ପୌର ପରିଷଦ ନିର୍ବାଚନର ଶେଷ ଦିନରେ କନକବର୍ଦ୍ଧନ, ସଙ୍ଗିତା ଓ ନିବୃତ୍ତିଙ୍କ ଜୋରଦାର ପ୍ରଚାର

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ପାଟଣାଗଡ଼ ପୌର ପରିଷଦ ନିର୍ବାଚନ ପ୍ରଚାର ଜୋରଦାର ହୋଇ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଭାରତୀୟ ଜନତା ପାର୍ଟି ପାଟଣାଗଡ଼ ପୌର ନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ପାଟଣା ମହାରାଜା ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ…

ମୋହନାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୀର୍ଘ ୨ବର୍ଷ ହେଲା କରୋନା କଟକଣା ଯୋଗୁଁ ସ୍ଥଗିତ ରହିଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମୋହନା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ…

ପୂଜ୍ୟ ପୂଜା ସଂସଦ ପାରଳାଖେମୁଣ୍ଡି ଆନୁକୁଲ୍ୟରେ “ବିଶ୍ଵ ଜଳ ଦିବସ” ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୂଜ୍ୟ- ପୂଜା ସଂସଦର ସଭାପତି ଭାଗବତ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଆଭାଷି (ଭର୍ଚୁଆଲ) ରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଜୀବନ ବଞ୍ଚାଇ ରଖିବାର ମୂଳ ଉଛ ଜଳ , ଜଳର ଅପଚୟ ରୋକିବା , ଜଳ ବିନିଯୋଗରେ ସଂଯତ ଓ ନିୟନ୍ତ୍ରଣ ରକ୍ଷା କଲେ ଆଗାମୀ ଦିନ ଜୀବ…

ଦୁଇ ଅନାଥ ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଣ ମାଧ୍ୟମର ପ୍ରତିନିଧିଙ୍କଠୁ ଖବର ପାଇଲା ପରେ ଜିଲ୍ଲା ପ୍ରଶାସନ ଦୁଇଟି ଅନାଥ ଶିଶୁଙ୍କୁ ଥଇଥାନ କରିଛି । ଶିଶୁ ଦୁଇଜଣ ମୋହନା ପଞ୍ଚାୟତ ସମିତିର ଅଡ଼ବା ନିକଟସ୍ଥ ତଳ ବାଡ଼େଗୁଡ଼ା ଗ୍ରାମର। ଶିଶୁ ମାନଙ୍କର ପିତା ସ୍ବର୍ଗତ ପ୍ରେମଲାଲ ମଲ୍ଲିକ ଗତ…

ଜିଲ୍ଲାସ୍ତରୀୟ ବିଶ୍ବ ବନ ଦିବସ-୨୦୨୨ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା, ସହାୟତାରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବନ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ବ ବନ ଦିବସ-୨୦୨୨ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ…

କେନ୍ଦୁଝରଗଡ଼ ପୌର ନିର୍ବାଚନ : ବ୍ୟାକଫୁଟରେ ବିଜେଡି !

 କେନ୍ଦୁଝର: ପୌର ନିର୍ବାଚନର ଭୋଟଦାନ ଯେତେ ପାଖେଇ ଆସୁଛି କେନ୍ଦୁଝରଗଡ଼ରେ ତା ତାତି ସ୍ପଷ୍ଟ ଜଣା ଯାଉଛି । ପୌରପାଳ ଲାଗି ୩ ଲକ୍ଷକୁ ଫୁ କରି ଦେଇଛନ୍ତି କେତେକ ପ୍ରାର୍ଥୀ କୋଟି କୋଟି ଉଡେଇବାକୁ ସେମାନେ ପ୍ରସ୍ତୁତ । ମୁଣ୍ଡପିଛା ଟଙ୍କା ବଣ୍ଟା ହେଉ ଥିବା ଖବର ଆସିଛି । ଟଙ୍କା ବଣ୍ଟାକୁ ନେଇ…

