Sign in
Sign in
Recover your password.
A password will be e-mailed to you.
ଭାବିମାଆ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ରାମକୃଷ୍ଣପୁରର ଗେମ୍ ଚେଞ୍ଜର ବିଜୟୀ
ଗ୍ରାମାଚଂଳରେ କ୍ରିକେଟ ପ୍ରତିଭାଙ୍କ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅବଦାନ ଅତୁଳୀୟ; ବ୍ଲକ ଉପାଧ୍ୟକ୍ଷ ଅଶୋକ ଓଝା
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):ଜିଗ୍ନିପୁର ପଂଚାୟତ ଲାଲବାଗ ଗ୍ରାମରେ ଥିବା ତ୍ରିନାଥ କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ସ୍ଥାନୀୟ…
ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ ଓ ଶିଳାନ୍ୟାସ କରି ବିଜୟ ଉତ୍ସବ ପାଳିଲେ ମନ୍ତ୍ରୀ ପ୍ରତାପ ଜେନା
ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ):ରାଜ୍ୟ ପଂଚାୟତିରାଜ,ପାନୀୟଜଳ,ଆଇନ,ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ବ୍ଲକ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିି ବିଜୟ ଉତ୍ସବ ପାଳନ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ…
ରାଉରକେଲା ରେ ଏନ ଆଇ ଟି ର ଛାତ୍ର ମାନେ ଅଫ ଲାଇନ ପରିବର୍ତ୍ତେ ଅନ ଲାଇନ ପରୀକ୍ଷା କରିବାକୁ ଏନ ଆଇ ଟି ଛାତ୍ରଙ୍କ ଦାବି
ରାଉରକେଲା,(ବସନ୍ତ କୁମାର ଜେନା); ରାଉରକେଲା ଏନ ଆଇ ଟି ରେ ଦେଖାଦେଇଛି ଛାତ୍ର ମାନଙ୍କ ମଧ୍ୟରେ ଅସନ୍ତୋଷ। ଅଫ ଲାଇନ ପରିବର୍ତ୍ତେ ଅନ ଲାଇନ ରେ ପରୀକ୍ଷା କରିବାକୁ ଦାବି କରିଛନ୍ତି ଛାତ୍ର ମାନେ।କୋଭିଡ ସମୟରେ ଅନ ଲାଇନ ରେ ପାଠ ପଢା ହେଉଥିବା ବେଳେ କିଛିଦିନ ହେଲା ଅଫ ଲାଇନ କ୍ଲାସ ହେଉଛି। ୮୦…
ଆସନ୍ତା ଦୁଇ ଦିନ ଭାରତ ଵନ୍ଦ ପାଇଁ ଡାକରା ଦେଲେ ବିଭିନ୍ନ ଟ୍ରେଡ଼ ୟୁନିୟନ
ରାଉରକେଲା,(ବସନ୍ତ କୁମାର ଜେନା); କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି କୁ ବିରୋଧ କରି ଦେଶର ୧୦ଟି ଟ୍ରେଡ଼ ୟୁନିୟନ ପକ୍ଷରୁ ଦୁଇଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଆସନ୍ତାକାଲି ଠାରୁ ୨୮ ଏବଂ ୨୯ ତାରିଖ ଦୁଉଦିନ ବନ୍ଦ ଡାକରା ଯୋଗୁଁ ବିଭିନ୍ନ କ୍ଷତ୍ରରେ ଦିଆଯାଉଥିବା ସେବା ଗୁଡିକ…
କାଶୀନାଗର ବ୍ଲକର କେ.ସୀତାପୁର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କେ.ତେଜସ୍ୱର ରାଓ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନାଗର ବ୍ଲକର କେ.ସୀତାପୁର ସରପଞ୍ଚ ଭାବେ ଶ୍ରୀ କେ.ତେଜସ୍ୱର ରାଓ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଧି-ବିଧାନରେ ପୂର୍ଜା ଅର୍ଚ୍ଚନା କରିବା ପରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। କେ.ସୀତାପୁର ପଞ୍ଚାୟତର ଅଧୁରା କାମକୁ…
