Sign in
Sign in
Recover your password.
A password will be e-mailed to you.
ମାରବାଡ଼ି ଯୁବା ମଞ୍ଚ ତରଫରୁ ସାଇକଲ ରାଲି
https://youtu.be/Jk-H_6gd1sI
ବରଗଡ : ବରଗଡ ଜିଲ୍ଲା ପାଇକମାଲ ମାରବାଡି ଯୁବା ମଞ୍ଚ ତରଫରୁ ଆଜି ଜାତୀୟ ଖେଳ ଦିବସ ଅବସରରେ ଏକ ସାଇକଲ ରାଲିର ଆୟୋଜନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ସମୟରେ ଯୁବା ମଞ୍ଚ ତରଫରୁ ଅନେକ ପ୍ରକାର ସେବା କାର୍ୟ୍ଯ କରିବା ସହିତ ରକ୍ତ ଦାନ…
କ୍ୟାରିୟର୍ ୩୬୦ ରାଙ୍କିଙ୍ଗ୍ସ: ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶର ଶ୍ରେଷ୍ଠ ୧୨ ତମ ମେଡିକାଲ୍ କଲେଜ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସେସ୍, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶର ଶ୍ରେଷ୍ଠ ୧୨ ତମ ମେଡିକାଲ୍ କଲେଜ ଭାବେ ମାନ୍ୟତା ହାସଲ କରିଛି । ୨୦୨୨-୨୩ ବର୍ଷ ନିମନ୍ତେ ନିକଟରେ ପ୍ରକାଶିତ କ୍ୟାରିୟର୍…
ସୋଆ ଏନ୍ଏସ୍ଏସ୍ ତରଫରୁ ବନ୍ୟା ବିପନ୍ନ ଅଚଂଳକୁ ସହାୟତା
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ)ର ଏନ୍.ଏସ୍.ଏସ୍ ଶାଖା ପକ୍ଷରୁ ଗୁରୁବାର ଦିନ ବନ୍ୟା ପ୍ରପୀଡିତମାନଙ୍କୁ ରିଲିଫ୍ ବଂଟନ କରାଯାଇଥିଲା । ସୋଆର ଛାତ୍ରଛାତ୍ରୀ ଓ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଥିବା ବେଳେ ଏହି ଟିମ୍ ଖୋର୍ଦ୍ଧା ଜିଲ୍ଲା ର…
କୋଡ଼ ୪ ଓଡ଼ିଶା: ସୋଆରେ ରାଜ୍ୟର ସବୁଠାରୁ ବଡ଼ କୋଡ଼ିଙ୍ଗ ହାକାଥନ୍ ଆରମ୍ଭ
ଭୁବନେଶ୍ୱର : ଉତ୍ପାଦନ ଏବଂ ବିଭିନ୍ନ ସେବା କ୍ଷେତ୍ରରେ ପ୍ରାଥମିକ ସ୍ତରରୁ ଆର୍ଥିକ ବିକାଶକୁ ସୁଦୃଢ଼ କରିବା ନିମନ୍ତେ ଏକ ପରିବେଶ ସୃଷ୍ଟି କରିବା ନେଇ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶନିବାର ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ, ଶକ୍ତି ଓ ଏମ୍ଏସ୍ଏମ୍ର ମନ୍ତ୍ରୀ…
”ସମର୍ଥ” ଓ ”ସାଇଟ୍ ସେଭର୍ସ ଇଣ୍ଡିଆ” ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଭାଗୀଦାରୀ ପାଇଁ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଏକମାତ୍ର ଅଗ୍ରଣୀ ଭିନ୍ନକ୍ଷମ ଅନୁଷ୍ଠାନ ''ସମର୍ଥ'' ଓ ଭୁବନେଶ୍ଵର ସ୍ଥିତ ''ସାଇଟ୍ ସେଭର୍ସ ଇଣ୍ଡିଆ'' ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଭାଗିଦାରୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷର ହୋଇଛି।''ସମର୍ଥ'' ଦୀର୍ଘ ୧୮…