ପ୍ରଚାର ସରିଲା ଘୋଷଣା ବାକି : ଵ୍ୟାକଫୁଟରେ ବିରୋଧୀ, ଆଶ୍ୱସ୍ତ ବିଜେଡି

ସୁଲୋଚନା ଦାସ ଭୁବନେଶ୍ୱରର ପ୍ରଥମ ପ୍ରତ୍ୟକ୍ଷ ନିର୍ବାଚିତ ମେୟର ହେବା ଥୟ ଭୁବନେଶ୍ୱର: ସରିଲା ପ୍ରଚାର | ୨୪ରେ ମତଦାନ | ପ୍ରାର୍ଥୀଙ୍କ ପ୍ରଚାର, ଲୋକଙ୍କ ହାବଭାବ, ବିଭିନ୍ନ ଦଳର ମତିଗତିକୁ ଲକ୍ଷ୍ୟ କଲେ ଭୁବନେଶ୍ୱର ମହାନଗର ନିଗମ ମେୟର ପଦ ପାଇଁ ଲଢେଇ ଯେ ଏକତରଫା ହେବ ଓ ବିଜେଡି ମେୟର…

ନାହିଁ ନାହିଁ ରେ ଚାଲିଛି,ସରକାରୀ ହୋମିଓ ପ୍ୟାଥିକ୍ ଚିକିତ୍ସାଳୟ।

ହାଟଡିହି,(ମକରଧ୍ବଜ ଯେନା)ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ହାବେଳେଶ୍ବର ପଞ୍ଚାୟତର ଡିମିରିଆ ଠାରେ ଏ ଅଞ୍ଚଳର ସ୍ବାସ୍ତ୍ୟସେବା ସମସ୍ୟା କୁ ଏକ ହୋମିଓପ୍ୟାଥିକ୍ ଚିକିତ୍ସାଳୟ ଆଜିକୁ ପ୍ରାୟ ୨୫ ବର୍ଷ ପୂର୍ବେ ସ୍ଥାପନ କରାଯାଇଥିଲା। ଏହି ଅଞ୍ଚଳ ର ସାତଟି ପଞ୍ଚାୟତର ଅଧିବାସୀ ଏହ ଚିକିତ୍ସାଳୟ…

ଜଗତସିଂହପୁର ମ୍ୟୁନିସିପାଲିଟିରେ ବିଜେଡି ହେଭିୱେଟଙ୍କ ମାରାଥନ ପ୍ରଚାର

ଜଗତସିଂହପୁର/ ସୁମନ୍ତ କୁମାର ଦାସ : ଆସନ୍ତା ମାର୍ଚ୍ଚ ୨୪ତାରିଖରେ ହେବାକୁ ରହିଥିବା ପୋର ନିର୍ବାଚନ ପାଇଁ ସରଗରମ ହୋଇଉଠୁଛି ଜଗତସିଂହପୁର ପୌରାଞ୍ଚଳ । ବିଶେଷ କରି କଂଗ୍ରେସର ଗଡ଼ ଭାବେ ପରିଚିତ ୪ ଏବଂ ୫ନଂ ୱାର୍ଡକୁ ଚଳିତ ନିର୍ବାଚନରେ ହାତେଇବା ପାଇଁ ବିଶେଷ ପ୍ରୟାସ ତଥା ଫୋକସ୍ ଦେଉଛି…

କାନ୍ଦୁଛନ୍ତି ବିଧବା କାନ୍ଦିରି , ଦିହଘଷା ହେଇଯାଇଛି ଖରା, ବର୍ଷା, ଶୀତ କାକର

ଦୁଃଖ ବୁଝିବେ କି ମୋ ସରକାର କଲ୍ୟାସିଂହପୁର/ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ସଦର ଗାଁରେ ଝାଟି ମାଟି କୁଡ଼ିଆରେ ବିଧବା କାନ୍ଦିରି ପିଡ଼ିସିକା ଆଜି କାନ୍ଦୁଛି ଶୀତ କାକର, ଖରା, ବର୍ଷା, ସବୁ ସମାନ ସାଝିଛି,ସରକାର ଯୋଜନା ସପନ ହୋଇଛି। ଆଜକୁ ପ୍ରାୟ…