପିଛା ୫୦ ଟଙ୍କା ଳେଖାଏ…
ମାର୍ଚ୍ଚ ୨୩ରୁ ଜାତୀୟସ୍ତରୀୟ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଶିକ୍ଷଣ ସର୍ବେକ୍ଷଣ
ତିନୋଟି ପର୍ଯ୍ୟାୟରେ କରାଯିବ ଏହି ସର୍ବେକ୍ଷଣ
ଏହି ସର୍ବେକ୍ଷଣରେ ରାଜ୍ୟର ୪୪୯ଟି ବିଦ୍ୟାଳୟ ସାମିଲ
ତୃତୀୟ ଶ୍ରେଣୀ ପିଲାଙ୍କ ଭାଷା ଓ ଗଣିତ ଶିକ୍ଷଣ ସ୍ତର ସର୍ବେକ୍ଷଣ କରାଯିବ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆସନ୍ତା ୨୩ ମାର୍ଚ୍ଚ ୨୦୨୨ ତାରିଖଠାରୁ ତୃତୀୟ…
ସମ୍ ରେ ଛ’ମାସ ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ମିଳିଲା ସୁଫଳ
ଭୁବନେଶ୍ୱର: ସମ୍ ହସ୍ପିଟାଲରେ ମାତ୍ର ୬ ମାସ ଶିଶୁର ଶରୀରରେ ଥିବା ଜଟିଳ ହୃଦ୍ ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି। ନୟାଗଡ ଜିଲ୍ଲା ଦଶପଲ୍ଲା ଅଂଚଳର ସୁବାଷ ଚନ୍ଦ୍ର ବେହେରାଙ୍କ ଛ’ମାସର ଶିଶୁ ପୁତ୍ରଟି ହୃଦ୍ ପଲ୍ମୁନାରୀ ଭାଲ୍ଭ…
ନିଶାମୁକ୍ତି ଅଭିଯାନର ବାର୍ତ୍ତାବହ ହୁଅନ୍ତୁ ସୋଆ ଛାତ୍ରଛାତ୍ରୀ: ପୋଲିସ୍ କମିଶନର
ଭୁବନେଶ୍ୱର : ଧଳା ଜହର ବଳୟରେ ସମାଜ କଳୁଷିତ ହେବାରେ ଲାଗିଛି। ଅନେକ ପରିବାର ଧ୍ୱଂସ ହୋଇଯାଉଛି। ତେବେ ସମାଜକୁ ନିଶାମୁକ୍ତ କରିବାରେ ଯୁବଗୋଷ୍ଠୀଙ୍କର ଅନେକ ଆବଶ୍ୟକତା ରହିଛି। ସେମାନେ ହିଁ ନିଶା କବଳରୁ ସମାଜକୁ ସୁରକ୍ଷିତ ରଖିପାରିବେ ବୋଲି କହିଛନ୍ତି ଦ୍ୱୈତନଗରୀର ପୋଲିସ୍ କମିଶନର ଶ୍ରୀ…