Sign in
Sign in
Recover your password.
A password will be e-mailed to you.
ନୂତନ ପେନସନ ଯୋଜନା ଭୁକ୍ତ କର୍ମଚାରୀଙ୍କ ବିଶାଳ ସମ୍ମିଳନୀ ଅନୁଷ୍ଠିତ।
ପଦ୍ମପୁର(ଶାସକପ୍ରଶାସକ)- ସ୍ଥାନୀୟ ପୁରୋହିତ କଲ୍ୟାଣ ମଣ୍ଡପ, ପଦ୍ମପୁର ରେ ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ସଂଘ ସଭାପତି ରଘୁନାଥ ପୂରୀଙ୍କ ସଭାପତିତ୍ବରେ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ନେଇ ନୂତନ ପେନସନ ଉଛେଦ ଦାବୀ ନେଇ ବିଶାଳ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି lଦୀପ ପ୍ରଜ୍ବଳନ ଓ…
ମୁହଁ ଖୋଲିଲେ ଅପରାଜିତା : କହିଲେ ବିଜେପିର ଲଗାତାର ବିପର୍ଯ୍ୟୟ ପାଇଁ ଦୁର୍ବଳ ରାଜ୍ୟ ନେତୃତ୍ୱ ଦାୟୀ
"ରାଜ୍ୟ ନେତୃତ୍ୱ ଦୁର୍ବଳ, ସଜାଡ଼ିବାର ଆବଶ୍ୟକତା ରହିଛି"
ଭୁବନେଶ୍ୱର : ପଂଚାୟତ ଓ ପୌର ନିର୍ବାଚନରେ ବିଜେପିର ଲଗାତାର ବିପର୍ଯ୍ୟୟ ପାଇଁ ରାଜ୍ୟ ନେତୃତ୍ୱକୁ ଦାୟୀ କରିଛନ୍ତି ସାଂସଦ ଅପରାଜିତା | ସମସ୍ତ ନିର୍ବାଚନକୁ ସାମ୍ନା କରିବା ଓ ଜିତିବାର ସାମର୍ଥ୍ୟ ବିଜେପିର ରହିଛି | ସାରା…
ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଐତିହାସିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଅଫିସର ଓ କର୍ମଚାରୀ
ଭୁବନେଶ୍ୱର : ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେଡ଼ିର ଐତିହାସିକ ସଫଳତା ପାଇଁ ରାଜ୍ୟର ବରିଷ୍ଠ ଆଇଏଏସ୍, ଆଇପିଏସ୍ ଅଧିକାରୀ ଏବଂ ଅନେକ ସେବା ସଙ୍ଗଠନର ସଦସ୍ୟ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି।ଅଫିସରମାନଙ୍କ ଏହି ସଦିଚ୍ଛା ପାଇଁ ମୁଖ୍ୟମନ୍ତ୍ରୀ…
ବିଜେଡିର ନିବେଦିତା ବେହେରା ବାସୁଦେବପୁର ପୌରାଧ୍ୟକ୍ଷା
ବାସୁଦେବପୁର(ପ୍ରତାପ ପାଢ଼ୀ) ବାସୁଦେବପୁର ପୌରପାଳିକାର ଅଧ୍ୟକ୍ଷା ଓ ସମସ୍ତ ୱାର୍ଡ ମେମ୍ବର ପାଇଁ ହୋଇଥିବ ନିର୍ବାଚନର ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇଛି, ସୂଚନା ଅନୁସାରେ ବିଜେଡିର ନିବେଦିତା ବେହେରା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।। ବିଜୟୀ କାଉନ୍ସିଲର ମାନେ ହେଲେ ୧ - ବିଜେଡି…
୭୩ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଅଧ୍ୟକ୍ଷ ପଦ ହାତେଇଲା ବିଜେଡି, ପଢ଼ନ୍ତୁ ପୂରା ତାଲିକା
ଜଗତସିଂହପୁର//ସୁମନ୍ତ କୁମାର ଦାସ: ଭୁବନେଶ୍ୱର : ୧୦୫ଟି ମ୍ୟୁନିସିପାଲିଟି ଓ ଏନ୍ଏସିର ଅଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଫଳାଫଳ ଆଜି ଆସିଛି । ୧୦୫ଟି ଅଧ୍ୟକ୍ଷ ପଦରୁ ବିଜେଡି ସର୍ବାଧିକ ୭୩ଟି ହାତେଇଥିବା ବେଳେ ବିଜେପିକୁ ମିଳିଛି ୧୬ଟି ଆସନ । ସେହିପରି କଂଗ୍ରେସକୁ ୭ଟି…