ଶ୍ରୀଜଗନ୍ନାଥ ନିକେତନ ଠାରେ ଜଗତଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀଜଗନ୍ନାଥ ନିକେତନ (ଅନାଥ ଆଶ୍ରମ), ରାଜ ସୀତାପୁର, ଗୋଷାଣୀ ବ୍ଲକ ଠାରେ ମୁଖ୍ୟ ଅନାଦି ପାଣିଗ୍ରାହୀ ଓ ମହନ୍ତ ରମାନନ୍ଦ ଦାସ ଜୀଙ୍କ ଅନୁମତି କ୍ରମେ ବିଶ୍ଵର ପଞ୍ଚମ ଜଗତଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଅଭିଯାନ ବାଳ…
ଫିଚର କାଲାମ୍ସ ବୁକ୍ ଅଫ୍ ରିକାଡସ୍ : ଦୁରଗାସି ମୋହନ ବାବୁଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଫିଚର କାଲାମ୍ସ ବୁକ୍ ଅଫ୍ ରିକାଡସ୍ ଓ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ଚେନ୍ନାଇ , ତାମିଲନାଡୁ ଆନୁକୁଲ୍ୟରେ ଶନିବାର ଦିନ ଏକ ମିଳିତ ସଭାରେ ତାମିଲନାଡୁର ଚେନ୍ନାଇ ସହରର ଚେନ୍ନାଇ ଗେଟ୍ ୱଏ ହୋଟେଲରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ସମାରହରେ…
ଫିଚର୍ କାଲାମ୍ସ ବୁକ୍ ଅଫ୍ ରିକାଡସ ରେ ଡଃ ଆଲୋକ କୁମାର ବୋଷ ସମ୍ମାନିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଫିଚର୍ କାଲାମ୍ସ ବୁକ୍ ଅଫ୍ ରିକାଡସ୍ ଓ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ଚେନ୍ନାଇ , ତାମିଲନାଡୁ ଆନୁକୁଲ୍ୟରେ ଶନିବାର ଦିନ ଏକ ମିଳିତ ସଭାରେ ତାମିଲନାଡୁର ଚେନ୍ନାଇ ସହରର ଚେନ୍ନାଇ ଗେଟ୍ ୱଏ ହୋଟେଲରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ସମାରହରେ…
ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ, ସ୍ନାଚରେ ପ୍ରିନ୍ସ ମଲିକଙ୍କ ନୂଆ ରେକର୍ଡ
ଭୁବନେଶ୍ୱର- ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି ଉତ୍ତରପ୍ରଦେଶର ପ୍ରିନ୍ସ ମଲିକ 89 କେଜି ପୁରୁଷ ଜୁନିୟର ସ୍ନାଚରେ 138 କେଜି…
ବେନିୟମ ବନାଯୋଡି ଟୋଲଗେଟ ଉଛେଦ ପାଇଁ କେନ୍ଦୁଝରବାସୀଙ୍କ ଦାବି।
କେନ୍ଦୁଝର : ପୂର୍ବରୁ ଥିବା ୨୧୫ ନମ୍ବର ପାଣିକୋଇଲି ଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜ ପଥ ତଥା କେନ୍ଦୁଝରବାସୀଙ୍କ ଜୀବନ ରେଖକୁ ପରବର୍ତ୍ତୀ ସମୟରେ ଅଧିକ ଟୋଲ ଆଦାୟ ଆଶାରେ ପାଣିକୋଇଲି ଠାରୁ ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ଓ ରିମୁଳି ଠାରୁ ରାଜାମୁଣ୍ଡା ୫୨୦ନମ୍ବର ଜାତୀୟ ରାଜପଥରେ…