ଅଡାଜର ପଞ୍ଚାୟତ ରେ ଝାଡା ବାନ୍ତି ଆକ୍ରାନ୍ତ ରେ ମୃତ୍ୟୁ ପରିବାରଙ୍କୁ ଭେଟିଲେ କାଶୀପୁର ବ୍ଲକ କଂଗ୍ରେସ ସଭାପତି
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ଗତ ପନ୍ଦର ଦିନ ଧରି କାଶୀପୁର ବ୍ଳକର ଅଡାଜୋର ପଞ୍ଚାୟତ ରେ ସାତ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିବାରଙ୍କୁ ନିଜେ କାଶୀପୁର ବ୍ଲକର କଂଗ୍ରେସ ସଭାପତି ଅଙ୍ଗଦ ନାଏକ ଭେଟି ସେମାନଙ୍କ ପରିବାରକୁ ରାସନ ଖାଦ୍ୟ ଦେଇଛନ୍ତି |ଗତକାଲି ଅଡାଜର…
ନୂତନ ପରିବହନ ଅଧିକାରୀ ଙ୍କ ଦାୟିତ୍ୱ ଗ୍ରହଣ
ଭଞ୍ଜନଗର/ନିଲୁ ବିଷୋୟୀ: ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ନୂତନ ପରିବହନ ଅଧିକାରୀ ଭାବେ ଶୁଭେନ୍ଦୁ ରଞ୍ଜନ ରାୟ ଶୁକ୍ରବାର ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଏଠାରେ ମୋଟର ଯାନ ନିରୀକ୍ଷକ ଭାବେ କାଯ୍ୟ କରିବା ସହ ୩ ବର୍ଷ ଧରି ଭାରପ୍ରାପ୍ତ ପରିବହନ ଅଧିକାରୀ ଦାୟିତ୍ୱ…
ଜନଜାଗରଣ ମଞ୍ଚ ର ସପ୍ତାହ ବ୍ୟାପୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଜିଲ୍ଲା ବ୍ୟାପୀ ଜନ ସଚେତନତା ଅଭିଯାନ
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଓଡ଼ିଶାର ଗରିବ ଶ୍ରେଣୀ ଲୋକ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ଦୃଢ଼ ପ୍ରତିଶ୍ରୁତି ବଦ୍ଧ ଭାବରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଗଷ୍ଟ ମାସ ୨୦୧୮ମସହାରେଆରମ୍ବ କରିଥିଲେ ସମସ୍ତ ଯୋଗ୍ୟ ପରିବାର କୁ ବିଜୁ କୃଷକ କଲ୍ୟାଣ ଯୋଜନା,…
ବ୍ୟାୟାମ ଓ ସମରକଳା ଗୁରୁ ଜ୍ଞାନ ରଞ୍ଜନ ମହାନ୍ତି ଙ୍କୁ ମିଳିଲା ଏସିଆ ଆଇକୋନିକ ଆୱାର୍ଡ଼ ସହ ଅନରିସ କାଉସା
ଗୁରୁଗ୍ରାମ: ସମାଜ ଓ ଦେଶ ଉଦ୍ଦେଶ୍ୟରେ କରାଯାଉଥିବା ବିଭିନ୍ନ ସେବା ଓ ସାମାଜିକ କାର୍ଯ୍ୟକ୍ରମ ନିମନ୍ତେ ପ୍ରତିବର୍ଷଭଳି ଚଳିତବର୍ଷମଧ୍ୟ ଏକ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୦ ଜଣଙ୍କୁ ସେମାନଙ୍କ ପ୍ରତିଭା ଅନୁଯାୟୀ ଭିନ୍ନ ଭିନ୍ନ ବିଭାଗରେ ସମ୍ମାନିତ କରାଯଇଥିଲା l…
ଜଳିଗଲା ଗୋଦାମ ଘର ଓ ଓମିନି ଭ୍ୟାନ୍
https://youtu.be/0iZ-gnLB2y4
ଯଶିପୁର: ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଯାମୁକେଶ୍ୱର ଗ୍ରାମର ଦୋକାନ ଗୋଦାମ ଘରେ ଅଗ୍ନିକାଣ୍ଡ ଘଟି ଓମିନି ଭ୍ୟାନ୍ ସହ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଜଳି ପୋଡି ପାଉଁଶ ହୋଇଯାଇଛି। ଗତକାଲି ରାତି ୧୦ ଘଟିକା ସମୟରେ ଦୋକାନୀ ରତିକାନ୍ତ ବାରିକ…