ଅମିତ ଶାହାଙ୍କୁ ଭେଟିଲେ ବିଜେଡି ସାଂସଦ ଅନୁଭବ

0

ନୂଆଦିଲ୍ଲୀ : କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ଓଡ଼ିଆ ସିନେ ତାରକା ତଥା କେନ୍ଦ୍ରାପଡ଼ାରୁ ବିଜେଡି ସାଂସଦ ଅନୁଭବ ମହାନ୍ତି | ସେ ନିଜେ ଆଜି ଏହି ଫୋଟୋ ତାଙ୍କ ଟୁଇଟର ହାଣ୍ଡଲ ରେ ପୋଷ୍ଟ କରିଛନ୍ତି | ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ସହ ସାକ୍ଷାତ ଆଲୋଚନା ବେଳେ ଦେଶର ଯୁବକମାନଙ୍କ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସକରାତ୍ମକ ଆଲୋଚନା କରିଥିବା ଉଲ୍ଲେଖ କରିଛନ୍ତି ଅନୁଭବ । ଏହି ସାକ୍ଷାତ ଆଲୋଚନା ପରେ ଅନୁଭବ ବିଜେପି ମୁହାଁ ହେଉଥିବା ନେଇ ଚର୍ଚା ଜୋର ଧରିଛି |

Leave A Reply

Your email address will not be published.