Sign in
Sign in
Recover your password.
A password will be e-mailed to you.
ଲୋକଙ୍କ ବିଶ୍ବାସ ଓ ବିକାଶ ମୋର ଲକ୍ଷ୍ୟ: ମେୟର ସୁଲୋଚନା
ଭୁବନେଶ୍ଵର: ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ କୃପା, ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶିର୍ବାଦ ଏବଂ ରାଜଧାନବାସୀଙ୍କ ବିଶ୍ବାସରୁ ମୋତେ ଯେଉଁ ସୁଯୋଗ ମିଳିଛି ତା'ର ସଦୁପଯୋଗ କରି ସାଧାରଣ ଲୋକଙ୍କ ସେବା କରିବେ ବୋଲି ନିର୍ବାଚନରେ ବିଜେଡ଼ିର ମେୟର ପ୍ରାର୍ଥୀ…
ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ : ବିଜୟୀ ହେଲେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ଭାନୁପ୍ରଭା ମିଶ୍ର
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜି ବହୁ ଦିନ ଅପେକ୍ଷର ଅନ୍ତ ଘଟିଛି I ସରିଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନର ଭୋଟ ଗଣତି I ଅପେକ୍ଷାର ଅନ୍ତଘଟିଲା ଓ ଫଳାଫଳ ପ୍ରକାଶ ପାଇଲା I ୧୯୮୪ ଭୋଟ ପାଇ ବିଜୟୀ ହେଲେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ଭାନୁପ୍ରଭା ମିଶ୍ର I ୧୩…
ବାଲିଗୁଡା ପୌର ନିର୍ବାଚନରେ ବିଜେଡିର ବାଜିମାତ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ବାଲିଗୁଡା ପୌର ନିର୍ବାଚନରେ ମୋଟ ୧୩ଟି ୱାର୍ଡରେ ୧୧ଟି ବିଜେଡି ଓ ୨ ଟିରେ କଂଗ୍ରେସ ବିଜୟ ଲାଭ କରିଛନ୍ତି I ପୌରାଧ୍ୟକ୍ଷ ଭାବରେ ଗୋବିନ୍ଦ ପ୍ରଧାନ ୩୫୦୦ ଭୋଟରେ ବିଜୟ ଲାଭ କରିଛନ୍ତି I ୧ ନମ୍ବର ୱାର୍ଡରେ କାଉନସିଲର ଅଜୟ କୁମାର ଦିଗାଳ…
ରଣପୁର ପୌରାଧ୍ୟକ୍ଷା ହେଲେ ବିଜେଡିର ରଙ୍ଗିନୀ ମହାନ୍ତି.
ସ୍ୱାଧୀନ ପ୍ରାର୍ଥୀ ମଧୁସ୍ମିତା ପ୍ରହରାଜଙ୍କ ଠାରୁ 323ଭୋଟ ରେ ବିଜୟୀ ହେଲେ ରଙ୍ଗୀନ
ବିଜେଡି ହାତକୁ ଗଲା ୧୧ କାଉସିଲର, ଦୁଇଟିରେ ବିଜେପି ଓ ଦୁଇଟିରେ ସ୍ୱାଧୀନ
ରଣପୁର/ ପ୍ରସନ୍ନ ସାମନ୍ତରାୟ : ନୟାଗଡ ଜିଲ୍ଲା ରଣପୁର ଏନଏସି ଚେୟାରମ୍ୟାନ ଵା ପୌରାଧ୍ୟକ୍ଷା ଭାବେ ବିଜେଡିର ରଙ୍ଗିନୀ…
ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌର ଓ କାଶୀନଗର ଏନଏସିରେ ବିଜେଡିର ଦମଦାର ବିଜୟ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୨ ଟି ଯଥା:- ପାରଳାଖେମୁଣ୍ଡି ପୌର ପରିଷଦ ଏବଂ କାଶୀନଗର ଏନଏସିର ଅଧ୍ୟକ୍ଷ ଓ ୱାର୍ଡ ସଭ୍ୟ ଆସନ ପାଇଁ ଅନୁଷ୍ଠିତ ନିର୍ବାଚନ ଫଳାଫଳ ଘୋଷଣାରେ ବିଜେଡି ଦଳର ପ୍ରାର୍ଥୀ ମାନଙ୍କ ଦମଦାର ବିଜୟୀ ହୋଇଛି। ପାରାଳାଖେମୁଣ୍ଡି ପୌର ପରିଷଦର…
