Sign in
Sign in
Recover your password.
A password will be e-mailed to you.
ଯକ୍ଷ ପ୍ରଶ୍ନ : ତଦନ୍ତ ରିପୋର୍ଟକୁ କାର୍ଯ୍ୟକାରୀ କରି ପାରିବେ କି ବିଜେପି ଅଧ୍ୟକ୍ଷା ଓ ବିଜେଡି ପାର୍ଷଦ !!!
ବେଆଇନ ଜବରଦଖଲ ହୋଇ ପାରିବ କି ଉଚ୍ଛେଦ !
କେନ୍ଦୁଝର : ସରିଯାଇଛି କେନ୍ଦୁଝରଗଡ଼ ପୌର ପରିଷଦ ନିର୍ବାଚନ । ଏଥିରେ ଉଭୟ ବିଜେପି ଓ ବିଜେଡି ମିଳିତ ସଫଳତା ଲାଭ କରିଛନ୍ତି । ଅଧ୍ୟକ୍ଷା ନିକୁ ସାହୁ ହୋଇ ଥିବା ବେଳେ ୧୪ କାଉନସିଲର ବିଜେଡିର | ତେଣୁ ଉପନଗରପାଳ ପଦ ପାଇବା ଥୟ। ଏବେ ମିଶ୍ରିତ ଫଳ…
କେଦାର ଭାରତୀ ପ୍ରତିଭା ଅନ୍ୱେଷଣ ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ।
ଜଗତସିଂପୁର/ସୁମନ୍ତ କୁମାର ଦାସ:କୋମଳମତୀ ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଚାଲିଛି ପ୍ରୟାସ।ଏଭଳି କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମାଣିତ୍ରୀ ଗ୍ରାମରେ।ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କେଦାର…
ବଲାଙ୍ଗିରରେ ଭାରତ ବନ୍ଦର ପ୍ରଭାବ : ଦୋକାନ ବଜାର ବନ୍ଦ, କଚେରୀ ଛକରେ ଆନ୍ଦୋଳନକାରୀଙ୍କ ଜବର୍ଦସ୍ତ ବିକ୍ଷୋଭ ପ୍ରଦର୍ଶନ
ବଲାଙ୍ଗିର : ବଲାଙ୍ଗିର ସହରରେ ଭାରତ ବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ସହର ଭିତରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ କଚେରୀ ଛକରେ ଆନ୍ଦୋଳନକାରୀ ମାନେ ଜବର୍ଦସ୍ତ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ।…
ନବ ନିର୍ବାଚିତ ସରପଞ୍ଚ ଙ୍କ ସମୀକ୍ଷା ବୈଠକ: ଆଦର୍ଶ ପଞ୍ଚାୟତରେ ପରିଣତ କରିବା ପାଇଁ ସଂକଳ୍ପ
ହାଟଡିହି(ମକରଧଜ୍ଜ ଯେନା): କେଉଁଝର ଜିଲ୍ଲା ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ସତ୍ୟଭାମା ଯେନା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜୟ ହାସଲ ପରେ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ନିମନ୍ତେ ମରୈଗାଁ ପଞ୍ଚାୟତର ଡଙ୍କୁରୀ…
ସରସ୍ବତୀ ଶିଶୁମନ୍ଦିର ଅଭିଭାବକ ବୈଠକ।
ହାଟଡିହି (ମକରଧ୍ବଜ ଯେନା): ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଶାଳଣିଆଁ ଜୋନ୍ ର ସରସ୍ବତୀ ଶିଶୁମନ୍ଦିର,ଜଳସରପୁର,ମା ଭାଟିଆ ଶୁଣୀ ପିଠ ଠାରେ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ଉପସ୍ଥିତ ରେ ଏକ ସମିକ୍ଷା ବୈଠକ ଅନୁଷ୍ଟିତ ହୋଇଯାଇଅଛି।ଏହି ବୈଠକ ରେ ସଭାପତି ଭାବରେ ପୂର୍ବତନ ସମ୍ପାଦକ…
ଟିଏମ ଏକାଡେମୀ ଡଅଁର ଉଣେଇଷ ଅଠାଅଶୀ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ
ହାଟଡିହି(ମକରଧ୍ବଜ ଯେନା): ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଡଅଁର ଟିଏମ ଏକାଡେମୀ ଉଣେଇଷ ଅଠାଅଶୀ ଦଶମବ୍ୟାଚ୍ ର ଏକ ବନ୍ଧୁମିଳନ କାଯ୍ର୍ୟକ୍ରମ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ଡଅଁର ଠାରେ ହେଇଥିବାବେଳେ ଏଥିରେ ଉଣେଇଷ ଅଠାଅଶୀ ମସିହା ଦଶମ ଶ୍ରେଣୀର ପଢୁଥିବା ଛାତ୍ର ଛାତ୍ରୀ ଓ ଗୁରୁଜୀ…
ସଡ଼କ ଦୁର୍ଘଟଣା: ଜଣେ ମୃତ ଜଣେ ଗୁରୁତର।
ବାସୁଦେବପୁର(ପ୍ରତାପ ପାଢ଼ୀ): ବାସୁଦେବପୁର ରେ ଆଜି ଭୋର ସମୟରେ ଏକ ସଡ଼କ ଦୁର୍ଘଟଣାରେ ବିପିନ୍ କୁମାର ବେହେରା ନାମକ ଜଣେ ଯୁବକଙ୍କ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଥିବା ଜଣାଯାଇଛି। ସୂଚନା ଅନୁସାରେ ଜମୁଝାଡି ଧାମରା ରାସ୍ତା ଦେଇ କୌଣସି କାମ ସାରି ବିପିନ ଓ ଅନ୍ୟ…
ପାଟଣାଗଡ଼ ବିଜେଡି ପକ୍ଷରୁ ବିଜୟ ଶୋଭାଯାତ୍ରା
ପାଟଣାଗଡ଼ : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ପାଟଣାଗଡ଼, ଖପ୍ରାଖୋଲ, ବେଲପଡା ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ଓ ପାଟଣାଗଡ଼ ପୌର ପରିଷଦ ନିର୍ବାଚନରେ ବିଜୟୀ ହୋଇଥିବା, ଜିଲ୍ଲା ପରିଷଦ ବ୍ଲକ ଅଧ୍ୟକ୍ଷ ଉପାଧ୍ୟକ୍ଷ, ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ମାନଙ୍କୁ ନେଇ ଗତକାଲି ପାଟଣାଗଡ଼ ବିଜେଡି…
କଫସିରଫ ବିକ୍ରେତା ସହ ନିଶା ଔଷଧ ଜବତ ।
ପଦ୍ମପୁର(ଶାସକପ୍ରଶାସକ)- ସ୍ଥାନୀୟ ହନୁମାନ ପତାରେ ବେଆଇନ ବିକ୍ରୟ ହେଉଥିବା କଫ୍ ସିରପ୍ ଓ ନିଶା ବଟିକାକୁ ପୁଲିସ୍ ଜବତ କରିଛି। ପୁଲିସ୍ ଏଥିରେ ସଂପୃକ୍ତ ଥିବା ଉକ୍ତ ପଡ଼ାର ସଫରାଜ ଖାନ (ଟିଙ୍କୁ)କୁ ଗିରଫ କରିଛି । କିଛି ଦିନ ହେଲା ଟିଙ୍କୁ ନିଶା ପାଇଁ ବ୍ୟବହୃତ କରପ୍ ଓ ନିଶା ବଟିକା…
ମିଡିଆ ବ୍ରଦର୍ସର ପ୍ରସ୍ତୁତି ବୈଠକ ; ଏପ୍ରିଲ୍ ୧ ତାରିଖ ଉତ୍କଳ ଦିବସ ଅବସରରେ ଜଳଛତ୍ର କାର୍ଯ୍ୟକ୍ରମ ଆରମ୍ଭ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ମିଡିଆ ବ୍ରଦର୍ସ ପକ୍ଷରୁ ଚଳିତ ବର୍ଷର ଜଳଛତ୍ର କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ପି.ପି. କଲେଜ ଛକ ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ଦିନକୁ ଦିନ ଗ୍ରୀଷ୍ମର ପ୍ରକୋପ ବଢି ଚାଲିଥିବାରୁ ଆସନ୍ତା ଏପ୍ରିଲ୍ ୧ ତାରିଖ…