ସମ୍ ହସ୍ପିଟାଲ୍ ଶିଶୁରୋଗ ବିଶେଷଜ୍ଞ ଇଣ୍ଡିଆନ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ସମ୍ମାନରେ ସମ୍ମାନିତ
ଭୁବନେଶ୍ୱର: ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ତଥା ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲr ଶିଶୁ ରୋଗ ବିଭାଗର ପ୍ରଫେସର ଡାକ୍ତର ମୃତ୍ୟୁଞ୍ଜୟ ଦାଶଙ୍କୁ ନଏଡା ଠାରେ ଅନୁଷ୍ଠିତ ୫୯ ତମ ଜାତୀୟ ଶିଶୁ ରୋଗ କର୍ମଶାଳାରେ ସମ୍ମାନଜନକ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସର ସର୍ବୋଚ୍ଚ ଫେଲୋସିପ୍…
ଓଡ଼ିଆ ଜାତିକୁ ବିଶ୍ୱରେ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ନେବା ଦୃଢ଼ ସଂକଳ୍ପ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ ଠାରେ ‘ଓଡ଼ିଶା ପର୍ବ - 2022’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର,- ଓଡ଼ିଆ ଜାତିକୁ ବିଶ୍ୱରେ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ସଂକଳ୍ପ ନେବାକୁ ପଡ଼ିବ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ‘ଓଡ଼ିଶା ପର୍ବ - 2022’କୁ…
କୋଭିଡ ମହାମାରୀ ଯକ୍ଷ୍ମା ବିରୁଦ୍ଧରେ ଯୁଦ୍ଧକୁ ପ୍ରତିହତ କରିଛି
ଭୁବନେଶ୍ୱର: ଭାରତରେ ଯକ୍ଷ୍ମା ରୋଗୀମାନଙ୍କର ସଂଖ୍ୟା ଆକଳନ କରି ତାଲିକାଭୁକ୍ତ କରିବା ଓ ରୋଗର ନିରାକରଣ କରିବା ଏକ ଆହ୍ୱାନ ହୋଇଥିବା ବେଳେ କୋଭିଡ ମହାମାରୀର ବିସ୍ଫୋରଣ ଏହି କାର୍ଯ୍ୟକୁ ଅନେକ ମାତ୍ରାରେ ପ୍ରତିହତ କରିଛି।ଗୁରୁବାର ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍…
କେବୁଲ ତାର ଚୋରି ଅଭିଯୋଗ ରେ ଜଣେ ଗିରଫ
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା କୁମିର ଗ୍ରାମ ରେ ଥିବା ମୋବାଇଲ ଟାୱାର ରୁ କେବୁଲ ତାର ଚୋରି କରୁଥିବା ବେଳେ ଜଣେ ଯୁବକ ଗିରଫ ହୋଇ ଅନ୍ୟ ଜଣେ ସହଯୋଗୀ ଫେରାର ଅଛି।ଗିରଫ ହୋଇଥିବା ଯୁବକ ଜଣ ଟି ଉତ୍ତରପ୍ରଦେଶର ଅରବିନ୍ଦ ସିଂ ବୋଲି ଜଣାପଡିଛି।କିଛି ବର୍ଷ…
ପୁରୀ ବାର ଆସୋସିଏସନ ନିର୍ବାଚନ: ଜୟରାମ ବସ୍ତିଆ ନୂଆ ସଭାପତି
ପୁରୀ(ଅନିମେଶ ପଟ୍ଟନାୟକ): ଶନିବାର ସରିଛି ପୁରୀ ଜିଲ୍ଲା ବାର ଆସୋସିଏସନର ନିର୍ବାଚନ। ସନ୍ଧ୍ୟାରେ ଗଣନା କରାଯାଇ ଫଳାଫଳ ଘୋଷିତ କରିଛନ୍ତି ନିର୍ବାଚନ ଅଧିକାରୀ ଅଡଭୋକେଟ ପ୍ରଦୀପ କୁମାର ରଥ । ପୁରୀ ବାର ଆସୋସିଏସନକୁ ମିଳିଛି ନୂଆ ସଭାପତି । ନୂତନ ସଭାପତି ଭାବେ ଜୟରାମ ବସ୍ତିଆ ନିର୍ବାଚିତ…