ଜଗତସିଂହପୁର ପୌରାଧ୍ୟକ୍ଷ ଭାବେ କଂଗ୍ରେସର ଅର୍ଜନା ସିଂହ ନିର୍ବାଚିତ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ପୌରାଧ୍ୟକ୍ଷ ପଦବୀ କଂଗ୍ରେସ ଦଳକୁ ଯାଇଛି | କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀ ହୋଇପୂବା ଅର୍ଜନା ସିଂହ ନିଜର ନିକଟତମ ପ୍ରତିଦ୍ବନ୍ଦୀ ବିଜୁଜନତା ଦଳର ପ୍ରାର୍ଥୀନୀ ରାଜଶ୍ରୀ ମହାପାତ୍ରଙ୍କୁ ହରାଇ ବିଜୟୀ ହୋଇଛନ୍ତି । ୪୦ ସଂଖ୍ୟା ବିଶିଷ୍ଟ ଏହି ପୌର…
ପଦ୍ମପୁର ବାର ଏସୋସିଏସନ ବାର୍ଷିକ ନିର୍ବାଚନରେ ନିର୍ବାଚିତ ।
ପଦ୍ମପୁର(ଶାସକ ପ୍ରଶାସକ) :ବରଗଡ ଜିଲ୍ଲା ପଦ୍ମପୁର ବାର ଏସୋସିଏସନ ବାର୍ଷିକ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ ନିମନ୍ତେ ନିର୍ବାଚନ ହୋଇଥିବା ବେଳେ ଅନ୍ୟ ପଦ ସବୁ ମନୋନୟନ କରା ଯାଇଥିଲା । ନିର୍ବାଚନରେ ଉମେଶ ଚନ୍ଦ୍ର ସାହୁ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପ…
ବରପାଲିରେ ଚର୍ଚା : ବିଜେଡିକୁ ହରାଇଲା ବିଜେଡି
ସ୍ୱାଧୀନ ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ବିଜେଡି ବିଧାୟିକାଙ୍କ ସମର୍ଥନ ଓ ଆଶ୍ଚର୍ଯ୍ୟଜନକ ନୀରବତା ପରାଜୟର କାରଣ !!!
ବିଜୟୀ ସ୍ୱାଧୀନ ଅଧ୍ୟକ୍ଷଙ୍କ ସହ ବିଜେଡି ବିଧାୟିକା ରୀତା ସାହୁ
ବରଗଡ :- ବରଗଡ…
ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଜୟନ୍ତୀଙ୍କୁ ୧୫ ଲକ୍ଷ, ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର
ସାରା ବିଶ୍ୱରେ ଓଡ଼ିଶା ପାଇଁ ସୁନାମ ଆଣିଛ, ତୁମେମାନେ ଓଡ଼ିଶାର ଗୌରବ-- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇ ଓଡିଆ ଆନ୍ତର୍ଜାତିକ କ୍ରୀଡା…
ବରପାଲି: 11 ରୁ 10 ବିଜେଡି କାଉନସିଲର, ହେଲେ ପୌରାଧ୍ୟକ୍ଷ ସ୍ୱାଧୀନ
ବରଗଡ :- ବରଗଡ଼ ଜିଲ୍ଲା ବରପାଲି ଏନ ଏ ସି ନିର୍ବାଚନ ର ଫଳାଫଳ ଚକିତ କରିଦେଇଛି । ଏଗାର ୱାର୍ଡ ବିଶିଷ୍ଟ ଏହି ଏନ ଏ ସି ରେ 10 ଗୋଟି ୱାର୍ଡ ରେ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ବିଜୟ ହୋଇଥିବା ବେଳେ ଏନ ଏ ସି ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀ…