ଗୋଡିମାଗୁରା ଚାରି ଛକରେ ବୋଲେରୋ-ବାଇକ ଦୁର୍ଘଟଣା

ଯାଜପୁର ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ବୁଧବାର ଦିନ ଚାରିଟା ହେବ ଏକ ଦୁର୍ଘଟଣା ଘଟିଛି | କୋହ୍ଲାସିଙ୍ଗି ପଟୁ ଏକ ବୋଲେରୋ ନମ୍ବର OD05 AS 8083 ଦ୍ରୁତ ଗତିରେ ଯାଉ ଥିବା ବେଳେ ସିହା ପଟୁ ଆସୁଥିବା ବାଇକ୍ କୁ ଗୋଡି ମାଗୁରା ଚାରି ଛକ ଠାରେ ଧକ୍କା ଦେଇଥିଲା | ବାଇକ ଆରୋହି ଶାଳପଡା…

ସୋହେଲାରୁ ଦିବ୍ୟ କୁମାର ପ୍ରଧାନ ନିର୍ଦ୍ୱନ୍ଦରେ ହେଲେ ଉପାଧ୍ୟକ୍ଷ

ପାଇକମାଲ ରୁ ସଂଜୀବ ବାରିହା ଓ ଝାରବନ୍ଧ ରୁ ବିଶାଖା ବାରିହା ନୂତନ ଉପାଧ୍ୟକ୍ଷ ବରଗଡ :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାର ଆଜି ଥିଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଏହି କ୍ରମରେ ନିର୍ବାଚନ କମିଶନ ଙ୍କର ଗାଇଡ଼ଲାଇନ ମୁତାବକ ଆଜି ପଞ୍ଚାୟତ ସମିତି ମାନଙ୍କର…

ଦୁର୍ଜ୍ଜୟ ମିଶ୍ର ଅସ୍ତରଙ୍ଗ ବ୍ଲକ ଉପାଧ୍ୟକ୍ଷ

ଅସ୍ତରଙ୍ଗ(ଦୁଃଶାସନ ନାୟକ) ପୁରୀଜିଲା ଅସ୍ତରଙ୍ଗ ବ୍ଲକର ଉପାଧ୍ୟକ୍ଷ ନିର୍ବାଚନ ବୁଧବାର ଦିନ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି । ଏହି ଉପଲକ୍ଷେ ବ୍ଲକ ସମିଳନୀ କକ୍ଷରେ ବ୍ଲକ ଅଂଚଳର 15 ଗୋଟି ଗ୍ରାମପଂଚାୟତର ସମିତିସଭ୍ୟ ଏକାଠି ହେଲା ପରେ ଶାସକ ଦଳ ତରଫରୁ ଶିଶୁଅ ଜିପିର ସମିତିସଭ୍ୟ ଆରତୀ…

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆଜି ବିଜେଡିରୁ ଆଜି ନିଲମ୍ବିତ ହୋଇଛନ୍ତି ପୁରୀ ସଦର ବ୍ଲକର ପୂର୍ବତନ ସମିତି ସଭ୍ୟ ପ୍ରଭାକର ସମର୍ଥା | ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ସମର୍ଥାଙ୍କୁ ଆଜି ନିଲମ୍ବିତ କରାଯାଇଥିବା ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଶ୍ରୀ…

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବୈଜୟନ୍ତ ଉପସ୍ଥିତ ଭୂବନେଶ୍ବର  : ସଦ୍ୟସମାପ୍ତ ବିଧାନସଭା ନିର୍ବାଚନର ବିଜେପିର ବିପୁଳ ବିଜୟ ପରେ ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିଛନ୍ତି। ପୁଷ୍କର ସିଂ ଧାମି କ୍ରମାଗତ ଦ୍ବିତୀୟ ଥର…

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି

ଆଉ ୬ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଗଲା ଚାକିରୀ ବିଦା ଅଧିକାରୀଙ୍କ ଭିତରେ ଜଣେ ମୁଖ୍ୟଯନ୍ତ୍ରୀ, ୩ ନିର୍ବାହୀ ଯନ୍ତ୍ରୀ ଓ ୨ ବିଇଓ ଏପର୍ଯ୍ୟନ୍ତ ୧୬୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ ଉଚ୍ଚ…

ଚେନ୍ନାଇ ସୁପର କିଙ୍ଗ୍ସ ଟିଭିଏସ୍ ୟୁରୋଗ୍ରିପ୍ ଟାୟାର୍ସ ସହିତ ଆଇପିଏଲ୍ -୨୦୨୨ ପାଇଁ ନୂତନ ଲୁକର ଜର୍ସି

ପ୍ରମୁଖ ପ୍ରାୟୋଜକ ଭାବରେ, ଚେନ୍ନାଇ ସୁପର କିଙ୍ଗ୍ସର ଅଫିସିଆଲ୍ ଜର୍ସିର ସମ୍ମୁଖ ଭାଗରେ ଟିଭିଏସ୍ ୟୁରୋଗ୍ରିପର ବ୍ରାଣ୍ଡିଂ ରହିଛି ଚେନ୍ନାଇ/ ଭୁବନେଶ୍ୱର: ଚାରି ଥରର ଆଇପିଏଲ୍ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ ଆଇପିଏଲ୍ ୨୦୨୨ ପାଇଁ ଏହାର ନୂତନ ଜର୍ସିର ଉନ୍ମୋଚନ କରିଛି। ଚେନ୍ନାଇ ସୁପର…

ଟାଣୁଆ ଯୁବନେତା ଅଶୋକ କୁମାର ଓଝା ନିର୍ଦ୍ଦ୍ବନ୍ଦ୍ବରେ ହେଲେ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ

ଅଞ୍ଚଳବାସୀଙ୍କ ସୁଖ ଦୁଃଖର ସାଥି "ଟିଟୁଆଭାଇ"ଙ୍କ ବିଜୟରେ ଆନନ୍ଦର ଲହରୀ । ନିଶ୍ଚନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ) : ନିଶ୍ଚିନ୍ତକୋଇଲି ବ୍ଲକ ତଥା ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଦର୍ଶରେ ଅନୁପ୍ରାଣିତ ଜଣେ କାର୍ଯ୍ୟଦକ୍ଷ ଯୁବନେତା ସୁଖ ଦୁଃଖର…

କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଡିଜି ଦେଲେ ନିର୍ଦ୍ଦେଶ

ଭୁନନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ | ଘଟଣାର ଗଭୀରତା ଓ ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏ ସମ୍ପର୍କିତ ଚାନ୍ଦବାଲି ଥାନାରେ ରୁଜୁ ମାମଲା ସଂଖ୍ୟା 63 / 14.02.2022 ର ତଦନ୍ତ ଦାୟିତ୍ୱ ହାତକୁ ନେବା ପାଇଁ ଆଜି ପୋଲିସ ମହାନିର୍ଦ୍ଦେଶକ…

ମଇତାପୁର ଦେଶ ମେଲଣକୁ ନେଇ ପୋଲିସ ଜନତା ମୁହାଁ ମୁଁହି

ସିମୁଳିଆ (ଅକ୍ଷୟ କୁମାର ଜେନା):ଵହୁ ପ୍ରସିଦ୍ଧ ମଇତାପୁର ମେଲଣ ଉଭୟ ରାଜନୈତିକ ଦଳକୁ ନେଇ ବିଭାଜିତ। ଏଵଂ ଭଗବାନଙ୍କ ମେଲଣକୁ ନେଇ ଭାଇ ଚାରା ତ ଦୁର ର କଥା ଏଠାରେ ରକ୍ତପାତ ହେଉ ଥିବାର ଦେଖା ଯାଉଛି। ଗୋଟେ ପଟେ ଦେବୋତ୍ତର ବିଭାଗ କିଛି ଠାକୁର ବାଡ଼ିଆଙ୍କୁ ନେଇ ମେଲଣ ପଡିଆ ରେ ମେଲଣ କରୁଥିବା…