ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ: ଦୀଲବାଗଙ୍କ 3 ଓ ଅମନଙ୍କ 2 ନୂଆ ରେକର୍ଡ

ଭୁବନେଶ୍ୱର- ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜିର ଦିନରେ ପଞ୍ଜାବର ଦୀଲବାଗ ସିଂ ତିନୋଟି ନୂଆ ରେକର୍ଡ ପ୍ରତିଷ୍ଠା କରିଥିବା ବେଳେ…

ବାୟା ଅବଧୂତ କଲେଜରେ ବାଳିକା ଆତ୍ମସୁରକ୍ଷା ଶିବିର

ଜଗତସିଂପୁର/ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳସ୍ଥିତ ବାୟା ଅବଧୂତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାଳିକା ମାନଙ୍କ ଆତ୍ମସୁରକ୍ଷା କଲେଜେ ପରିସରରେ ଆଜି ଅଧକ୍ଷ ସୁବାଷ ଚନ୍ଦ୍ର ରାଉତ ଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି। ଶ୍ରୀଯୁକ୍ତ ରାଉତ ଉଦଘାଟନ କରିବାପରେ ସମାଜର ବିକାଶ…

ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ: ସ୍ବର୍ଣ୍ଣ ପଦକ ସହ ନୂଆ ରେକର୍ଡ ସୃଷ୍ଟି କଲେ ପୁନମ

ଭୁବନେଶ୍ୱର- ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି 76 କେଜି ବରିଷ୍ଠ ମହିଳା ବର୍ଗରେ ଆରଏସପିବିର ପୁନମ ୟାଦବ ସ୍ନାଚରେ 99କେଜି ଉତ୍ତୋଳନ…

ବିବେକାନନ୍ଦ କନ୍ୟାକୁମାରୀ କେନ୍ଦ୍ର ତରଫରୁ ଆଲୋଚନା ଚକ୍ର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ପରିସରରେ କେନ୍ଦ୍ର ଶାଖା ସଂଯୋଜକ ଶ୍ରୀ ଭାଗବତ ପାଢୀଙ୍କ ସଭାପତିତ୍ୱରେ ସ୍ୱାମୀ ବିବେକାନନ୍ଦ କନ୍ୟାକୁମାରୀ କେନ୍ଦ୍ର ଶାଖା ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…

ଉତ୍କଳ ଦିବସ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ବନ୍ଦେ ଉତ୍କଳ ଜନନୀ”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳ ଦିବସ ଉପଲକ୍ଷେ ଆସନ୍ତା ଏପ୍ରିଲ ୧ ତାରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ…

ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା ଜାଙ୍ଗେସୁ ଗ୍ରାମରେ ଓଡ଼ିଆ ଭାଷା ପୁସ୍ତିକା ବଣ୍ଟନ କଲା ରାୟଗଡ ଜିଲ୍ଲା ବିକାଶ…

ରାୟଗଡରୁ ସରୋଜ କୁମାର ସାହୁ: ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା ଜାଙ୍ଗେସୁ ଗ୍ରାମରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରୟାସ କରିଛି ରାୟଗଡ ଜିଲ୍ଲା ବିକାଶ ମଞ୍ଚ । ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ ସଦର ମହକୁମାଠାରୁ ପ୍ରାୟ ୩୦…

ଦୁବାଇ ଆନ୍ତର୍ଜାତିକ କନଫରେନ୍ସରେ ସୋଆ ସମ୍ମାନିତ

ଭୁବନେଶ୍ୱର : ସଂଯୁକ୍ତ ଆରବ ଏମିରେଟର ଇଂଟରକଂଟିନେଂଟାଲ୍ ଦୁବାଇ ଫେଷ୍ଟିଭାଲ୍ ସିଟିରେ ମାର୍ଚ୍ଚ ୨୩ ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ଆନ୍ତର୍ଜାତିକ ଏଡୁକେଶନ୍ ୨.୦ କନ୍ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନକୁ ‘ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ’ ସମ୍ମାନରେ ସମ୍ମାନିତ କରାଯାଇଛି।ସୋଆର…

ସପ୍ତମ ବେତନ କମିଶନର ଶେଷ 20 ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଦେଇଛନ୍ତି

ଏହାଦ୍ବାରା କର୍ମଚାରୀମାନେ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ ପୂର୍ବରୁ ୮୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଛି ଉପକୃତ ହେବେ ୪ ଲକ୍ଷ କର୍ମଚାରୀ, ୮୫୦ କୋଟି ଟଙ୍କା ବ୍ୟୟ ବରାଦ ଭୁବନେଶ୍ୱର : ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ…

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରେଳମାର୍ଗର ବାର୍ଷିକ ନୀରିକ୍ଷଣ

ନୟାଗଡ଼ (କେନ୍ଦୁଝରଗଡ଼) -ଯଖପୁରା ରେଳମାର୍ଗ ନୀରିକ୍ଷଣ ଭୁବନେଶ୍ୱର ନୂତନ ଷ୍ଟେସନର କାର୍ଯ୍ୟ ସମୀକ୍ଷା  କେନ୍ଦୁଝର/ଭୁବନେଶ୍ୱର: ପୂର୍ବ ତଟ ଏବଂ ଦକ୍ଷିଣପୂର୍ବ ରେଳପଥ ମହାପ୍ରବନ୍ଧକ ସୁଶ୍ରୀ ଅର୍ଚନା ଯୋଶୀଙ୍କ ଦ୍ୱାରା ଆଜି ନୟାଗଡ଼ (କେନ୍ଦୁଝର)-ଯଖପୁରା ରେଳମାର୍ଗର ବାର୍ଷିକ…

ପୂର୍ବତଟ ରେଳପଥ ଜି.ଏମ.ଙ୍କ କେନ୍ଦୁଝର ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ସଂଗଠନ ତରଫରୁ ଦାବି ପତ୍ର।

କେନ୍ଦୁଝର/ସିଦ୍ଧେଶ୍ୱର ସାହୁ : ସମଗ୍ର ଦେଶ ତୁଳନାରେ କେନ୍ଦୁଝର ଜିଲା ରୁ ଲୌହ ପଥର ପରିବହନ କରି ଭାରତୀୟ ରେଳ ବିପୁଳ ରାଜସ୍ବ ଆୟ କରୁଥିଲେ ମଧ୍ୟ କେନ୍ଦୁଝର ବାସୀଙ୍କୁ ସର୍ବଦା ରେଳ ସେବାଯୋଗାଇବା କ୍ଷେତ୍ରରେ ଅବହେଳା କରି ଆସୁଛି। ରେଳସେବା କ୍ଷେତ୍ରରେ କେନ୍ଦୁଝର ବାସୀଙ୍କ ସୁବିଧାପାଇଁ…